ପ୍ରଜ୍ଞାଙ୍କ ରାହୁଲ ବିରୋଧୀ ଅଭିଯୋଗର ତର୍ଜମା କରିବ ସଂସଦୀୟ ପ୍ୟାନେଲ

ନୂଆଦିଲ୍ଲୀ: ନିଜର ତୁଣ୍ଡ ପାଇଁ ବିବାଦୀୟ ହୋଇ ପଡ଼ୁଥିବା ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଆତଙ୍କବାଦୀ ବୋଲି କହିଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ରାହୁଲଙ୍କ ବିରୋଧରେ ପ୍ରଜ୍ଞା ଠାକୁର କରିଥିବା ଅଭିଯୋଗର ବିଚାର ସଂସଦୀୟ ପ୍ୟାନେଲ କରିବ ବୋଲି ଜଣାପଡ଼ିଛି। ଏହି ସ୍ୱାଧିକାର ପ୍ୟାନେଲର ଅଧ୍ୟକ୍ଷ ଲୋକସଭା ବାଚସ୍ପତି ଓମ ବିର୍ଲା ରହିଛନ୍ତି। ମାଲେଗାଓଁ ବିସ୍ଫୋରଣରେ ପ୍ରଜ୍ଞା ଠାକୁର ଅଭିଯୁକ୍ତ ରହିଛନ୍ତି। ଏବେ ସେ ଜାମିନ୍‌ରେ ଖଲାସ […]

vb

vb

Hemant Lenka
  • Published: Monday, 02 December 2019
  • Updated: 02 December 2019, 09:22 PM IST

Sports

Latest News

ନୂଆଦିଲ୍ଲୀ: ନିଜର ତୁଣ୍ଡ ପାଇଁ ବିବାଦୀୟ ହୋଇ ପଡ଼ୁଥିବା ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଆତଙ୍କବାଦୀ ବୋଲି କହିଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ରାହୁଲଙ୍କ ବିରୋଧରେ ପ୍ରଜ୍ଞା ଠାକୁର କରିଥିବା ଅଭିଯୋଗର ବିଚାର ସଂସଦୀୟ ପ୍ୟାନେଲ କରିବ ବୋଲି ଜଣାପଡ଼ିଛି। ଏହି ସ୍ୱାଧିକାର ପ୍ୟାନେଲର ଅଧ୍ୟକ୍ଷ ଲୋକସଭା ବାଚସ୍ପତି ଓମ ବିର୍ଲା ରହିଛନ୍ତି।

ମାଲେଗାଓଁ ବିସ୍ଫୋରଣରେ ପ୍ରଜ୍ଞା ଠାକୁର ଅଭିଯୁକ୍ତ ରହିଛନ୍ତି। ଏବେ ସେ ଜାମିନ୍‌ରେ ଖଲାସ ହୋଇ ସାଂସଦ ହୋଇଛନ୍ତି। ନିକଟରେ ସେ ସଂସଦ ମଧ୍ୟରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେକୁ ଦେଶଭକ୍ତ ବୋଲି କହିଥିଲେ। ଏହାକୁ ଆଧାର କରି ରାହୁଲ ଗାନ୍ଧି ସାଂସଦ ପ୍ରଜ୍ଞାଙ୍କୁ ଆତଙ୍କବାଦୀ କହିଥିଲେ।

ତେବେ ମାଲେଗାଓଁ ବିସ୍ଫୋରଣରେ ପ୍ରଜ୍ଞା ଠାକୁର ଏଯାଏ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି। ତେଣୁ ଜଣେ ସାଂସଦଙ୍କୁ ଏଭଳି ଆତଙ୍କବାଦୀ କହିବାର ଅଧିକାର ଆଉ ଜଣେ ସାଂସଦଙ୍କର ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ପ୍ରଜ୍ଞା ପ୍ରଥମେ ରାହୁଲଙ୍କ ବିରୋଧରେ ସ୍ୱାଧିକାର ନୋଟିସ ଦେଇଥିଲେ। ଏବେ ଏହାର ବିଚାର ସଂସଦୀୟ ପ୍ୟାନେଲ ଏହାର ବିଚାର କରିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story