କରୋନା ଯୋଗୁ ଏହି ସବୁ ସ୍ଥାନର ସ୍ଥିତି ସାଂଘାତିକ, ଗଠନ ହେଲା ୬ଟି ଟିମ

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ୪ ରାଜ୍ୟର କିଛି ସହରର ସ୍ଥିତି ଅତ୍ୟନ୍ତ ସାଂଘାତିକ ରହିଛି। ତେଣୁ ଏଠାରେ ଲକଡାଉନ ନିୟମର ଉଲ୍ଲଙ୍ଘନ ଆହୁରି ଜଟିଳ ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି ବୋଲି ଆଜି କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାକୁ ଦୃଷ୍ଟିରରେ ରଖି କେନ୍ଦ୍ର ସରକାର ୬ଟି ମନ୍ତ୍ରୀ ସ୍ତରୀର କେନ୍ଦ୍ରୀୟ ଟିମ (ଆଇଏମସିଟି) ଗଠନ କରିଛନ୍ତି। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ଅନେକ ସ୍ଥାନରେ […]

uio

uio

Hemant Lenka
  • Published: Monday, 20 April 2020
  • Updated: 20 April 2020, 11:43 AM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ୪ ରାଜ୍ୟର କିଛି ସହରର ସ୍ଥିତି ଅତ୍ୟନ୍ତ ସାଂଘାତିକ ରହିଛି। ତେଣୁ ଏଠାରେ ଲକଡାଉନ ନିୟମର ଉଲ୍ଲଙ୍ଘନ ଆହୁରି ଜଟିଳ ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି ବୋଲି ଆଜି କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାକୁ ଦୃଷ୍ଟିରରେ ରଖି କେନ୍ଦ୍ର ସରକାର ୬ଟି ମନ୍ତ୍ରୀ ସ୍ତରୀର କେନ୍ଦ୍ରୀୟ ଟିମ (ଆଇଏମସିଟି) ଗଠନ କରିଛନ୍ତି।

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ଅନେକ ସ୍ଥାନରେ ଲକଡାଉନ ନିୟମକୁ ଉଲ୍ଲଙ୍ଘନ କରାଯାଉଛି। ଏପରି କି ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ହେଉଛି। ସହରାଞ୍ଚଳରେ ଗାଡ଼ି ଚଳାଚଳ କରିବା ସହ ସାମାଜିକ ଦୂରତାକୁ ମଧ୍ୟ କେହି ମାନୁନାହାନ୍ତି।

ଏହା ନିଶ୍ଚିତ ଭାବେ ବନ୍ଦ ହେବା ଦରକାର। ବିଶେଷ କରି ମଧ୍ୟପ୍ରଦେଶର ଇନ୍ଦୋର, ମହାରାଷ୍ଟ୍ରର ମୁମ୍ବାଇ ଓ ପୁଣେ, ରାଜସ୍ଥାନର ଜୟପୁର, ପଶ୍ଚିମବଙ୍ଗର କୋଲକାତା, ହାୱାଡା, ପୂର୍ବ ମେଦିନପୁର, ଉତ୍ତର ୨୪ ପ୍ରଙ୍ଗଣା, ଦାର୍ଜିଲିଂ, କାଲିମପୋଙ୍ଗ ଓ ଜଲପାଇଗୁଡ଼ିର ସ୍ଥିତି ଅତ୍ୟନ୍ତ ସାଂଘାତିକ ରହିଛି। ଏଠାରେ ଲକଡାଉନ ନିମୟକୁ ମଧ୍ୟ ଠିକ ଭାବେ ପାଳନ କରାଯାଉ ନାହିଁ।

ଏହି ଉଲ୍ଲଙ୍ଘନ ଯୋଗୁ କରୋନା ସଂକ୍ରମଣର ଆଶଙ୍କା ରହିଛି। ତେଣୁ ଏଥିପ୍ରତି ୪ ରାଜ୍ୟର ସରକାରମାନେ ଗୁରୁତ୍ୱ ଦେବା କଥା। ଏଥିପାଇଁ କେନ୍ଦ୍ର ସରକାର ୬ଟି ଆଇଏମସିଟି ଗଠନ କରିଛନ୍ତି। ଏହି ଟିମ ସ୍ଥିତିକୁ ତର୍ଜମା କରିବ ରାଜ୍ୟ ସରକାରମାନଙ୍କୁ ବିଭିନ୍ନ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବେ।

ଏହି ଟିମ ସ୍ଥିତିର ଅନୁଧ୍ୟାନ କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ମଧ୍ୟ ଦେବ। ଟିମ୍‌ ପକ୍ଷରୁ ରାଜ୍ୟଗୁଡ଼କରେ ଲକଡାଉନ ନିମୟକୁ କେମିତି ପାଳନ କରାଯାଉଛି, ଲୋକଙ୍କ ପାଖରେ ଖାଦ୍ୟ ସାମଗ୍ରୀ ପହଞ୍ଚି ପାରୁଛି କି ନାହିଁ, ସାମାଜିକ ଦୂରତା ଅବଲମ୍ବନ କରାଯାଉଛି କି ନାହିଁ , ସ୍ୱାସ୍ଥ୍ୟ ଭିତ୍ତିଭୂମି ଠିକ ଅଛି କି ନାହିଁ, ଶ୍ରମିକ ଓ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ନିର୍ମାଣ ରିଲିଫ କ୍ୟାମ୍ପର ପରିବେଶ କେମିତି ରହିଛି ସେ ସବୁ ବିଷୟରେ ଏହି ଟିମ ଯାଞ୍ଚ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story