ଇଭିଏମ୍ ଉପରେ ପ୍ରଶ୍ନ ଉଠାଉଥିବା ନେତାଙ୍କୁ ସିଇସି କହିଲେ ଏମିତି କଥା

ନୂଆଦିଲ୍ଲୀ: ନିର୍ବାଚନ ବେଳେ ଇଭିଏମକୁ ନେଇ ପ୍ରଶ୍ନ ଉଠାଉଥିବା ନେତାଙ୍କୁ ଜବାବ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇସି) ସୁନୀଲ ଅରୋରା। ନିର୍ବାଚନ ହାରୁଥିବା ଲୋକ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇବା ଅନୁଚିତ୍ ବୋଲି ସୁନୀଲ କହିଛନ୍ତି। ଏଭଳି ଅଭିଯୋଗ ଯିଏ ବି ଉଠାଉଛନ୍ତି, ତାଙ୍କର କୌଣସି ଅପରାଧିକ ଉଦ୍ଦେଶ୍ୟ ରହିଛି ବୋଲି କୋଲକାତାରେ ଆୟୋଜିତ ଏକ ବିଜନେସ କନକ୍ଲେଭରେ କହିଛନ୍ତି ସୁନୀଲ୍ ଅରୋରା। ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଇଭିଏମ୍ ଖରାପ ହେବା ସ୍ୱାଭାବିକ୍ କିନ୍ତୁ […]

sunilarora-12

sunilarora-12

Subhransu Sekhar
  • Published: Sunday, 11 August 2019
  • Updated: 11 August 2019, 05:29 PM IST

Sports

Latest News

ନୂଆଦିଲ୍ଲୀ: ନିର୍ବାଚନ ବେଳେ ଇଭିଏମକୁ ନେଇ ପ୍ରଶ୍ନ ଉଠାଉଥିବା ନେତାଙ୍କୁ ଜବାବ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇସି) ସୁନୀଲ ଅରୋରା। ନିର୍ବାଚନ ହାରୁଥିବା ଲୋକ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇବା ଅନୁଚିତ୍ ବୋଲି ସୁନୀଲ କହିଛନ୍ତି। ଏଭଳି ଅଭିଯୋଗ ଯିଏ ବି ଉଠାଉଛନ୍ତି, ତାଙ୍କର କୌଣସି ଅପରାଧିକ ଉଦ୍ଦେଶ୍ୟ ରହିଛି ବୋଲି କୋଲକାତାରେ ଆୟୋଜିତ ଏକ ବିଜନେସ କନକ୍ଲେଭରେ କହିଛନ୍ତି ସୁନୀଲ୍ ଅରୋରା।

ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଇଭିଏମ୍ ଖରାପ ହେବା ସ୍ୱାଭାବିକ୍ କିନ୍ତୁ ଇଭିଏମକୁ ଟ୍ୟାମ୍ପର କରିବା ସମ୍ଭବ ନୁହେଁ। କାରଣ ଇଭିଏମକୁ ଦୁଇ ପ୍ରତିଷ୍ଠିତ କମ୍ପାନୀ ତିଆରି କରୁଛନ୍ତି ଏବଂ ଇଭିଏମ୍ ଅଭିଜ୍ଞ ପ୍ରଫେସରଙ୍କ ତତ୍ତ୍ୱାବଧାନରେ ତିଆରି ହୋଇଥାଏ। ନିର୍ବାଚନରେ ହାରିବା ପରେ ଏବଂ ପୂର୍ବରୁ ଇଭିଏମ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ଅଭିଜ୍ଞ ନିର୍ମାଣକାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇ ଥାଏ।

ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ ବେଳେ ଇଭିଏମକୁ ନେଇ ବିରୋଧୀ ଦଳ ବାରମ୍ୱାର ପ୍ରଶ୍ନ ଉଠାଇଥିଲେ। ଯାହା ସର୍ବସାଧାରଣରେ ଇଭିଏମକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story