ପରୋକ୍ଷରେ କେନ୍ଦ୍ର ସରକାରକୁ ଟାର୍ଟେଟ୍ କଲେ କମେଡିଆନ୍ କପିଲ ଶର୍ମା

ମୁମ୍ୱାଇ: ଷ୍ଟାଣ୍ଡ ଅପ୍ କମେଡିଆନ୍ କପିଲ ଶର୍ମା ଏବେ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। କୃଷି ଆଇନକୁ ବିରୋଧ କରି ଚାଷୀ ଏବେ ଧାରଣାରେ ବସିଛନ୍ତି। କେନ୍ଦ୍ର ସରକାର ଏହି ଆଇନକୁ ପ୍ରତ୍ୟାହାର କରିବା ଦରକାର ବୋଲି ଚାଷୀ ଏବଂ ବିରୋଧୀ ଦାବି କରୁଛନ୍ତି। ଏବେ ଏହାକୁ ନେଇ କପିଲ ଶର୍ମା ଚାଷୀଙ୍କ ସମର୍ଥନରେ ବାହାରିଛନ୍ତି। ଆଉ ଚାଷୀଙ୍କ ସହ କେନ୍ଦ୍ର ସରକାର କଥା ହେବା ଦରକାର ବୋଲି କପିଲ ଶର୍ମା କହିଛନ୍ତି। ସେ କହିଛନ୍ତି, ଚାଷୀଙ୍କ […]

KAPIL SHARMA FARMER

KAPIL SHARMA FARMER

Subhransu Sekhar
  • Published: Sunday, 29 November 2020
  • Updated: 29 November 2020, 05:16 PM IST

Sports

Latest News

ମୁମ୍ୱାଇ: ଷ୍ଟାଣ୍ଡ ଅପ୍ କମେଡିଆନ୍ କପିଲ ଶର୍ମା ଏବେ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। କୃଷି ଆଇନକୁ ବିରୋଧ କରି ଚାଷୀ ଏବେ ଧାରଣାରେ ବସିଛନ୍ତି। କେନ୍ଦ୍ର ସରକାର ଏହି ଆଇନକୁ ପ୍ରତ୍ୟାହାର କରିବା ଦରକାର ବୋଲି ଚାଷୀ ଏବଂ ବିରୋଧୀ ଦାବି କରୁଛନ୍ତି। ଏବେ ଏହାକୁ ନେଇ କପିଲ ଶର୍ମା ଚାଷୀଙ୍କ ସମର୍ଥନରେ ବାହାରିଛନ୍ତି। ଆଉ ଚାଷୀଙ୍କ ସହ କେନ୍ଦ୍ର ସରକାର କଥା ହେବା ଦରକାର ବୋଲି କପିଲ ଶର୍ମା କହିଛନ୍ତି।

ସେ କହିଛନ୍ତି, ଚାଷୀଙ୍କ ପ୍ରସଙ୍ଗକୁ ରାଜନୀତି କରଣ କରିବା ଠିକ୍ ନୁହେଁ। ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇପାରିବ। ପ୍ରସଙ୍ଗ ଯାହା ବି ହୋଇଥାଉ ନା କାହିଁକି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇପାରିବ। ଆମେ ସମସ୍ତେ ଦେଶବାସୀ ଚାଷୀଙ୍କ ସହିତ ରହିଛୁ। ସେମାନେ ଆମ ଅନ୍ନଦାତା।

https://twitter.com/KapilSharmaK9/status/1332940319243964419?s=20

କେନ୍ଦ୍ର ସରକାର ସେପ୍ଟେମ୍ୱର ମାସରେ ତିନୋଟି କୃଷି ବିଲକୁ ଆଇନରେ ପରିଣତ କରିଛନ୍ତି। କୃଷକଙ୍କ ସଶକ୍ତିକରଣ ଏବଂ ସୁରକ୍ଷା ଚୁକ୍ତିନାମା, କୃଷକ ଉତ୍ପାଦନ ବାଣିଜ୍ୟ (ପଦୋନ୍ନତି ଏବଂ ସୁବିଧା) ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଅନ୍ତର୍ଭୁକ୍ତ ରହିଛି।

ସରକାରଙ୍କ ଏହି ତିନି ଆଇନକୁ ବିରୋଧ କରି ହରିଆଣା ସିଂଘୁ ସୀମାରେ ଚାଷୀ ଆନ୍ଦୋଳନ ଜାରି ରଖିଛନ୍ତି। ଅନ୍ୟ କେଉଁଠି ଚାଷୀ ଆନ୍ଦୋଳନ କରିବେ ନାହିଁ ବୋଲି ଶନିବାର ରାସ୍ତା ଉପରେ ଚାଷୀ ମାନେ ଏକାଠି ହୋଇ ଏହି ନିଷ୍ପତ୍ତି ନେଇଛନ୍ତି।

ଅନ୍ୟପଟେ ଡିସେମ୍ୱର ତିନି ତାରିଖ ଦିନ ଚାଷୀଙ୍କ ସହ ଆଲୋଚନା କରିବା ପାଇଁ କେନ୍ଦ୍ର ସରକାର ରାଜି ହୋଇଛନ୍ତି। ପ୍ରଥମେ ପ୍ରଥମେ ଚାଷୀଙ୍କ ଆନ୍ଦୋଳନକୁ ଖାରଜ କରିଥିଲେ ସରକାର। ଏମିତିକି ଏହି ଆନ୍ଦୋଳନ ବିରୋଧୀଙ୍କ ଦ୍ୱାରା ହୋଇଥିବା କାର୍ଯ୍ୟକ୍ରମ। ଏହାବାଦ୍ ଆନ୍ଦୋଳନରତ ଚାଷୀଙ୍କ ବିରୋଧରେ ମଧ୍ୟ ଏତଲା ହୋଇଛି।

https://twitter.com/ANI/status/1333012983534952448?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story