ମମତା ବାନାର୍ଜୀଙ୍କ ଅନୁରୋଧ ରକ୍ଷା କଲା କେନ୍ଦ୍ର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପୁନରୁଦ୍ଧାର ପାଇଁ ମମତାଙ୍କ ଅନୁରୋଧ ପରେ କେନ୍ଦ୍ର ସରକାର ସେନା ବାହାନୀକୁ ପଠାଇଛନ୍ତି। ମୋଟ୍ ୫ଟି କୁଲମକୁ ପଶ୍ଚିମବଙ୍ଗ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ କରିଛି କେନ୍ଦ୍ର। ଗୋଟିଏ କୁଲମରେ ରହିଛନ୍ତି ୩୫ ଯବାନ। ମୋଟ୍ ୧୮୦ ଜଣ ଯବାନ ଏବେ ପଶ୍ଚିମବଙ୍ଗର ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିବା ଜଣାପଡ଼ିଛି। ମହାବାତ୍ୟା ଅମ୍ଫାନ୍ ପାଇଁ ପଶ୍ଚିମବଙ୍ଗର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ରେଳ, ବିଦ୍ୟୁତ, ଟେଲିଫୋନ୍ ଆଦି ସେବା ପ୍ରଭାବିତ ହୋଇଛି। ଏସବୁ ସେବା ଶୀଘ୍ର […]

west-bengal

west-bengal

Subhransu Sekhar
  • Published: Saturday, 23 May 2020
  • Updated: 23 May 2020, 08:01 PM IST

Sports

Latest News

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପୁନରୁଦ୍ଧାର ପାଇଁ ମମତାଙ୍କ ଅନୁରୋଧ ପରେ କେନ୍ଦ୍ର ସରକାର ସେନା ବାହାନୀକୁ ପଠାଇଛନ୍ତି। ମୋଟ୍ ୫ଟି କୁଲମକୁ ପଶ୍ଚିମବଙ୍ଗ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ କରିଛି କେନ୍ଦ୍ର। ଗୋଟିଏ କୁଲମରେ ରହିଛନ୍ତି ୩୫ ଯବାନ। ମୋଟ୍ ୧୮୦ ଜଣ ଯବାନ ଏବେ ପଶ୍ଚିମବଙ୍ଗର ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିବା ଜଣାପଡ଼ିଛି।

ମହାବାତ୍ୟା ଅମ୍ଫାନ୍ ପାଇଁ ପଶ୍ଚିମବଙ୍ଗର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ରେଳ, ବିଦ୍ୟୁତ, ଟେଲିଫୋନ୍ ଆଦି ସେବା ପ୍ରଭାବିତ ହୋଇଛି। ଏସବୁ ସେବା ଶୀଘ୍ର ଆରମ୍ଭ କରିବା ପାଇଁ ସେନାର ସହାୟତା ଦରକାର ବୋଲି ପଶ୍ଚିମବଙ୍ଗ ସରକାର କହିଥିଲେ। ଏଥିପାଇଁ ପଶ୍ଚିମବଙ୍ଗର ଗୃହ ବିଭାଗ କେନ୍ଦ୍ରକୁ ଚିଠି ଲେଖି ସେନା ପଠାଇବାକୁ ଅନୁରୋଧ କରିଥିଲା। ଏହାବାଦ କେନ୍ଦ୍ର ଆଉ ୧୦ଟି ଏନଡିଆରଏଫ ଟିମକୁ ପଶ୍ଚିମବଙ୍ଗ ପଠାଇଥିବା ଜଣାପଡ଼ିଛି। ମୋଟ୍ ୩୬ଟି ଏନଡିଆରଏଫ୍ ଟିମ୍ ପଶ୍ଚିମବଙ୍ଗରେ ନିୟୋଜିତ ଥିବା ଜଣାପଡ଼ିଛି।

ଲକଡାଉନ ଚାଲିଥିବାବେଳେ ରାଜ୍ୟ ସରକାର ଅନେକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛନ୍ତି। ଏବେ ସେହି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅଧିକ ସଂଖ୍ୟକ ମାନବ ସମ୍ୱଳର ଆବଶ୍ୟକତା ରହିଛି ବୋଲି ପଶ୍ଚିମବଙ୍ଗର ଗୃହ ମନ୍ତ୍ରଣାଳୟ ଟୁଇଟ୍ କରି କହିଥିଲା। ମହାବାତ୍ୟା ଅମ୍ଫାନରେ ୮୬ ଜଣଙ୍କର ଏଯାବତ ମୃତ୍ୟୁ ଘଟିଥିବାବେଳେ ମୋଟ୍ ୧୪ଟି ଜିଲ୍ଲା ପ୍ରଭାବିତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story