ଲଦାଖରୁ ୩୦ କିଲୋମିଟର ଦୂରରେ ଉଡ଼ିଲା ଚୀନ୍ ବିମାନ

ନୂଆଦିଲ୍ଲୀ: ଲଦାଖରେ ସୀମାରେ ପୁଣି ଚୀନ୍ ସକ୍ରିୟ ହୋଇଛି। ଲଦାଖରୁ ୩୦ କିଲୋମିଟର ଦୂରରେ ଚୀନର ଲଢ଼ୁଆ ବିମାନ ଚକ୍କର କାଟୁଥିବା ଦେଖିବାକୁ ମିଳିଛି। ଭାରତ ମଧ୍ୟ ଚୀନର ଗତିବିଧି ଉପରେ କଡ଼ା ନଜର ରଖିଛି। ଚୀନର ଲଢ଼ୁଆ ବିମାନ ହୋଟନ ଏବଂ ଗରୁଗୁଁସା ଠିକଣାରେ ବିମାନ ୧୦୦-୧୫୦ କିଲୋମିଟର ଦୂରରେ ରହିଛି।

ସୂଚନାଯୋଗ୍ୟ, ଚୀନର ପ୍ରାୟ ୧୦-୧୨ ଲଢ଼ୁଆ ବିମାନ ରହିଛି। ଭାରତ ସୀମାର ଆଖପାଖରେ ଉଡ଼ାଣ ଭରୁଛି। ଏହି ଯୁଦ୍ଧ ବିମାନ ଜେ-୧୧ ଏବଂ ଜେ-୭ର ଗତିବିଧି ଉପରେ ଭାରତ ତୀକ୍ଷ୍ଣ ନଜର ରହିଛି।

ଆହୁରି ପଢ଼ନ୍ତୁ

ହ୍ୱାଇଟ୍ ହାଉସ୍ ବାହାରେ ଫୁଟିଲା ଗୁଳି

ଅସନ୍ତୋଷ ବଢ଼ିବା ପରେ ଆସିଲା ବିଜେଡିର ସାନି ତାଲିକା

ଭୟଙ୍କର ବିସ୍ଫୋରଣ, ମାଟିରେ ମିଶିଗଲା ଶତାଧିକ ଘର

ଲୋକଙ୍କ ସୁରକ୍ଷା ପାଇଁ ଢୁଢୁ ବର୍ଷାରେ ଗାତ ପାଖରେ ୭ ଘଣ୍ଟା ଛିଡ଼ା ହେଲେ ମହିଳା

୮ ଦିନରେ ସୁସ୍ଥ ହୋଇ ଘରକୁ ଫେରିଲେ କରୋନାରେ ଆକ୍ରାନ୍ତ ମୁଖ୍ୟମନ୍ତ୍ରୀ

୪୮ରେ ପହଞ୍ଚିଲା ଭୂସ୍ଖଳନ ମୃତ୍ୟୁସଂଖ୍ୟା, ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ଦୁଇ ଦିନ ପରେ ହସ୍ପିଟାଲରୁ ଡିସଚାର୍ଜ ହେଲେ ସଞ୍ଜୟ ଦତ୍ତ

ମିଡିଆ ଟ୍ରାଏଲ ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଲେ ରିୟା ଚକ୍ରବର୍ତ୍ତୀ

କରୋନାରେ ମୃତ ବାପାଙ୍କ ଶବ ଦେଖିବାକୁ ପୁଅକୁ ମାଗିଲେ ୫୧ ହଜାର, କିନ୍ତୁ…

ଚାଇନା ନୀତିକୁ ବିରୋଧ କରୁଥିବା ହଂକଂ ମିଡିଆ ଟାଇକୁନ ଗିରଫ

ସାରୁ ପତ୍ରରେ ଦୁଇମୁଣ୍ଡିଆ ସାପ

ସାମ୍ନାକୁ ଆସିଲା ରିୟାଙ୍କ ଆଇଟିଆର୍‌ ଡିଟେଲ୍‌ସ‌, ଇନ୍‌କମ୍‌ଠୁ ଇନ୍‌ଭେଷ୍ଟ୍ ଅଧିକ