ଦେଶରେ ୭୫ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ଗୋଟିଏ ଦିନରେ ୫୫,୭୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମଗ୍ର ଦେଶରେ ଏହି ସଂଖ୍ୟା  ୭୫ ଲକ୍ଷ ଟପିଯାଇଛି। ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ଲକ୍ଷ ୫୦ ହଜାର ୨୭୩ରେ ପହଞ୍ଚିଛି। ଦେଶରେ ମୋଟ ଆକ୍ଟିଭ କେସ୍‌ ୭,୭୨,୦୫୫ ଥିବା ବେଳେ ୬୬,୬୩,୬୦୮ ଜଣ ସୁସ୍ଥ ହୋଇ ସାରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।  ଲଗାତର ତୃତୀୟ ଦିନ ପାଇଁ ସୋମବାର ମଧ୍ୟ ଦେଶରେ […]

corona

corona

Niharika Rout
  • Published: Monday, 19 October 2020
  • Updated: 19 October 2020, 10:18 AM IST

Sports

Latest News

ନୂଆଦିଲ୍ଲୀ: ଭାରତରେ ଗୋଟିଏ ଦିନରେ ୫୫,୭୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମଗ୍ର ଦେଶରେ ଏହି ସଂଖ୍ୟା  ୭୫ ଲକ୍ଷ ଟପିଯାଇଛି। ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ଲକ୍ଷ ୫୦ ହଜାର ୨୭୩ରେ ପହଞ୍ଚିଛି।

ଦେଶରେ ମୋଟ ଆକ୍ଟିଭ କେସ୍‌ ୭,୭୨,୦୫୫ ଥିବା ବେଳେ ୬୬,୬୩,୬୦୮ ଜଣ ସୁସ୍ଥ ହୋଇ ସାରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।  ଲଗାତର ତୃତୀୟ ଦିନ ପାଇଁ ସୋମବାର ମଧ୍ୟ ଦେଶରେ ଆକ୍ଟିଭ ସଂଖ୍ୟା ୮ ଲକ୍ଷରୁ କମ୍‌ ରହିଛି।

ଗତ ୨୪ ଘଣ୍ଟାରେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୭୯ରେ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା ସମୁଦାୟ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୧୪ ହଜାର ୬୧୦କୁ ବୃଦ୍ଧି ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story