ସରକାରୀ ଘର ଖାଲି କରିବା ପାଇଁ ୨୭ ପ୍ରଖ୍ୟାତ କଳାକାରଙ୍କୁ ନୋଟିସ୍

ନୂଆଦିଲ୍ଲୀ: ଦେଶର ୨୭ ପ୍ରଖ୍ୟାତ କଳାକାରଙ୍କୁ ନୋଟସ୍ ପଠାଇଛନ୍ତି କେନ୍ଦ୍ର ସରକାର। ଦିଲ୍ଲୀରେ ସରକାରୀ ବାସଭବନରେ ରହିବାର ଅବଧି ପୂରଣ ହୋଇସାରିଛି। ଏହାପରେ ବି ଘର ଖାଲି କରିନଥିବାରୁ ସରକାର ଏହି କଳାକାରଙ୍କୁ ନୋଟିସ୍ ପଠାଇଛନ୍ତି। ଏଥିପାଇଁ ଏକ ମାସରୁ ଅଧିକ ସମୟ ମହଲତ ଦେଇଛନ୍ତି ସରକାର। ଅବଧିର ଶେଷ ତାରିଖ ଡିସେମ୍ୱର ୩୧ ରହିଛି। ନୋଟିସ୍ ପାଇଥିବା କଳାକାର ଯଦି ଘର ଖାଲି ନକରନ୍ତି ତାହେଲେ ସରକାର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏହି […]

Centre sends eviction notices

Centre sends eviction notices

Subhransu Sekhar
  • Published: Friday, 20 November 2020
  • Updated: 20 November 2020, 03:54 PM IST

ନୂଆଦିଲ୍ଲୀ: ଦେଶର ୨୭ ପ୍ରଖ୍ୟାତ କଳାକାରଙ୍କୁ ନୋଟସ୍ ପଠାଇଛନ୍ତି କେନ୍ଦ୍ର ସରକାର। ଦିଲ୍ଲୀରେ ସରକାରୀ ବାସଭବନରେ ରହିବାର ଅବଧି ପୂରଣ ହୋଇସାରିଛି। ଏହାପରେ ବି ଘର ଖାଲି କରିନଥିବାରୁ ସରକାର ଏହି କଳାକାରଙ୍କୁ ନୋଟିସ୍ ପଠାଇଛନ୍ତି। ଏଥିପାଇଁ ଏକ ମାସରୁ ଅଧିକ ସମୟ ମହଲତ ଦେଇଛନ୍ତି ସରକାର। ଅବଧିର ଶେଷ ତାରିଖ ଡିସେମ୍ୱର ୩୧ ରହିଛି। ନୋଟିସ୍ ପାଇଥିବା କଳାକାର ଯଦି ଘର ଖାଲି ନକରନ୍ତି ତାହେଲେ ସରକାର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ଏହି ସରକାରୀ ଘରଗୁଡ଼ିକ ଲୋଧି କଲୋନୀ, ଏସିଆନ୍ ଗେମ୍ସ ଗ୍ରାମ, ଶାହାଜନ ରୋଡ୍, କାକା ନଗର, ଗୁଲମୋହର ପାର୍କ, ପାଣ୍ଡରା ରୋଡ୍ ଏବଂ ଆର.କେ ପୁରମ ଭଳି ସ୍ଥାନରେ ରହିଛି।

କରୋନା ମହାମାରୀ ସମୟରେ କେନ୍ଦ୍ର ସରକାର ଏତେ କମ୍ ସମୟ ଦେଇଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ନୋଟିସ ପାଇଥିବା କଳାକାର। ସରକାରଙ୍କ ଏହି ପଦକ୍ଷେପ ଅମାନବୀୟ। ଘର ଖାଲି କରିବା ପାଇଁ ଅଧିକ ସମୟ ଲାଗେ ବୋଲି କଳାକାର ମାନେ କହିଛନ୍ତି। ନୋଟିସ୍ ପାଇଥିବା କଳାକାରଙ୍କ ମଧ୍ୟ ପଦ୍ମବିଭୂଷଣ ଉପାଧି ପାଇଥିବା ବ୍ୟକ୍ତି ବିଶେଷ ମଧ୍ୟ ରହିଛନ୍ତି।

ନୋଟିସ ପାଇଥିବା ୨୭ କଳାକାରଙ୍କ ମଧ୍ୟରେ ପଣ୍ଡିତ ବିରଜୁ ମହାରାଜ, ଜତିନ ଦାସ, ଗୁରୁ ଜୟରାମ ରାଓ, ଭାରତୀ ଶିବାଜୀ, ଡ଼. ସୁନୀଲ କୋଠାରୀ, କମଲିନି ଆସ୍ଥାନା, କନକ ଶ୍ରୀନିବାସନ୍ ଏବଂ ୱାସିଫୁଦ୍ଦିନ ଦଗର ଭଳି ଖ୍ୟାତନାମା କଳାକାର ରହିଛନ୍ତି।

ନୋଟିସରେ କୁହାଯାଇଛି ଯେ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରାଳୟ ଜୁନ୍ ୨୦୧୫ ରେ ଏକ ସମୀକ୍ଷା ବୈଠକ କରିଥିଲେ। ଏହି ସମୟରେ ଜଣାପଡ଼ିଥିଲା ଯେ କିଛି କଳାକାର ଅନେକ ବର୍ଷ ଧରି ସରକାରୀ ଆବାସରେ ତିନି ଦଶନ୍ଧି ଧରି ରହି ଆସୁଛନ୍ତି। ଛଅ ବର୍ଷର ଅବଧି ଶେଷ ହେବା ପରେ ଏହି ବ୍ୟକ୍ତିମାନେ ଅଳ୍ପ କିଛି ଟଙ୍କା ଦେଇ ପୁଣିଥରେ ସରକାରୀ ବାସଭବନରେ ରହୁଥିବା ସୂଚନା ରହିଛି।

ସରକାର ଇତି ମଧ୍ୟରେ ଘର ମରାମତିରେ ପ୍ରାୟ ୩୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ହେଲେ କୌଣସି କଳାକାରଙ୍କୁ ଏହି କ୍ଷୟକ୍ଷତି ବାବଦରେ ସରକାର କେବେ କହି ନାହାନ୍ତି। ଏବେ ସରକାର ବକେୟା ଟଙ୍କା ଦେବାକୁ ନିବେଦନ କରିଛନ୍ତି। ହେଲେ ଆଗକୁ ଭଡ଼ା ବୃଦ୍ଧି କରିବାର ଯୋଜନା ନାହିଁ ବୋଲି ସରକାର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story