ଆଇଟି ରାଡାରରେ ଆକବର ରୋଡ୍, ବେନାମୀ ଆକାଉଣ୍ଟରୁ ଆସିଛି ୧୦୬ କୋଟି

ନୂଆଦିଲ୍ଲୀ: ବିରୋଧୀ ଦଳ କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ। ବେନାମୀ ଆକାଉଣ୍ଟରୁ ଆକବର ରୋଡ ସ୍ଥିତ ହାତ ପାର୍ଟିର କାର୍ଯ୍ୟାଳୟକୁ ୧୦୬ କୋଟି ଟଙ୍କା ଆସିଛି ବୋଲି ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ଜାଣିବାକୁ ପାଇଛି। ଏହି ଟଙ୍କା ୨୦୧୬-୧୯ ମଧ୍ୟରେ ଆସିଛି। ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ଏ ନେଇ ୪୦୮ ପୃଷ୍ଠାର ଏକ ରିପୋର୍ଟ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଏହି ସମସ୍ତ ଟଙ୍କା ସାଧାରଣ ନିର୍ବାଚନ ପୂର୍ବରୁ ଦଳୀୟ ଆକାଉଣ୍ଟକୁ ଆସିଥିବା ଜଣାପଡ଼ିଛି। ୧୩ ଫେବୃଆରୀ ୨୦୧୯ରୁ […]

CONGRESS

CONGRESS

Subhransu Sekhar
  • Published: Monday, 23 November 2020
  • Updated: 23 November 2020, 08:16 PM IST

Sports

Latest News

ନୂଆଦିଲ୍ଲୀ: ବିରୋଧୀ ଦଳ କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ। ବେନାମୀ ଆକାଉଣ୍ଟରୁ ଆକବର ରୋଡ ସ୍ଥିତ ହାତ ପାର୍ଟିର କାର୍ଯ୍ୟାଳୟକୁ ୧୦୬ କୋଟି ଟଙ୍କା ଆସିଛି ବୋଲି ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ଜାଣିବାକୁ ପାଇଛି। ଏହି ଟଙ୍କା ୨୦୧୬-୧୯ ମଧ୍ୟରେ ଆସିଛି। ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ଏ ନେଇ ୪୦୮ ପୃଷ୍ଠାର ଏକ ରିପୋର୍ଟ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଏହି ସମସ୍ତ ଟଙ୍କା ସାଧାରଣ ନିର୍ବାଚନ ପୂର୍ବରୁ ଦଳୀୟ ଆକାଉଣ୍ଟକୁ ଆସିଥିବା ଜଣାପଡ଼ିଛି।

୧୩ ଫେବୃଆରୀ ୨୦୧୯ରୁ ୪ ଅକ୍ଟୋବରରୁ ୨୦୧୯ ମଧ୍ୟରେ ୭୪, ୬୨,୦୦,୦୦୦ ଟଙ୍କା, ଅଗଷ୍ଟ ୨୦୧୬ରୁ ସେପ୍ଟେମ୍ୱର ୨୦୧୬ ମଧ୍ୟରେ ୨୬,୫୦,୦୦୦୦ ଟଙ୍କା, ଏପ୍ରିଲ ୨୦୧୭ରୁ ସେପ୍ଚେମ୍ୱର ୨୦୧୯ ମଧ୍ୟରେ ୫,୨୨,୦୦,୦୦୦ ଟଙ୍କା, ୨୭ ଫେବୃଆରୀ ୨୦୧୯ରେ ୫ କୋଟି ୪ ଲକ୍ଷ, ଫେବୃଆରୀ ୨୮, ୨୦୧୯ରେ ୩.୭୫ କୋଟି, ୨୦ ଏପ୍ରିଲ, ୨୦୧୯ରେ ୬ କୋଟି ୪୦ ଲକ୍ଷ, ଏପ୍ରିଲ ୨୪ରେ ୫.୪୫ ଲକ୍ଷ ଟଙ୍କା କଂଗ୍ରେସ ଅଫିସ ଆକାଉଣ୍ଟକୁ ଆସିଥିବା ଜଣାପଡ଼ିଛି।

ବିଜେପି ଆଇଟି ସେଲ୍ ମୁଖ୍ୟ ତଥା ପଶ୍ଚିମବଙ୍ଗର ସହ ପ୍ରଭାରୀ ଅମିତ ମାଲବ୍ୟ କହିଛନ୍ତି, ନୋଟବନ୍ଦୀକୁ ନେଇ କଂଗ୍ରେସ ସବୁବେଳେ ସମାଲୋଚନା କରୁଛି। ହେଲେ ଏହି ବେନାମୀ ଟଙ୍କା କେଉୁଁଠୁ ଆସିଲା ତାର ହିସାବ ଦେବା ଦରକାର ବୋଲି ସେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story