ନିର୍ବାଚନ ଖର୍ଚ୍ଚର ହିସାବ ଦେଲା କଂଗ୍ରେସ, କେବେ ଦେବ ବିଜେପି?

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ସହିତ ୫ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ତା’ର ଖର୍ଚ୍ଚର ହିସାବ ଦାଖଲ କରିଛି। ହେଲେ ଶାସକ ଦଳ ବିଜେପି ଏଯାଏଁ ନିର୍ବାଚନ ଖର୍ଚ୍ଚର ହିସାବ ଦେଇନାହିଁ। ନିକଟରେ ଦେବ ବୋଲି ଜଣାପଡ଼ିଛି। ତେବେ ୨୦୧୪ ସାଧାରଣ ନିର୍ବାଚନ ବେଳେ କଂଗ୍ରେସ ଖର୍ଚ୍ଚ କରିଥିବା ଟଙ୍କାରୁ ଏବେର ଖର୍ଚ୍ଚ ଅଧିକ ରହିଛି। ସେହିପରି ଓଡ଼ିଶାରେ ରାହୁଲ ଗାନ୍ଧିଙ୍କ ପ୍ରଚାର ପାଇଁ କଂଗ୍ରେସ କେତେ ଟଙ୍କା ଖର୍ଚ୍ଚ କରିଛି ତାର ହିସାବ ମଧ୍ୟ ଦେଇଛି […]

congress office

congress office

Subhransu Sekhar
  • Published: Friday, 08 November 2019
  • Updated: 08 November 2019, 01:32 PM IST

Sports

Latest News

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ସହିତ ୫ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ତା’ର ଖର୍ଚ୍ଚର ହିସାବ ଦାଖଲ କରିଛି। ହେଲେ ଶାସକ ଦଳ ବିଜେପି ଏଯାଏଁ ନିର୍ବାଚନ ଖର୍ଚ୍ଚର ହିସାବ ଦେଇନାହିଁ। ନିକଟରେ ଦେବ ବୋଲି ଜଣାପଡ଼ିଛି। ତେବେ ୨୦୧୪ ସାଧାରଣ ନିର୍ବାଚନ ବେଳେ କଂଗ୍ରେସ ଖର୍ଚ୍ଚ କରିଥିବା ଟଙ୍କାରୁ ଏବେର ଖର୍ଚ୍ଚ ଅଧିକ ରହିଛି। ସେହିପରି ଓଡ଼ିଶାରେ ରାହୁଲ ଗାନ୍ଧିଙ୍କ ପ୍ରଚାର ପାଇଁ କଂଗ୍ରେସ କେତେ ଟଙ୍କା ଖର୍ଚ୍ଚ କରିଛି ତାର ହିସାବ ମଧ୍ୟ ଦେଇଛି ଦଳ। ଅକ୍ଟୋବର ୩୧ରେ କଂଗ୍ରେସ ନିର୍ବାଚନ କମିଶନଙ୍କ ପାଖରେ ନିର୍ବାଚନ ଖର୍ଚ୍ଚର ହିସାବ ଦାଖଲ କରିଥିବା ସୂଚନା ରହିଛି।

୨୦୧୪ରେ ସାଧାରଣ ନିର୍ବାଚନ ସହିତ ୫ ରାଜ୍ୟ (ଓଡ଼ିଶା, ଅନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଅରୁଣାଚଳ ପ୍ରଦେଶ ଓ ସିକ୍କିମ)ର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୫୧୬ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ଚଳିତ ଥର ମଧ୍ୟ ଏହି ସବୁ ନିର୍ବାଚନରେ ୮୨୦ କୋଟି ଟଙ୍କା ଖର୍ଚ୍ଚ କରିଛି ଦେଶର ପ୍ରଥମ ରାଜନୀତିକ ଦଳ। ୨୦୧୪ ସାଧାରଣ ନିର୍ବାଚନ ବେଳେ ବିଜେପି ୭୧୪ କୋଟି ଟଙ୍କା ଖର୍ଚ୍ଚ କରିଥିଲା, ଏବେର ନିର୍ବାଚନୀ ହିସାବ ଦାଖଲ କରିଲେ ଜଣାପଡ଼ିବ କେତେ ଗୁଣା ଅଧିକ ଖର୍ଚ୍ଚ କରିଛି ଶାସକ ଦଳ।

