ଧାରା ୩୭୦: ଶ୍ରୀନଗରରେ ପୁଣି ଲାଗିଲା କଟକଣା, ଲୋକଙ୍କୁ ତୁରନ୍ତ ଘରକୁ ଚାଲିଯିବାକୁ ନିର୍ଦ୍ଦେଶ

ଶ୍ରୀନଗର: ଇଦ୍‌ ଉଲ-ଅଜହା ବା ବକ୍ରୀ ଇଦ୍‌ ପାଇଁ ଗତକାଲିଠାରୁ ଶ୍ରୀନଗର ଏବଂ ଏହାର ଆଖପାଖ ଅଞ୍ଚଳରେ ୧୪୪ ଧାରା କୋହଳ କରାଯାଇଥିଲା। ଆଜି ସକାଳୁ ଲୋକମାନେ ଶ୍ରୀନଗର ରାସ୍ତାରେ ଭିଡ଼ ଜମାଇ ନିଜ ନିଜର ଆବଶ୍ୟକ ସାମଗ୍ରୀମାନ କିଣିବାରେ ବ୍ୟସ୍ତ ରହିଥିଲେ। ତେବେ ମଧ୍ୟାହ୍ଣ ବେଳକୁ ସବୁ କିଛି ଓଲଟପାଲଟ ହୋଇଯାଇଛି। ହଠାତ୍‌ ସୁରକ୍ଷାକର୍ମୀମାନେ ଶ୍ରୀନଗରରେ ପୁଣିଥରେ ୧୪୪ ଧାରା ଲାଗୁ କରିଛନ୍ତି। ଅର୍ଥାତ ପୂର୍ବପରି ଏଠାରେ କଟକଣା ଲାଗୁ ହୋଇଛି। ଏଥିସହ ପୁଲିସ୍‌ ପକ୍ଷରୁ […]

vv

vv

Hemant Lenka
  • Published: Sunday, 11 August 2019
  • Updated: 11 August 2019, 01:53 PM IST

Sports

Latest News

ଶ୍ରୀନଗର: ଇଦ୍‌ ଉଲ-ଅଜହା ବା ବକ୍ରୀ ଇଦ୍‌ ପାଇଁ ଗତକାଲିଠାରୁ ଶ୍ରୀନଗର ଏବଂ ଏହାର ଆଖପାଖ ଅଞ୍ଚଳରେ ୧୪୪ ଧାରା କୋହଳ କରାଯାଇଥିଲା। ଆଜି ସକାଳୁ ଲୋକମାନେ ଶ୍ରୀନଗର ରାସ୍ତାରେ ଭିଡ଼ ଜମାଇ ନିଜ ନିଜର ଆବଶ୍ୟକ ସାମଗ୍ରୀମାନ କିଣିବାରେ ବ୍ୟସ୍ତ ରହିଥିଲେ।

ତେବେ ମଧ୍ୟାହ୍ଣ ବେଳକୁ ସବୁ କିଛି ଓଲଟପାଲଟ ହୋଇଯାଇଛି। ହଠାତ୍‌ ସୁରକ୍ଷାକର୍ମୀମାନେ ଶ୍ରୀନଗରରେ ପୁଣିଥରେ ୧୪୪ ଧାରା ଲାଗୁ କରିଛନ୍ତି। ଅର୍ଥାତ ପୂର୍ବପରି ଏଠାରେ କଟକଣା ଲାଗୁ ହୋଇଛି। ଏଥିସହ ପୁଲିସ୍‌ ପକ୍ଷରୁ ଲାଉଡ୍‌ ସ୍ପିକର ଦ୍ୱାରା ଲୋକଙ୍କୁ ତୁରନ୍ତ ଘରକୁ ଫେରିଯିବାକୁ କୁହାଯାଇଛି। ଏହାବାଦ୍‌ ଦୋକାନ ବଜାର ବନ୍ଦ କରିବାକୁ ମଧ୍ୟ ବ୍ୟବସାୟୀମାନଙ୍କୁ ପୁଲିସ୍‌ ପକ୍ଷରୁ କୁହାଯାଇଥିବା ଜାତୀୟ ଗଣମାଧ୍ୟମ ଏନ୍‌ଡିଟିଭି କୌଣସି ଏକ ସୂତ୍ରକୁ ଆଧାର କରି ଖବର ପ୍ରକାଶ ପାଇଛି।

ଏଥିରେ ଆହୁରି କୁହାଯାଇଛି ଯେ ପ୍ରଶାସନ ପକ୍ଷରୁ ଆଜି ସକାଳେ ଶ୍ରୀନଗରରେ ସବୁ କିଛି ସ୍ୱାଭାବିକ ଥିବା କୁହାଯାଇଥିଲା। ଲୋକମାନେ ମଧ୍ୟ ଅନାୟସରେ ଯା’ଆସ କରୁଥିଲେ। ଆଜି ଓ ଆସନ୍ତାକାଲି ଶ୍ରୀନଗରରେ କୌଣସି କଟକଣା ଲାଗୁ କରାଯିବ ନାହିଁ ବୋଲି କୁହାଯାଇଥିଲେ ହେଁ ମଧ୍ୟାହ୍ଣ ବେଳକୁ ହଠାତ୍‌ ପ୍ରଶାସନ ନିଜ ନିଷ୍ପତ୍ତି ବଦଳାଇ ଦେଇଛି। ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଥିବା କୁହାଯାଉଛି। କିନ୍ତୁ ହଠାତ୍‌ ପ୍ରଶାସନ କର୍ଫ୍ୟୁ ଲାଗୁ କରିଥିବାରୁ ଲୋକଙ୍କ ମନରେ ପୁଣିଥରେ ଭୟର ବାତାବରଣ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story