ସନ୍ତାନ ପାଇଁ ମହିଳାଙ୍କ ଉପରେ ଚାଲିଲେ ପୂଜକ

ରାୟପୁର: ଛତିଶଗଡ଼ ରାୟପୁରରେ ଶତାଧିକ ମହିଳା ‘ମଧାଇ ଯାତ୍ରା’ରେ ସାମିଲ୍ ହୋଇଛନ୍ତି। କରୋନା ମହାମାରୀ ବେଳେ ସବୁକିଛି ବନ୍ଦ ରହିବା ସହିତ ସାମାଜିକ ଦୂରତା ପାଳନ କରାଯିବାର ନିୟମ ରହିଛି। ହେଲେ ଏହି ମଧାଇ ଯାତ୍ରା ବେଳେ ସବୁକିଛି ନିୟମ ଉଲ୍ଲଙ୍ଘନ ହୋଇଥିବା ଦେଖିବାକୁ ମିଳିଛି। ସନ୍ତାନ ଲାଭ ପାଇଁ ଶତାଧିକ ମହିଳା ଏହି ଯାତ୍ରାରେ ସାମିଲ୍ ହୋଇଥିବା ଜଣାପଡ଼ିଛି। ମନ୍ଦିର ଭିତରକୁ ପ୍ରବେଶ କରିବା ପୂର୍ବରୁ ମହିଳାମାନେ ମନ୍ଦିର ଆଗରେ ଶୋଇଥିବା ଦେଖିବାକୁ ମିଳିଛି। ଆଉ ପୂଜକମାନେ […]

childless-women

childless-women

Subhransu Sekhar
  • Published: Monday, 23 November 2020
  • Updated: 23 November 2020, 04:16 PM IST

Sports

Latest News

ରାୟପୁର: ଛତିଶଗଡ଼ ରାୟପୁରରେ ଶତାଧିକ ମହିଳା ‘ମଧାଇ ଯାତ୍ରାରେ ସାମିଲ୍ ହୋଇଛନ୍ତି। କରୋନା ମହାମାରୀ ବେଳେ ସବୁକିଛି ବନ୍ଦ ରହିବା ସହିତ ସାମାଜିକ ଦୂରତା ପାଳନ କରାଯିବାର ନିୟମ ରହିଛି। ହେଲେ ଏହି ମଧାଇ ଯାତ୍ରା ବେଳେ ସବୁକିଛି ନିୟମ ଉଲ୍ଲଙ୍ଘନ ହୋଇଥିବା ଦେଖିବାକୁ ମିଳିଛି। ସନ୍ତାନ ଲାଭ ପାଇଁ ଶତାଧିକ ମହିଳା ଏହି ଯାତ୍ରାରେ ସାମିଲ୍ ହୋଇଥିବା ଜଣାପଡ଼ିଛି।

ମନ୍ଦିର ଭିତରକୁ ପ୍ରବେଶ କରିବା ପୂର୍ବରୁ ମହିଳାମାନେ ମନ୍ଦିର ଆଗରେ ଶୋଇଥିବା ଦେଖିବାକୁ ମିଳିଛି। ଆଉ ପୂଜକମାନେ ମହିଳାଙ୍କ ପିଠି ଉପରେ ଚାଲି ଚାଲି ମନ୍ଦିର ଭିତରକୁ ପ୍ରବେଶ କରିବାର ପ୍ରଥା ରହିଛି। ଏମିତି କଲେ ଯେଉଁ ମହିଳାଙ୍କର ସନ୍ତାନ ହେଉନଥିବ ସେମାନେ ସନ୍ତାନ ଲାଭ କରିବେ ବୋଲି ବିଶ୍ୱାସ ରହିଛି।

ଧମତାରି ଜିଲ୍ଲାର ଆଙ୍ଗୋରମୋତି ଜିଲ୍ଲାରେ ରହିଛି ଆଙ୍ଗୋର୍ମତି ଦେବୀଙ୍କ ମନ୍ଦିର। ଦୀପାବଳିରେ ମାଙ୍କ ପୂଜା ପରେ ଏହି ପର୍ବ ପାଳନ ହୋଇଥାଏ। ଛତିଶଗଡ଼ର ମହିଳା କମିଶନ କିରଣମୟୀ ନାୟକ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ଏଭଳି ପ୍ରଥାକୁ ସେ ସମର୍ଥନ କରନ୍ତିନି ବୋଲି କହିଛନ୍ତି। ଏମିତିକି ଯଦି ପୁରୁଷ ମାନେ ମହିଳାଙ୍କ ଉପରେ ଚାଲିବେ ତାହେଲେ ଶରୀରର ଅନେକ ଅଙ୍ଗ ଆଘାତ ପାଇବାର ମଧ୍ୟ ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ଆଗାମୀ ଦିନରେ ତାଙ୍କ ଟିମ୍ ଏହି ସ୍ଥାନକୁ ଯିବ। ଲୋକଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ଜାରି କରିବା ସହିତ ଏଭଳି କାର୍ଯ୍ୟକଳାପରୁ ଦୂରେଇ ରହିବାକୁ ପରାମର୍ଶ ଦେବେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟନଭେମ୍ୱର ୨୦ ରେ ଆୟୋଜିତ ହୋଇଥିବା ଏହି ପର୍ବରେ ୫୨ଟି ଗାଁର ୨୦୦ରୁ ଅଧିକ ମହିଳା ସାମିଲ୍ ହୋଇଥିଲେ। ଶତାଧିକ ମହିଳା ପେଟେଇ ଶୋଇବା ପରେ ଶତାଧିକ ପୂଜକ ସେମାନଙ୍କ ଉପରେ ଚାଲି ଚାଲି ମନ୍ଦିର ଭିତରକୁ ପ୍ରବେଶ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story