ନାଗରିକତା ବିଲ୍‌: କେନ୍ଦ୍ର ନିକଟରେ କ୍ଷୋଭ ପ୍ରକାଶ କଲେ ୬୦୦ ବିଶିଷ୍ଟ ବ୍ୟକ୍ତି

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ୍‌ (ସିଏବି)୨୦୧୯କୁ ‘ବିଭାଜନ କାରୀ, ବୈଷମ୍ୟବାଦୀ ଏବଂ ଅସାମ୍ବିଧାନିକ’ ଦର୍ଶାଇ ୬୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି କେନ୍ଦ୍ର ନିକଟରେ କ୍ଷୋଭ ପ୍ରକାଶ କରିଛନ୍ତି। ସେମାନଙ୍କ ମଧ୍ୟରେ ଲେଖକ, କଳାକାର, ପୂର୍ବତନ ବିଚାରପତି ଏବଂ ପୂର୍ବତନ କିଛି ଅଧିକାରୀ ସରକାରଙ୍କୁ କହିଛନ୍ତି ପଡ଼ୋଶୀ ରାଷ୍ଟ୍ରମାନଙ୍କର ସଂଖ୍ୟାଲଘୁଙ୍କୁ ନଗାରିକତା ଅଧିକାର ଦେଉଥିବା ପ୍ରସ୍ତାବିତ ବିଲ୍‌କୁ ପ୍ରତ୍ୟାହାର କରାଯାଉ। ଏହି ନିବେଦନ ବା ଚିଠିରେ ନୟନତାରା ସେହଗଲ, ଅରୁନ୍ଧତୀ ରାୟ, ଅମିତାଭ ଘୋଷ ଆଦି ଲେଖକ, ଟିଏମ୍‌ କ୍ରିଷ୍ଣା, […]

NRC-CAB

NRC-CAB

Subrat Kumar Nayak
  • Published: Tuesday, 10 December 2019
  • Updated: 10 December 2019, 06:27 PM IST

Sports

Latest News

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ୍‌ (ସିଏବି)୨୦୧୯କୁ ‘ବିଭାଜନ କାରୀ, ବୈଷମ୍ୟବାଦୀ ଏବଂ ଅସାମ୍ବିଧାନିକ’ ଦର୍ଶାଇ ୬୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି କେନ୍ଦ୍ର ନିକଟରେ କ୍ଷୋଭ ପ୍ରକାଶ କରିଛନ୍ତି। ସେମାନଙ୍କ ମଧ୍ୟରେ ଲେଖକ, କଳାକାର, ପୂର୍ବତନ ବିଚାରପତି ଏବଂ ପୂର୍ବତନ କିଛି ଅଧିକାରୀ ସରକାରଙ୍କୁ କହିଛନ୍ତି ପଡ଼ୋଶୀ ରାଷ୍ଟ୍ରମାନଙ୍କର ସଂଖ୍ୟାଲଘୁଙ୍କୁ ନଗାରିକତା ଅଧିକାର ଦେଉଥିବା ପ୍ରସ୍ତାବିତ ବିଲ୍‌କୁ ପ୍ରତ୍ୟାହାର କରାଯାଉ।

ଏହି ନିବେଦନ ବା ଚିଠିରେ ନୟନତାରା ସେହଗଲ, ଅରୁନ୍ଧତୀ ରାୟ, ଅମିତାଭ ଘୋଷ ଆଦି ଲେଖକ, ଟିଏମ୍‌ କ୍ରିଷ୍ଣା, ସୁଧୀର ପଟ୍ଟବର୍ଦ୍ଧନ ଏବଂ ନିଳୀମା ଶେଖ ଆଦି କଳାକାର, ଅପର୍ଣ୍ଣା ସେନ୍‌, ନନ୍ଦିତା ଦାସ ଏବଂ ଆନନ୍ଦ ପଟ୍ଟବର୍ଦ୍ଧନ, ରୋମିଲା ଥାପ୍ପର, ପ୍ରଭାତ ପଟ୍ଟନାୟକ ଏବଂ ରାମଚନ୍ଦ୍ର ଗୁହା ଆଦି ବୁଦ୍ଧିଜୀବୀ ଆଦି ବ୍ୟକ୍ତି ସ୍ୱାକ୍ଷର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମାଜିକ କର୍ମୀ ତିସ୍ତା ସେତାଲବାଦ୍‌, ହର୍ଷ ମନ୍ଦର, ଅରୁଣା ରାୟ ଏବଂ ବେଜୱାଦା ୱିଲସନ୍‌ ଆଦି ମଧୋୟ ସ୍ୱାକ୍ଷର କରିଥିଲେ। ସେହିଭଳି ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଏପି ଶାହ, ଯୋଗେନ୍ଦ୍ର ଯାଦବ, ଜିଏନ୍‌ ଦେବୀ, ନନ୍ଦିନୀ ସୁନ୍ଦର ଏବଂ ୱାଜାହାତ ହବିବୁଲ୍ଲା ଆଦିଙ୍କର ସ୍ୱାକ୍ଷର ଏଥିରେ ରହିଛି।

ସେମାନେ ଏଥିରେ ଦର୍ଶାଇଛନ୍ତି, ଭାରତର ସମ୍ବିଧାନ ସମାନତାର ଅଧିକାର, ଲିଙ୍ଗଗତ, ଜାତି, ଧର୍ମ, ବର୍ଗ, ଗୋଷ୍ଠୀ ଏବଂ ଭାଷା ଆଦି ନିର୍ବିଶେଷରେ ସମସ୍ତଙ୍କୁ ସମାନ ଗୁରୁତ୍ୱ ଦେଇଥାଏ। ସେମାନେ କହିଛନ୍ତି ନାଗରିକତା ସଂଶୋଧନ ବିଲ୍‌ ଏବଂ ଜାତୀୟ ନାଗରିକ ସଂହିତା ବିଲ୍‌ ଦେଶବାସୀଙ୍କୁ ଅକୁହା କଷ୍ଟ ଆଡ଼କୁ ଟାଣି ନେଇଯିବ। ଏହି କାରଣରୁ ସରକାର ଏହି ବିଲ୍‌କୁ ପ୍ରତ୍ୟାହାର କରନ୍ତୁ ବୋଲି ଏଥିରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story