କଂଗ୍ରେସ ୮୨୦ କୋଟି ଟଙ୍କାରୁ ୬୨୬.୩ କୋଟି ଟଙ୍କା ଦଳର ଏଜେଣ୍ଡା ପ୍ରଚାର କରିବାରେ ଖର୍ଚ୍ଚ କରିଛି। ସେହିପରି ୧୩.୯ କୋଟି ଟଙ୍କା ପ୍ରାର୍ଥୀଙ୍କ ପଛରେ ଖର୍ଚ୍ଚ ହୋଇଛି ବୋଲି ଜଣାପଡ଼ିଛି। ତେବେ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଓ ଫଳାଫଳ ପରେ ଦଳ ମୋଟ ୮୫୬ କୋଟି ଟଙ୍କା ଖର୍ଚ୍ଚ କରିଛି ବୋଲି ନିର୍ବାଚନ କମିଶନଙ୍କ ପାଖରେ କଂଗ୍ରେସ ଦାଖଲ କରିଥିବା ରିପୋର୍ଟରୁ ଜଣାପଡ଼ିଛି।

ସେହିପରି ଅନ୍ୟାନ୍ୟ ଜାତୀୟ ଦଳ ମାନେ ନିର୍ବାଚନୀ ଖର୍ଚ୍ଚର ହିସାବ ଦେଇଛନ୍ତି। ପଶ୍ଚିମ ବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ ୮୩.୬ କୋଟି, ବିଏସପି ୫୫.୪ କୋଟି, ଏନସିପି ୭୨.୩ କୋଟି ଏବଂ ସିପିଏମ୍ ୭୩.୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି।

ଦଳର ସାଧାରଣ ପ୍ରଚାର ପାଇଁ ଖର୍ଚ୍ଚ ହୋଇଥିବା ଟଙ୍କା ୬୨୬. ୩୬ କୋଟିରୁ ୫୭୩ କୋଟି ଟଙ୍କା ଦଳ ଚେକରେ ପ୍ରଦାନ କରିଥିବା ବେଳେ ୧୪.୩୩ କୋଟି ଟଙ୍କା ନଗଦ ଦେଇଛି। ସେହିପରି  ଗଣମାଧ୍ୟମ ପ୍ରଚାରରେ କଂଗ୍ରେସ ୩୫୬ କୋଟି ଟଙ୍କା ଖର୍ଚ୍ଚ କରିଛି। ଏହି ଖର୍ଚ୍ଚ ଉଭୟ ପ୍ରଚାର ଓ ବିଜ୍ଞାପନ ବାବଦରେ ରହିଛି। ସେହିପରି ୪୭ କୋଟି ପୋଷ୍ଟର ଏବଂ ୮୬.୮୨ କୋଟି ଟଙ୍କା ଗସ୍ତ ଖର୍ଚ୍ଚ ଓ ଷ୍ଟାର କ୍ୟାମ୍ପେନରଙ୍କ ବାବଦରେ ଖର୍ଚ୍ଚ ହୋଇଛି।

ସେହିପରି ଓଡ଼ିଶା ଓ ଛତିଶଗଡ଼ରେ ୪୦ କୋଟି, ଉତ୍ତର ପ୍ରଦେଶର ୩୬ କୋଟି, ମହାରାଷ୍ଟ୍ରରେ ୧୮ କୋଟି ଟଙ୍କା, ପଶ୍ଚିମବଙ୍ଗରେ ୧୫ କୋଟି, କେରଳରେ ୧୩ କୋଟି ଟଙ୍କା ଖର୍ଚ୍ଚ କରିଛି ଦଳ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story