ଦଳୀୟ ମହିଳାଙ୍କ ପ୍ରତି ବିଜେପି ବିଧାୟକଙ୍କ ଏମତି ସମ୍ମାନ

ବେଙ୍ଗାଲୁରୁ: ମହିଳା ସଶକ୍ତିକରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଶ ଗୁରୁତ୍ୱ ଦେଉଥିବା ବେଳେ ତାଙ୍କ ଦଳର ଜଣେ ବିଧାୟକଙ୍କ କଳା କାରନାମା ପଦାରେ ପଡ଼ିଛି। ଗର୍ଭବତୀ ଥିବା ନିଜ ଦଳର ଜଣେ ନେତ୍ରୀଙ୍କୁ ବିଧାୟକ ଜଣଙ୍କ ଧକ୍କା ମାରିବାରୁ ତାଙ୍କର ଗର୍ଭପାତ ହୋଇଥିବା ଅଭିଯୋଗ ହୋଇଛି। ଏବେ ଦଳୀୟ କର୍ମୀ ଏବଂ ନେତ୍ରୀ ବିଧାୟକଙ୍କୁ ଦାୟୀ କରି ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି। ଏଭଳି ଅମାନବୀୟ ଘଟଣା କର୍ଣ୍ଣାଟକରେ ଦେଖିବାକୁ ମିଳିଛି। ଯେଉଁଠି ଶାସନରେ […]

CHANDNI-NAIK

CHANDNI-NAIK

Subhransu Sekhar
  • Published: Wednesday, 02 December 2020
  • Updated: 02 December 2020, 02:40 PM IST

Sports

Latest News

ବେଙ୍ଗାଲୁରୁ: ମହିଳା ସଶକ୍ତିକରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଶ ଗୁରୁତ୍ୱ ଦେଉଥିବା ବେଳେ ତାଙ୍କ ଦଳର ଜଣେ ବିଧାୟକଙ୍କ କଳା କାରନାମା ପଦାରେ ପଡ଼ିଛି। ଗର୍ଭବତୀ ଥିବା ନିଜ ଦଳର ଜଣେ ନେତ୍ରୀଙ୍କୁ ବିଧାୟକ ଜଣଙ୍କ ଧକ୍କା ମାରିବାରୁ ତାଙ୍କର ଗର୍ଭପାତ ହୋଇଥିବା ଅଭିଯୋଗ ହୋଇଛି। ଏବେ ଦଳୀୟ କର୍ମୀ ଏବଂ ନେତ୍ରୀ ବିଧାୟକଙ୍କୁ ଦାୟୀ କରି ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।

ଏଭଳି ଅମାନବୀୟ ଘଟଣା କର୍ଣ୍ଣାଟକରେ ଦେଖିବାକୁ ମିଳିଛି। ଯେଉଁଠି ଶାସନରେ ମଧ୍ୟ ବିଜେପି ରହିଛି। ନଭେମ୍ୱର ୯ ତାରିଖରେ ବିଜେପି ବିଧାୟକ ସିଦ୍ଦୁ ସାଭଦୀ ଏବଂ ତାଙ୍କ ସମର୍ଥକମାନେ ଗର୍ଭବତୀ ଥିବା ଚାନ୍ଦିନୀ ନାୟିକଙ୍କୁ ଧକ୍କା ଦେଇଥିଲେ। ଯାହାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି। ଏହାପରେ ଗର୍ଭ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି ଚାନ୍ଦିନୀଙ୍କ ସ୍ୱାମୀ ନଗେଶ ନାଇକ। ଚାନ୍ଦିନୀ ହେଉଛନ୍ତି ଜଣେ ମହିଳା କାଉନସିଲର।

https://twitter.com/ANI/status/1333958567762698241?s=20

ନଗେଶ କହିଛନ୍ତି, ବାଗଲକୋଟରେ ପୌର ନିର୍ବାଚନ ପାଇଁ ମତଦାନ ଚାଲିଥିଲା। ଏହି ସମୟରେ ବିଧାୟକ ଏବଂ ତାଙ୍କ ସମର୍ଥକମାନେ ଚାନ୍ଦିନୀଙ୍କୁ ଧକ୍କା ମାରିଥିଲେ। ଏହାପରେ ସେ ତଳେ ପଡ଼ିଯାଇଥିଲେ। ଚାନ୍ଦିନୀ ତିନିମାସର ଗର୍ଭବତୀ ଥିଲେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story