ଓଡ଼ିଆ ଅଫିସରଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଗିରୀଶ ମୁର୍ମୁ ହେଲେ ଆଇପିୟୁ ଅଡ଼ିଟର

ନୂଆଦିଲ୍ଲୀ: ଜେନେଭାରେ ଥିବା ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନ (ଆଇପିୟୁ)ରେ ଏକ୍ସଟରନାଲ ଅଡ଼ିଟର ଭାବରେ ନିଯୁକ୍ତ ହୋଇଛନ୍ତି ଓଡ଼ିଆ ପୁଅ ଗିରିଶ ମୁର୍ମୁ। ତିନି ବର୍ଷ ପାଇଁ ସେ ଏହି ପଦବୀରେ ରହିବେ। ସେ ଏବେ ଦେଶର ୧୪ତମ ସିଏଜି ଭାବରେ ଦାୟିତ୍ୱ ତୁଲାଉଛନ୍ତି। ସ୍ୱିଜରଲ୍ୟାଣ୍ଡ ସ୍ଥିତ ସୁପ୍ରିମ୍ ଅଡିଟ୍ ଇନଷ୍ଟିଚ୍ୟୁଟ ଯାଇ ଗିରୀଶ ଦାୟିତ୍ୱ ଗ୍ରହଣ କରିବେ। ସିଏଜିରେ ନିଯୁକ୍ତ ହେବା ପୂର୍ବରୁ ଗିରୀଶ ମୁର୍ମୁ ଜମ୍ମୁ କଶ୍ମୀରର ଉପରାଜ୍ୟପାଳ ଥିଲେ। ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ। […]

CAG

CAG

Subhransu Sekhar
  • Published: Friday, 20 November 2020
  • Updated: 20 November 2020, 07:37 PM IST

Sports

Latest News

ନୂଆଦିଲ୍ଲୀ: ଜେନେଭାରେ ଥିବା ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନ (ଆଇପିୟୁ)ରେ ଏକ୍ସଟରନାଲ ଅଡ଼ିଟର ଭାବରେ ନିଯୁକ୍ତ ହୋଇଛନ୍ତି ଓଡ଼ିଆ ପୁଅ ଗିରିଶ ମୁର୍ମୁ। ତିନି ବର୍ଷ ପାଇଁ ସେ ଏହି ପଦବୀରେ ରହିବେ। ସେ ଏବେ ଦେଶର ୧୪ତମ ସିଏଜି ଭାବରେ ଦାୟିତ୍ୱ ତୁଲାଉଛନ୍ତି। ସ୍ୱିଜରଲ୍ୟାଣ୍ଡ ସ୍ଥିତ ସୁପ୍ରିମ୍ ଅଡିଟ୍ ଇନଷ୍ଟିଚ୍ୟୁଟ ଯାଇ ଗିରୀଶ ଦାୟିତ୍ୱ ଗ୍ରହଣ କରିବେ।

ସିଏଜିରେ ନିଯୁକ୍ତ ହେବା ପୂର୍ବରୁ ଗିରୀଶ ମୁର୍ମୁ ଜମ୍ମୁ କଶ୍ମୀରର ଉପରାଜ୍ୟପାଳ ଥିଲେ। ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ। ଗୁଜରାଟ କ୍ୟାଡରର ଏହି ପୂର୍ବତନ ଆଇଏଏସ ଅଫିସର ମୋଦି ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କର ଅନ୍ୟତମ ବିଶ୍ୱସ୍ତ ଅଧିକାରୀ ଥିଲେ।

ଆଇପିୟୁ କଣ?

ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନ୍ ହେଉଛି ଏକ ଆନ୍ତର୍ଜାତୀୟ ସଂଗଠନ। ଏହି ସଂଗଠନ ଗଣତାନ୍ତ୍ରିକ ଦେଶର ସଂସଦ ମଧ୍ୟରେ ସମନ୍ୱୟ ରକ୍ଷା କରିବା ନେଇ କାମ କରେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗଣତାନ୍ତ୍ରକୁ ପ୍ରୋତ୍ସାହିତ କରିବା, ଉତ୍ତରଦାୟିତ୍ୱ ରଖିବ। ସେହିପରି ସଦସ୍ୟ ଦେଶମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ମଧ୍ୟ ଅନ୍ୟତମ ପ୍ରମୁଖ କାମ। ଏହା ବାଦ୍ ଲିଙ୍ଗଗତ ସମାନତା, ଯୁବକମାନଙ୍କ ଅଂଶଗ୍ରହଣ ଏବଂ ରାଜନୀତିରେ ସ୍ଥାୟୀ ବିକାଶକୁ ଏହି ସଂସ୍ଥା ପ୍ରୋତ୍ସାହିତ କରିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story