ସୁପ୍ରିମକୋର୍ଟରେ କେଉଁ ତଥ୍ୟ ଦାଖଲ କରିବ ସିବିଆଇ?

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଚିଟ୍‌ଫଣ୍ଡ ଘଟଣାର ତଦନ୍ତ କରୁଥିବା ସିବିଆଇ ଆସନ୍ତାକାଲି ସୁପ୍ରିମକୋର୍ଟରେ ପଶ୍ଚିମବଙ୍ଗ ପୁଲିସ୍‌ ବିରୋଧରେ କିଛି ବିସ୍ଫୋରକ ତଥ୍ୟ ଉପସ୍ଥାପନ କରିବ। ରବିବାର ସିବିଆଇକୁ ପୁଲିସ୍‌ ବାଧା ଦେଇଥିବାରୁ ଏବେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ସୁପ୍ରିମକୋର୍ଟ କୋଲକାତା ପୁଲିସ୍‌ କମିଶନର ରାଜୀବ କୁମାରଙ୍କ ବିରୋଧରେ ପ୍ରମାଣ ସିବିଆଇକୁ ମାଗିଛନ୍ତି। ତେଣୁ ସିବିଆଇ ଏବେ କିଛି ବିସ୍ଫୋରକ ଦସ୍ତାବିଜ୍‌ ଦାଖଲ କରିବାକୁ ଯାଉଛି। ଏଥିରେ ସାରଦା ଚିଟ୍‌ଫଣ୍ଡ ମାମଲାରେ କିଛି ଫୋନ୍‌ ନମ୍ବର ଡିଲିଟ୍‌ କରିବା […]

cbi

cbi

Hemant Lenka
  • Published: Monday, 04 February 2019
  • Updated: 04 February 2019, 09:54 PM IST

Sports

Latest News

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଚିଟ୍‌ଫଣ୍ଡ ଘଟଣାର ତଦନ୍ତ କରୁଥିବା ସିବିଆଇ ଆସନ୍ତାକାଲି ସୁପ୍ରିମକୋର୍ଟରେ ପଶ୍ଚିମବଙ୍ଗ ପୁଲିସ୍‌ ବିରୋଧରେ କିଛି ବିସ୍ଫୋରକ ତଥ୍ୟ ଉପସ୍ଥାପନ କରିବ। ରବିବାର ସିବିଆଇକୁ ପୁଲିସ୍‌ ବାଧା ଦେଇଥିବାରୁ ଏବେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି।

ସୁପ୍ରିମକୋର୍ଟ କୋଲକାତା ପୁଲିସ୍‌ କମିଶନର ରାଜୀବ କୁମାରଙ୍କ ବିରୋଧରେ ପ୍ରମାଣ ସିବିଆଇକୁ ମାଗିଛନ୍ତି। ତେଣୁ ସିବିଆଇ ଏବେ କିଛି ବିସ୍ଫୋରକ ଦସ୍ତାବିଜ୍‌ ଦାଖଲ କରିବାକୁ ଯାଉଛି। ଏଥିରେ ସାରଦା ଚିଟ୍‌ଫଣ୍ଡ ମାମଲାରେ କିଛି ଫୋନ୍‌ ନମ୍ବର ଡିଲିଟ୍‌ କରିବା ଓ ସିବିଆଇକୁ ବାରମ୍ବାର ହଇରାଣ କରି ସହଯୋଗ ନକରିବା ଭଳି ତଥ୍ୟ ରହିଛି।

ସିବିଆଇ ଆସନ୍ତାକାଲି ନିମ୍ନଲିଖିତ ଦସ୍ତାବିଜ ଦାଖଲ କରିବାର ସମ୍ଭାବନା ରହିଛି।

୧: କୋଲକାତା ପୁଲିସ୍‌ ସାରଦା ସିଏମ୍‌ଡି ସୁଦୀପ୍ତ ସେନଙ୍କ କଲ ରେକର୍ଡ ପାଇଥିଲା। କିନ୍ତୁ ସେ ତଥ୍ୟ ବିସ୍ତୃତ ଭାବେ ସିବିଆଇକୁ ଦେଇନାହିଁ।

