ଦିଲ୍ଲୀ ପିସିସି ସଭାପତିଙ୍କ ନାମରେ ମାମଲା ରୁଜୁ କଲା ପୁଲିସ୍

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକଙ୍କୁ ସହଯୋଗ ନାଁରେ ସାମାଜିକ ଦୂରତା ନିୟମକୁ ଭୁଲିଗଲେ କଂଗ୍ରେସ ନେତା। ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଅନୀଲ ଚୌଧୁରୀଙ୍କ ନାମରେ ଏଭଳି ସଙ୍ଗୀନ୍ ଅଭିଯୋଗ ଆଣିଛି ଦିଲ୍ଲୀ ପୁଲିସ। ଆଜି ଦିଲ୍ଲୀ ପୁଲିସ କଂଗ୍ରେସ ନେତା ଅନୀଲଙ୍କୁ ତାଙ୍କ ବାସଭବନର ଅଟକ ରଖିଛି। ଅନୀଲ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଦିଲ୍ଲୀ ପୁଲିସ ଏବେ ଅନୀଲ ଏବଂ କଂଗ୍ରେସର କିଛି କର୍ମୀଙ୍କ ବିରୋଧରେ ଆଇପିସିର ଧାରା ୧୮୮ ଅନୁଯାୟୀ […]

Anil-Chaudhary-delhi-police

Anil-Chaudhary-delhi-police

Subhransu Sekhar
  • Published: Sunday, 17 May 2020
  • Updated: 17 May 2020, 06:53 PM IST

Sports

Latest News

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକଙ୍କୁ ସହଯୋଗ ନାଁରେ ସାମାଜିକ ଦୂରତା ନିୟମକୁ ଭୁଲିଗଲେ କଂଗ୍ରେସ ନେତା। ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଅନୀଲ ଚୌଧୁରୀଙ୍କ ନାମରେ ଏଭଳି ସଙ୍ଗୀନ୍ ଅଭିଯୋଗ ଆଣିଛି ଦିଲ୍ଲୀ ପୁଲିସ। ଆଜି ଦିଲ୍ଲୀ ପୁଲିସ କଂଗ୍ରେସ ନେତା ଅନୀଲଙ୍କୁ ତାଙ୍କ ବାସଭବନର ଅଟକ ରଖିଛି। ଅନୀଲ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଦିଲ୍ଲୀ ପୁଲିସ ଏବେ ଅନୀଲ ଏବଂ କଂଗ୍ରେସର କିଛି କର୍ମୀଙ୍କ ବିରୋଧରେ ଆଇପିସିର ଧାରା ୧୮୮ ଅନୁଯାୟୀ ମାମଲା ରୁଜୁ କରିଛି ବୋଲି ଦିଲ୍ଲୀର ଡେପୁଟି ପୁଲିସ କମିଶନର ଜସମିତ ସିଂହ କହିଛନ୍ତି।

https://twitter.com/ANI/status/1261991570955317249

ପୁଲିସ କହିଛି ଅନୀଲ ଓ ଏବଂ ତାଙ୍କ ଦଳର କିଛି କର୍ମୀ ୧୬ ଏବଂ ୧୭ ତାରିଖରେ ଦିଲ୍ଲୀ-ଉତ୍ତର ପ୍ରଦେଶ ସୀମାରୁ ପ୍ରବାସୀ ଶ୍ରମିକଙ୍କୁ ଆଣିଛନ୍ତି। ଏହି ସମୟରେ ଖାଇବି ପିଇବାର ବ୍ୟବସ୍ଥା ମଧ୍ୟ କରିଥିଲେ ଅନୀଲ। ସାମାଜିକ ଦୂରତା ନିୟମ ପାଳନ କରାଯାଇନାହିଁ। ଏହି ଭୁଲ୍ ଆଗାମୀ ଦିନରେ ଅସୁବିଧା ସୃଷ୍ଟିକରିପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story