ଆଜି ସଂସଦରେ ହେବ ଆରଟି-ପିସିଆର ଟେଷ୍ଟ

ନୂଆଦିଲ୍ଲୀ: ସେପ୍ଟେମ୍ୱର ୧୪ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ତେବେ କରୋନା ମହାମାରୀକୁ ନଜରରେ ରଖି ଆଜିଠାରୁ ସଂସଦର ସମସ୍ତ ନିର୍ବାଚିତ ସଦସ୍ୟ, ବିଭିନ୍ନ ମନ୍ତ୍ରାଳୟର କର୍ମଚାରୀ ଓ ବରିଷ୍ଠ ଅଧିକାରୀ, ସଂସଦରେ ଉପସ୍ଥିତ ରହିବାକୁ ଥିବା ମିଡିଆ କର୍ମୀ, ସୁରକ୍ଷା କର୍ମୀ ଆଦିଙ୍କର କରୋନା ପରୀକ୍ଷା ହେବ। ସମସ୍ତଙ୍କର ଆରଟି-ପିସିଆର ଟେଷ୍ଟ ହେବ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡ୍ ଲାଇନ୍ ଅନୁସାରେ ଏହି ପରୀକ୍ଷା ହେବ। ଲୋକସଭାର ବାଚସ୍ପତି ଓମ୍ ବିର୍ଲା ଏ […]

parliament-1

parliament-1

Subhransu Sekhar
  • Published: Friday, 11 September 2020
  • Updated: 11 September 2020, 02:26 AM IST

Sports

Latest News

ନୂଆଦିଲ୍ଲୀ: ସେପ୍ଟେମ୍ୱର ୧୪ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ତେବେ କରୋନା ମହାମାରୀକୁ ନଜରରେ ରଖି ଆଜିଠାରୁ ସଂସଦର ସମସ୍ତ ନିର୍ବାଚିତ ସଦସ୍ୟ, ବିଭିନ୍ନ ମନ୍ତ୍ରାଳୟର କର୍ମଚାରୀ ଓ ବରିଷ୍ଠ ଅଧିକାରୀ, ସଂସଦରେ ଉପସ୍ଥିତ ରହିବାକୁ ଥିବା ମିଡିଆ କର୍ମୀ, ସୁରକ୍ଷା କର୍ମୀ ଆଦିଙ୍କର କରୋନା ପରୀକ୍ଷା ହେବ। ସମସ୍ତଙ୍କର ଆରଟି-ପିସିଆର ଟେଷ୍ଟ ହେବ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡ୍ ଲାଇନ୍ ଅନୁସାରେ ଏହି ପରୀକ୍ଷା ହେବ।

ଲୋକସଭାର ବାଚସ୍ପତି ଓମ୍ ବିର୍ଲା ଏ ନେଇ ଗତ ମାସରେ ପ୍ରଥମେ ସୂଚନା ଦେଇଥିଲେ। ସେ କହିଥିଲେ କରୋନା ମହାମାରୀ ବେଳେ ସଂସଦ ଏବଂ ସରକାରୀ କାମ ଚାଲିବା ଗୋଟିଏ ପ୍ରକାର ବଡ଼ ଚ୍ୟାଲେଞ୍ଜ। ସମସ୍ତ ସ୍ଥିତିକୁ ଦେଖି ଆଗକୁ ବଢିବାକୁ ହେବ। ତେଣୁ ସଂସଦରେ ଉପସ୍ଥିତ ରହିବାକୁ ଥିବା ସମସ୍ତ ସଦସ୍ୟ ଏବଂ କର୍ମଚାରୀଙ୍କର ଆରଟି-ପିସିଆର ଟେଷ୍ଟ ଦୁଇ ଦିନ ପୂର୍ବରୁ ହେବ।

https://twitter.com/ANI/status/1299324755514920961

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story