ହଜାରିବାଗ କୋର୍ଟରେ ଗୁଳିକାଣ୍ଡ ଘଟଣା: ୪ମୃତ,୧୯ ପୋଲିସ କର୍ମଚାରୀ ନିଲମ୍ବିତ

ହଜାରିବାଗ: ଝାଡ଼ଖଣ୍ଡର ହଜାରିବାଗ ଜିଲା କୋର୍ଟ ବାହାରେ ମଙ୍ଗଳବାର ଗୁଳିକାଣ୍ଡ ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏନେଇ ୧୯ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଗତକାଲି ଏହିଠାରେ ଗୁଳିକାଣ୍ଡରେ ଜଣେ ଗ୍ୟାଙ୍ଗଷ୍ଟର ସହିତ ତାର ତିନିଜଣ ସହଯୋଗୀ ପ୍ରାଣ ହରାଇଛନ୍ତି। ପୁଲିସ କହିବା ଅନୁଯାୟୀ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇ ହଜାରିବାଗ ଜେଲ‍ରେ ଥିବା ଅପରାଧୀ ସୁଶୀଲ ଶ୍ରୀବାସ୍ତବକୁ ଅନ୍ୟ ଏକ ମାମଲାରେ ଶୁଣାଣି ପାଇଁ କୋର୍ଟକୁ ଅଣାଯାଇଥିଲା। ଏହି ସମୟରେ କେତେକ ଆତତାୟୀ ଏକେ ୪୭ […]

hazaribag

hazaribag

Rakesh Mallick
  • Published: Wednesday, 03 June 2015
  • Updated: 03 June 2015, 09:46 AM IST

Sports

Latest News

ହଜାରିବାଗ: ଝାଡ଼ଖଣ୍ଡର ହଜାରିବାଗ ଜିଲା କୋର୍ଟ ବାହାରେ ମଙ୍ଗଳବାର ଗୁଳିକାଣ୍ଡ ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏନେଇ ୧୯ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଗତକାଲି ଏହିଠାରେ ଗୁଳିକାଣ୍ଡରେ ଜଣେ ଗ୍ୟାଙ୍ଗଷ୍ଟର ସହିତ ତାର ତିନିଜଣ ସହଯୋଗୀ ପ୍ରାଣ ହରାଇଛନ୍ତି। ପୁଲିସ କହିବା ଅନୁଯାୟୀ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇ ହଜାରିବାଗ ଜେଲ‍ରେ ଥିବା ଅପରାଧୀ ସୁଶୀଲ ଶ୍ରୀବାସ୍ତବକୁ ଅନ୍ୟ ଏକ ମାମଲାରେ ଶୁଣାଣି ପାଇଁ କୋର୍ଟକୁ ଅଣାଯାଇଥିଲା। ଏହି ସମୟରେ କେତେକ ଆତତାୟୀ ଏକେ ୪୭ ରାଇଫଲରୁ ଆଖିବୁଜା ଗୁଳିଚଳାଇଥିଲେ। ପୂର୍ବାହ୍ଣ ୧୧ଟାରେ ଏହି ଗୁଳିକାଣ୍ଡ ଘଟିଥିବାବେଳେ ପ୍ରାୟ ୩୦ ରାଉଣ୍ଡ ଗୁଳି ଫୁଟିଥିବା କୁହାଯାଇଛି। ଏଥିରେ ସୁଶୀଲ ସହିତ ତାର ତିନିଜଣ ସହଯୋଗୀ ପ୍ରାଣ ହରାଇଥିଲେ। ସୁଶୀଲ ସହିତ ତାର ସହଯୋଗୀମାନେ ମଧ୍ୟ ମାମଲାର ଶୁଣାଣି ପାଇଁ କୋର୍ଟକୁ ଆସିଥିଲେ। ସୁଶୀଲ ଓ କିଶୋର ପାଣ୍ଡେ ନାମକ ଦୁଇ ଗ୍ୟାଙ୍ଗ ମଧ୍ୟରେ ବହୁଦିନର ଶତ୍ରୁତା ଲାଗି ରହିଛି। ଗତବର୍ଷ ଅକ୍ଟୋବରରେ ସୁଶୀଲ ଗ୍ୟାଙ୍ଗର ଆକ୍ରମଣରେ ପାଣ୍ଡେର ଦୁଇଜଣ ସହଯୋଗୀ ପ୍ରାଣ ହରାଇବା ସହିତ ତାର ପୁତୁରା ଆହତ ହୋଇଥିଲା। ଜାମସେଦପୁରର କାଡମା ବଜାରରେ ଏହି ଗୁଳିକାଣ୍ଡ ହୋଇଥିଲା। ମଙ୍ଗଳବାର ଗୁଳିକାଣ୍ଡ ପଛରେ ପାଣ୍ଡେ ଗ୍ୟାଙ୍ଗର ହାତଥିବା କୁହାଯାଉଥିବାବେଳେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଜୋରଦାର ଉଦ୍ୟମ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story