ଚାଇନାର କଥା ଗୋଟେ କାମ ଆଉ ଗୋଟେ, ସାମ୍ନାକୁ ଆସିଲା ଆଉ ଏକ ସତ!

ବେଜିଂ: ଅସଲ ପରିଚୟ ଦେଖାଇଛି ଚାଇନା। ଜି୨୦ ସମ୍ମିଳନୀରେ ଯୁଦ୍ଧ ଚାହୁଁନି ବୋଲି କହିଥିଲେ ଚାଇନାର ଏକଛତ୍ରବାଦ ଶାସକ ଜିନ୍ ପିଙ୍ଗ୍। ହେଲେ ଏବେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଚାଇନା ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି। ଚାଇନାର ଏଭଳି ଦୋମୁହଁ ନୀତି ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜ ସାବ୍ୟସ୍ତ ହୋଇଛି। ନିକଟରେ କ୍ୱାଡ ଦେଶ ମିଳିତ ଭାବରେ ସମରାଭ୍ୟାସ କରିଥିଲେ। ଏହି ସମୟରେ ଚାଇନା ହିନ୍ଦ୍ ମହାସାଗରରେ ନିଜ ସେନାକୁ ସତର୍କ […]

xing ping china

xing ping china

Subhransu Sekhar
  • Published: Friday, 27 November 2020
  • Updated: 27 November 2020, 10:35 PM IST

Sports

Latest News

ବେଜିଂ: ଅସଲ ପରିଚୟ ଦେଖାଇଛି ଚାଇନା। ଜି୨୦ ସମ୍ମିଳନୀରେ ଯୁଦ୍ଧ ଚାହୁଁନି ବୋଲି କହିଥିଲେ ଚାଇନାର ଏକଛତ୍ରବାଦ ଶାସକ ଜିନ୍ ପିଙ୍ଗ୍। ହେଲେ ଏବେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଚାଇନା ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି। ଚାଇନାର ଏଭଳି ଦୋମୁହଁ ନୀତି ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜ ସାବ୍ୟସ୍ତ ହୋଇଛି।

ନିକଟରେ କ୍ୱାଡ ଦେଶ ମିଳିତ ଭାବରେ ସମରାଭ୍ୟାସ କରିଥିଲେ। ଏହି ସମୟରେ ଚାଇନା ହିନ୍ଦ୍ ମହାସାଗରରେ ନିଜ ସେନାକୁ ସତର୍କ ରହିବାକୁ କହିଥିବା ସୂଚନା ରହିଛି। ସାଟେଲାଇଟ୍ ଇମେଜରୁ ଡ୍ରାଗନ ସେନାର ସ୍ଥିତି ବାବଦରେ ଏହି ସୂଚନା ମିଳିଛି। ଏମିତିକି ଚାଇନାର ତିନୋଟି ଯୁଦ୍ଧ ଜାହାଜ ପଇଁତରା ମାରୁଥିବା ଦେଖିବାକୁ ମିଳିଥିଲା।

ଭିଡିଓ ଅନୁଯାୟୀ ଚାଇନା ଯୁଦ୍ଧ ପାଇଁ ପ୍ରସ୍ତୁତି ଚଳାଇଥିବା ନଜର ଆସିଛି। ଚାଇନାରେ ସେନାମାନେ ଗୁଳି ଚଳାଇ ଯୁଦ୍ଧ ପାଇଁ ପ୍ରସ୍ତୁତି ଚଳାଇଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଚାଇନାର ଏହି ଭିଡିଓ ମଧ୍ୟ ଏକ ପୁରୁଣା ସମରଭ୍ୟାସର ହୋଇପାରେ ବୋଲି କୁହାଯାଉଛି।

ଅନ୍ୟପଟେ ଚାଇନାର ଗ୍ଲୋବାଲ୍ ଟାଇମ୍ସ ଜାରି କରିଥିବା କିଛି ଫୁଟେଜରୁ ଜଣାପଡ଼ିଛି ଯେ ଫଟୋ ଗୁଡ଼ିକ ନଭେମ୍ବର ୧୪ର ବୋଲି ଦର୍ଶାଇଛି। ଯାହାକୁ ନେଇ ଅନେକ ସମ୍ଭାବନା ଦେଖାଦେଇଛି।

ସେହିପରି ତାଇୱାନ ଟାଇମ୍ସ ଲେଖିଛି ଯେ ଚୀନ୍ ସୈନିକମାନେ ନିଜ ଅଞ୍ଚଳରେ ୧୨ ହଜାର ଫୁଟ ଉଚ୍ଚରେ ଠିଆ ହୋଇଛନ୍ତି। କିନ୍ତୁ ସେମାନଙ୍କୁ ଦିଆଯାଇଥିବା ଶୀତ ଦିନିଆ ପୋଷାକ କେବଳ ୯ ହଜାର ଫୁଟ ଉଚ୍ଚତା ପର୍ଯ୍ୟନ୍ତ ପ୍ରଭାବଶାଳୀ ହୋଇପାରିବ। ଶୀତଦିନ ଆସୁଥିବାବେଳେ ଚାଇନାର ଯବାନମାନେ ଅସୁସ୍ଥ ହୋଇପଡ଼ିଛନ୍ତି ଏବଂ ସେମାନଙ୍କୁ ବିମାନରେ ଅନ୍ୟତ୍ର ନିଆଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story