ଭ୍ରଷ୍ଟାଚାର ମୁକ୍ତ ଦେଶ କରିବା ହେଉଛି ଆମ ଉଦ୍ଦେଶ୍ୟ: ପ୍ରଧାନମନ୍ତ୍ରୀ

କାନପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କାନ୍‌ପୁରର ନିରାଲା ନଗରରେ ପରିବର୍ତ୍ତନ ରାଲିକୁ ସମ୍ବୋଧନ କରିଛନ୍ତି। ଏହି ରାଲିରେ ମୋଦି ୟୁପିର ଯୁବକଙ୍କ ହାତରେ ଯଦି କୁଶଳତା ଆସେ ତେବେ ସେମାନେ ଦେଶର ଖରାପ ଅବସ୍ଥା ଏବଂ ଦିଗକୁ ବଦଳାଇ ଦେଇପାରିବେ ବୋଲି କହିଛନ୍ତି। ମୋଦି କହିଛନ୍ତି, “ଆମେ ଭାଗ୍ୟଶାଳୀ କାରଣ ଦେଶର ୬୫ ପ୍ରତିଶତ ଜନସଂଖ୍ୟାଙ୍କ ବୟସ ୩୫ ବର୍ଷରୁ କମ୍‌। ଯେଉଁ ଦେଶ ଯୁବାବସ୍ଥାରେ ଅଛି, ଯୁବ ଶକ୍ତି ଆଧାରରେ ସେ ଦେଶ ଦୁନିଆକୁ […]

pm_narendra_modi

pm_narendra_modi

Rakesh Mallick
  • Published: Monday, 19 December 2016
  • Updated: 19 December 2016, 04:03 PM IST

Sports

Latest News

କାନପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କାନ୍‌ପୁରର ନିରାଲା ନଗରରେ ପରିବର୍ତ୍ତନ ରାଲିକୁ ସମ୍ବୋଧନ କରିଛନ୍ତି। ଏହି ରାଲିରେ ମୋଦି ୟୁପିର ଯୁବକଙ୍କ ହାତରେ ଯଦି କୁଶଳତା ଆସେ ତେବେ ସେମାନେ ଦେଶର ଖରାପ ଅବସ୍ଥା ଏବଂ ଦିଗକୁ ବଦଳାଇ ଦେଇପାରିବେ ବୋଲି କହିଛନ୍ତି।

ମୋଦି କହିଛନ୍ତି, “ଆମେ ଭାଗ୍ୟଶାଳୀ କାରଣ ଦେଶର ୬୫ ପ୍ରତିଶତ ଜନସଂଖ୍ୟାଙ୍କ ବୟସ ୩୫ ବର୍ଷରୁ କମ୍‌। ଯେଉଁ ଦେଶ ଯୁବାବସ୍ଥାରେ ଅଛି, ଯୁବ ଶକ୍ତି ଆଧାରରେ ସେ ଦେଶ ଦୁନିଆକୁ ନିଜର କ୍ଷମତା ଦେଖାଇପାରିବ। ହେଲେ ଏହା ସେତେବେଳେ ସମ୍ଭବ ହେବ ଯେତବେଳେ ଏହି ଯୁବକମାନଙ୍କ ହାତରେ କୁଶଳତା ଥିବା ଏଥିପାଇଁ ସାରା ଦେଶରେ ସ୍କିଲ ଡେଭଲପମେଣ୍ଟର ଆରମ୍ଭ କରାଯାଇଛି।

ସେ ଏହା ମଧ୍ୟ କହିଛନ୍ତି,‘‘ଆମେ ଦେଶରୁ ଭ୍ରଷ୍ଟାଚାର ମୁକ୍ତ କରିବା ପାଇଁ ଲଢ଼ୁଥିବା ବେଳେ ବିପକ୍ଷ ଦଳ ଦେଶର ସଂସଦକୁ ବନ୍ଦ କରିବାରେ ଲାଗିଛନ୍ତି। ରାଷ୍ଟ୍ରପତିଙ୍କ ଆହ୍ୱାନ ପରେ ମଧ୍ୟ ସଂସଦରେ ଆଲୋଚନା ହୋଇପାରି ନାହିଁ। ରାଜନୈତିକ ସ୍ୱାର୍ଥକୁ ନେଇ ବିପକ୍ଷ ଦଳ ଆଲୋଚନାରୁ ଦୂରେଇଯାଉଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story