୨: ଚିଟ୍‌ଫଣ୍ଡ ଘଟଣାରେ କୋଲକାତା ପୁଲିସ ଯେଉଁ ତଥ୍ୟ ଦେଇଛି ତାହା ସଂପୂର୍ଣ୍ଣ ନୁହେଁ। ପୁଲିସ ଦେଇଥିବା କଲ ରେକର୍ଡ ସହ ସିବିଆଇ ମୋବାଇଲ ସର୍ଭିସ ପ୍ରୋଭାଇଡରଙ୍କ କଲ ରେକର୍ଡ ସହ ମେଳ କରାଇଥିଲା। କିନ୍ତୁ ସେଥିରୁ ଏହା ଅସଂପୂର୍ଣ୍ଣ ଥିବା ଜଣାପଡ଼ିଛି। ପୁଲିସ୍‌ କିଛି ଗୁରୁତ୍ୱପୂର୍ଣ୍ଣ ନମ୍ବରକୁ ଡିଲିଟ୍‌ କରିଦେଇଛି।

୩: ସାରଦା ଓ ରୋଜଭ୍ୟାଲି ସହ ଅନ୍ୟ ଚିଟ୍‌ଫଣ୍ଡ ଦୁର୍ନୀତିରେ ସହଯୋଗ କରିବାକୁ ସିବିଆଇ କୋଲକାତା ପୁଲିସ୍‌ କମିଶନରଙ୍କୁ ୩ଥର ନୋଟିସ୍‌ କରିଥିଲା। ନୋଟିସ୍‌ ଗୁଡ଼ିକ ୨୦୧୭ ଅକ୍ଟୋବର ୧୮, ୨୦୧୭ ଅକ୍ଟୋବର ୨୩ ଓ ୨୦୧୮ ଡିସେମ୍ବର ୮ରେ ପଠାଯାଇଥିଲା।

୪: ନୋଟିସ୍‌ର ଜବାବରେ ପଶ୍ଚିମବଙ୍ଗ ଡିଜିପି କହିଥିଲେ ଯେ ସିବିଆଇ ଯାହା ପଚାରିବାକୁ ଚାହୁଁଛି, ସେ ପ୍ରଶ୍ନ ଲିଖିତ ଭାବେ ଦେଉ ଏବଂ ଯଦି ଦରକାର ପଡ଼େ ରାଜ୍ୟ ପୁଲିସ୍‌ ଓ ସିବିଆଇ ମଧ୍ୟରେ ଏକ ଯୁଗ୍ମ ବୈଠକ କରାଯାଉ।

୫: ପ୍ରଥମଥର ପାଇଁ ଏହି ମାମଲାରେ ସିବିଆଇ ଏଭଳି ହଇରାଣ ହୋଇନାହିଁ। ରୋଜଭ୍ୟାଲି ଦୁର୍ନୀତିର ତଦନ୍ତ କରୁଥିବା ଅଧିକାରୀମାନେ ବାଲିଗଞ୍ଜ ପୁଲିସ୍‌ ଷ୍ଟେସନ୍‌କୁ ନୋଟିସ୍‌ କରିଥିଲେ। ରୋଜଭ୍ୟାଲି ଗ୍ରୁପ୍‌ର ମାଲିକାନାରେ ଥିବା ଏକ ହୋଟେଲ୍‌ରେ ଘଟିଥିବା ଦଙ୍ଗା ସମ୍ପର୍କରେ ସେମାନେ ପଚାରିବାକୁ ଚାହିଁଥିଲେ। କିନ୍ତୁ ବାଲିଗଞ୍ଜ ପୁଲିସ୍‌ କୌଣସି ଉତ୍ତର ଦେଇ ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story