ଅଯୋଧ୍ୟା ମାମଲା: ମୁସଲିମ ପକ୍ଷଙ୍କୁ କୋର୍ଟ ପରିସରରେ ଧମକ ଅଭିଯୋଗ

ନୂଆଦିଲ୍ଲୀ: ରାମ ଜନ୍ମଭୂମି-ବାବ୍ରୀ ମସଜିଦ ଜମି ବିବାଦର ଶୁଣାଣି ଚାଲିଥିବା ବେଳେ ଏବେ ନୂଆ ଘଟଣା ସାମ୍ନାକୁ ଆସିଛି। ଏହି ବହୁଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦର ମୁସଲିମ ପକ୍ଷଙ୍କୁ ସୁପ୍ରିମକୋର୍ଟ ପରିସରରେ ଧମକ ମିଳୁଥିବା ଅଭିଯୋଗ ହୋଇଛି। ଆଜି ମୁସଲିମ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଓକିଲ ରାଜୀବ ଧାବନ ଏ ସମ୍ପର୍କରେ ସିଜେଆଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠଙ୍କୁ ଜଣାଇଛନ୍ତି। ଏହାପରେ ସିଜେଆଇ ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଅଭିଯୋଗକୁ ଗୁରତ୍ୱର ସହ ନେଇଛନ୍ତି। ସେ କହିଛନ୍ତି, “ଏଭଳି […]

se

se

Hemant Lenka
  • Published: Thursday, 12 September 2019
  • Updated: 12 September 2019, 02:26 PM IST

Sports

Latest News

ନୂଆଦିଲ୍ଲୀ: ରାମ ଜନ୍ମଭୂମି-ବାବ୍ରୀ ମସଜିଦ ଜମି ବିବାଦର ଶୁଣାଣି ଚାଲିଥିବା ବେଳେ ଏବେ ନୂଆ ଘଟଣା ସାମ୍ନାକୁ ଆସିଛି। ଏହି ବହୁଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦର ମୁସଲିମ ପକ୍ଷଙ୍କୁ ସୁପ୍ରିମକୋର୍ଟ ପରିସରରେ ଧମକ ମିଳୁଥିବା ଅଭିଯୋଗ ହୋଇଛି। ଆଜି ମୁସଲିମ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଓକିଲ ରାଜୀବ ଧାବନ ଏ ସମ୍ପର୍କରେ ସିଜେଆଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠଙ୍କୁ ଜଣାଇଛନ୍ତି।

ଏହାପରେ ସିଜେଆଇ ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଅଭିଯୋଗକୁ ଗୁରତ୍ୱର ସହ ନେଇଛନ୍ତି। ସେ କହିଛନ୍ତି, “ଏଭଳି କାର୍ଯ୍ୟରୁ ସମସ୍ତେ ଦୂରେଇ ରହିବା ଦରକାର। ଏମିତି କାର୍ଯ୍ୟ ଏଠାରେ ଘଟିବା ଅନୁଚିତ।”

ସୁନି ୱାକଫ ବୋର୍ଡ ପକ୍ଷରୁ ମାମଲା ଲଢ଼ୁଥିବା ରାଜୀବ ଧବନ କହିଥିଲେ, “ମୋତେ ଫେସବୁକରେ ଅନେକ ପ୍ରକାରର ଧମକଚମକ ମିଳୁଛି। ଗତକାଲି ମୁସଲିମ ଧର୍ମର ଜଣେ ମୌଲବୀଙ୍କୁ ସୁପ୍ରିମକୋର୍ଟ ପରିସରରେ କିଛି ଲୋକ ଧମକ ଦେଇଥିଲେ। ଏଭଳି ପରିବେଶରେ ମାମଲାର ଶୁଣାଣି କରିବା ଠିକ୍‌ ହେଉନାହିଁ। କୋର୍ଟ ପରିସରରେ ଯଦି ଏମିତି ଘଟିବ, ତା’ହେଲେ ଆମେ କାହାକୁ କହିବୁ?”

କୋର୍ଟ ଏହାକୁ ଗୁରୁତ୍ୱର ସହ ନେବା ସହ ଆଗକୁ ଯେମିତି ଏହା ପୁଣି ନ ଘଟିବ, ସେଥିପ୍ରତି ଦୃଷ୍ଟି ଦେବାକୁ ସମସ୍ତ ପକ୍ଷଙ୍କୁ କହିଛନ୍ତି। ଏହି ସାମ୍ବିଧାନିକ ଖଣ୍ଡପୀଠରେ ଜଷ୍ଟିସ୍‌ ଏସ୍‌ ବୋବଡେ, ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଅଶୋକ ଭୂଷଣ ଓ ଜଷ୍ଟିସ୍‌ ଏସ୍‌ଏ ନଜିର ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story