ଚନ୍ଦ୍ରଯାନ ୨ କାହାଣୀର ଅନ୍ତ ହୋଇନାହିଁ, ଭବିଷ୍ୟତରେ ହେବ ସଫ୍ଟ ଲ୍ୟାଣ୍ଡିଂ: ଶିବନ

ନୂଆଦିଲ୍ଲୀ: ଆଗାମୀ ଦିନରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)  ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଚେଷ୍ଟା କରିବ। ଚନ୍ଦ୍ରଯାନ-୨ କାହାଣୀର ଅନ୍ତ ହୋଇନାହିଁ ବୋଲି ଇସ୍ରୋ ଅଧ୍ୟକ୍ଷ କେ.ଶିବନ ଆଜି ଏହା କହିଛନ୍ତି। ଆଗାମୀ ମାସରେ ଇସ୍ରୋ ଅନେକ ଅତ୍ୟାଧୁନିକ ସାଟେଲାଇଟ୍ ମହାକାଶକୁ ପଠାଇବ। ଏହାର ସାହାଯ୍ୟ ନେଇ ଚନ୍ଦ୍ରରେ ଚନ୍ଦ୍ରଯାନ ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ସେ କହିଛନ୍ତି। ‘ମିଶନ ଚନ୍ଦ୍ରଯାନ ୨ ବାବଦରେ ସମସ୍ତେ ଅବଗତ ଅଛନ୍ତି। ବୈଷୟିକ ତ୍ରୁଟି ପାଇଁ ଆମେ […]

sivan-k

sivan-k

Subhransu Sekhar
  • Published: Saturday, 02 November 2019
  • Updated: 02 November 2019, 04:31 PM IST

Sports

Latest News

ନୂଆଦିଲ୍ଲୀ: ଆଗାମୀ ଦିନରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)  ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଚେଷ୍ଟା କରିବ। ଚନ୍ଦ୍ରଯାନ-୨ କାହାଣୀର ଅନ୍ତ ହୋଇନାହିଁ ବୋଲି ଇସ୍ରୋ ଅଧ୍ୟକ୍ଷ କେ.ଶିବନ ଆଜି ଏହା କହିଛନ୍ତି। ଆଗାମୀ ମାସରେ ଇସ୍ରୋ ଅନେକ ଅତ୍ୟାଧୁନିକ ସାଟେଲାଇଟ୍ ମହାକାଶକୁ ପଠାଇବ। ଏହାର ସାହାଯ୍ୟ ନେଇ ଚନ୍ଦ୍ରରେ ଚନ୍ଦ୍ରଯାନ ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ସେ କହିଛନ୍ତି।

'ମିଶନ ଚନ୍ଦ୍ରଯାନ ୨ ବାବଦରେ ସମସ୍ତେ ଅବଗତ ଅଛନ୍ତି। ବୈଷୟିକ ତ୍ରୁଟି ପାଇଁ ଆମେ ବିକ୍ରମ ଲ୍ୟାଣ୍ଡରକୁ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିପାରିନଥିଲେ। ହେଲେ ଚନ୍ଦ୍ରପୃଷ୍ଠରୁ ୩୦୦ ମିଟର ଦୂରରେ ଥିବା ପର୍ଯ୍ୟନ୍ତ ଏହି ମିଶନ ସଫଳ ଥିଲା। ବିକ୍ରମ ଲ୍ୟାଣ୍ଡର ସଫ୍ଟ ଲ୍ୟାଣ୍ଡିଂ ନହେବା ପରେ ଅନେକ ତଥ୍ୟ ଇସ୍ରୋ ବୈଜ୍ଞାନିକମାନେ ଅଧ୍ୟୟନ କରିଛନ୍ତି। ଏହି ତଥ୍ୟକୁ ଆଧାର କରି ଇସ୍ରୋ ବୈଜ୍ଞାନିକମାନେ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରାଇବେ' ବୋଲି ଦିଲ୍ଲୀ ଆଇଆଇଟିର ସୂବର୍ଣ୍ଣ ଜୟନ୍ତୀ ଅବସରରେ ଶିବନ କହିଛନ୍ତି।

ସେ ଆହୁରି କହିଛନ୍ତି, ‘ଇସ୍ରୋ ଆଦିତ୍ୟ ଏଲ୧ ସୋଲାର ମିଶନ, ହ୍ୟୁମାନ ସ୍ପେସଫ୍ଲାଇଟ୍ ପ୍ରୋଗ୍ରାମ୍ ଟ୍ରାକ ଉପରେ ଇସ୍ରୋ ନଜର ରଖିଛି। ଆଗାମୀ ଦିନରେ ଏହି ସବୁ ଅତ୍ୟାଧୁନିକ ସାଟେଲାଇଟ୍ ଲଞ୍ଚ ହେବ। ଡିସେମ୍ୱର ନହେଲେ ଜାନୁଆରୀରେ ଏସଏସଏଲବି ସାଟେଲାଇଟ୍ ମହାକାଶକୁ ପଠାଯିବ। ୨୦୦ଟନ ବିଶିଷ୍ଟ ସେମି-କ୍ରାୟୋ ଇଞ୍ଜିନର ଟେଷ୍ଚିଂ ଆରମ୍ଭ ହେବାକୁ ଯାଉଛି। ଏହାଦ୍ୱାରା ଏନଏଭିଆଇସି ମୋବାଇଲ ଫୋନକୁ ସିଗ୍ନାଲ୍ ପଠାଇବା ପାଇଁ କାମ କରିବ’।

ଆଇଆଇଟିର ସୂବର୍ଣ୍ଣ ଜୟନ୍ତୀ ଅବସରରେ ସେ ଛାତ୍ରଛାତ୍ରୀଙ୍କୁ କହିଛନ୍ତି, ବୈଷୟିକ ଶିକ୍ଷା ପାଇଁ ଦେଶରେ ଆଇଆଇଟି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତିନି ଦଶକ ତଳେ ସେ ଆଇଆଇଟିରୁ ପାସ୍ କରିଥିଲେ। ସେତେବେଳେ ସ୍ପେଶିଆଲାଇଜେସନ ପାଇଁ ସେତେଟା ସୁଯୋଗ ନଥିଲା। ହେଲେ ଏବେ ଏହାର ପ୍ରଚୁର ସୁଯୋଗ ରହିଛି ବୋଲି ଶିବନ କହିଛନ୍ତି। ଏବେ ଅସ୍ଥିରତା, ଅନିଶ୍ଚିତକା ଏବଂ ଜଟିଳତା ରହିଛି। ହେଲେ ଏବେର ଛାତ୍ରଛାତ୍ରୀ ଏହି ସବୁ ସମସ୍ୟା ସହ ଲଢ଼ିବା ପାଇଁ ସକ୍ଷମ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story