ମଦ ପିଇ ରାସ୍ତାରେ ପୁଲିସ୍‌କୁ ଦୁର୍ବ୍ୟବହାର କଲେ କଂଗ୍ରେସ ଏମଏଲସିଙ୍କ ପୁଅ

ବେଙ୍ଗାଲୁରୁ: କର୍ଣ୍ଣାଟକା ବିଧାନ ପରିଷଦର କଂଗ୍ରେସ ସଦସ୍ୟ ନସୀର ଅହମଦଙ୍କ ପୁଅ ଫୟାଜଙ୍କୁ ପୁଲିସ୍‌ ଗିରଫ କରିଛି। ସେ ବିଳମ୍ବିତ ରାତିରେ ମଦ ପିଇ ରାସ୍ତାରେ କାର୍ଯ୍ୟରତ ଜଣେ ପୁଲିସ୍‌ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ତାଙ୍କ ସହ ଆଉ ଦୁଇ ଜଣଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ରବିବାର ରାତି ପ୍ରାୟ ୧୨.୩୦ରେ ବେଙ୍ଗାଲୁରୁର ଅମରୁଥାଲ୍ଲି ପୁଲିସ୍‌ ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି। ହେବାଲ୍ଲ ଫ୍ଲାଏଓଭର ନିକଟରେ ଫୟାଜ ତାଙ୍କ ୨ ସାଙ୍ଗ […]

gf

gf

Hemant Lenka
  • Published: Monday, 07 December 2020
  • Updated: 07 December 2020, 11:39 AM IST

Sports

Latest News

ବେଙ୍ଗାଲୁରୁ: କର୍ଣ୍ଣାଟକା ବିଧାନ ପରିଷଦର କଂଗ୍ରେସ ସଦସ୍ୟ ନସୀର ଅହମଦଙ୍କ ପୁଅ ଫୟାଜଙ୍କୁ ପୁଲିସ୍‌ ଗିରଫ କରିଛି। ସେ ବିଳମ୍ବିତ ରାତିରେ ମଦ ପିଇ ରାସ୍ତାରେ କାର୍ଯ୍ୟରତ ଜଣେ ପୁଲିସ୍‌ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ତାଙ୍କ ସହ ଆଉ ଦୁଇ ଜଣଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।

ରବିବାର ରାତି ପ୍ରାୟ ୧୨.୩୦ରେ ବେଙ୍ଗାଲୁରୁର ଅମରୁଥାଲ୍ଲି ପୁଲିସ୍‌ ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି। ହେବାଲ୍ଲ ଫ୍ଲାଏଓଭର ନିକଟରେ ଫୟାଜ ତାଙ୍କ ୨ ସାଙ୍ଗ ସହ ମଦ ପିଇ ଫେରୁଥିଲେ। ଏହି ସମୟରେ ସେଠାରେ କାର୍ଯ୍ୟରତ ହେଡ କନଷ୍ଟେବଲ ସମସ୍ତଙ୍କୁ ଅଟକାଇ ପଚରାଉଚରା କରିଥିଲେ।

ଏହାକୁ କେନ୍ଦ୍ର କରି ଫୟାଜ ଓ ତାଙ୍କ ସାଙ୍ଗମାନେ କନଷ୍ଟେବଲଙ୍କୁ ଦୁର୍ବବ୍ୟହାର କରିଥିଲେ। ଏପରି ତାଙ୍କ ସହ ଯୁକ୍ତିତର୍କ କରି ମାଡ଼ ମାରିବାକୁ ଆଗେଇ ଆସିଥିଲେ। ଅଭିଯୋଗ ପାଇ ଅମରୁଥାଲ୍ଲି ପୁଲିସ୍‌ ଷ୍ଟେସନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଗିରଫ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story