‘ନିଭାର’ ସ୍ଥଳ ଭାଗ ଛୁଇଁବା ପୂର୍ବରୁ ପ୍ରବଳ ବର୍ଷା

ଚେନ୍ନାଇ: ସାଇକ୍ଲୋନନ୍ ‘ନିଭାର’କୁ ନଜରରେ ରଖି ତାମିଲନାଡୁ ଏବେ ଆର୍ଲଟରେ। ବୁଧବାର ସକାଳେ ‘ନିଭାର’ ସ୍ଥଳ ଭାଗ ଛୁଇଁବ। ଏହା ପୂର୍ବରୁ ମଙ୍ଗଳବାର ସଂଧ୍ୟାରୁ ପ୍ରବଳ ବର୍ଷା ସହିତ ପବନ ଆରମ୍ଭ ହୋଇଯାଇଛି। ନିଭାର ସ୍ଥଳ ଭାଗ ଛୁଇଁବା ପୂର୍ବରୁ ପବନର ବେଗ ୧୨୦-୧୩୦ କିଲୋମିଟର ଘଣ୍ଟା ପ୍ରତି ରହିବ ବୋଲି ଆକଳନ ହୋଇଛି। ପବନର ବେଗ ସର୍ବାଧିକ ୧୪୦ କିଲୋମିଟର ରହିପାରେ ବୋଲି ଆକଳନ କରାଯାଉଛି। ଏହା ପୂର୍ବରୁ ବୁଧବାର ଛୁଟି ଘୋଷଣା କରିଛନ୍ତି ତାମିଲନାଡୁ […]

cyclone-nivar

cyclone-nivar

Subhransu Sekhar
  • Published: Tuesday, 24 November 2020
  • Updated: 24 November 2020, 11:59 PM IST

ଚେନ୍ନାଇ: ସାଇକ୍ଲୋନନ୍ ‘ନିଭାର’କୁ ନଜରରେ ରଖି ତାମିଲନାଡୁ ଏବେ ଆର୍ଲଟରେ। ବୁଧବାର ସକାଳେ 'ନିଭାର' ସ୍ଥଳ ଭାଗ ଛୁଇଁବ। ଏହା ପୂର୍ବରୁ ମଙ୍ଗଳବାର ସଂଧ୍ୟାରୁ ପ୍ରବଳ ବର୍ଷା ସହିତ ପବନ ଆରମ୍ଭ ହୋଇଯାଇଛି। ନିଭାର ସ୍ଥଳ ଭାଗ ଛୁଇଁବା ପୂର୍ବରୁ ପବନର ବେଗ ୧୨୦-୧୩୦ କିଲୋମିଟର ଘଣ୍ଟା ପ୍ରତି ରହିବ ବୋଲି ଆକଳନ ହୋଇଛି। ପବନର ବେଗ ସର୍ବାଧିକ ୧୪୦ କିଲୋମିଟର ରହିପାରେ ବୋଲି ଆକଳନ କରାଯାଉଛି। ଏହା ପୂର୍ବରୁ ବୁଧବାର ଛୁଟି ଘୋଷଣା କରିଛନ୍ତି ତାମିଲନାଡୁ ସରକାର। ବିପଦକୁ ଦୃଷ୍ଟିରେ ରଖି ପ୍ରଶାସନ ମଧ୍ୟ ସମସ୍ତ ସତର୍କତା ଅବଲମ୍ବନ କରିଛି।

ପାଣିପାଗ ବିଭାଗର ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ନଭେମ୍ବର ୨୫ରେ ଉତ୍ତର ତାମିଲନାଡୁ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ତାମିଲନାଡୁ ଜିଲ୍ଲା ସବୁଠାରୁ ସମ୍ୱେଦନଶୀଳ ବୋଲି ସେ କହିଛନ୍ତି।  ସାଇକ୍ଲୋନ୍ 'ନିଭାର' ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳ ଦେଇ କରାଇକେଲରୁ ଏବଂ ମାମଲାପୁରମ ଦେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦେଇ ସ୍ଥଳ ଭାଗ ଅତିକ୍ରମ କରିବ।

ଏହାପୂର୍ବରୁ ମଙ୍ଗଳବାର ଅପରାହ୍ନରୁ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ଚେନ୍ନାଇରେ ମଧ୍ୟ ୭-୯ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି। ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ପୁଡୁଚେରୀରେ ଏନଡିଆରଏଫର ତିରିଶଟି ଟିମ୍ ନିୟୋଜିତ ହୋଇଥିବା ସୂଚନା ରହିଛି। ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ବଙ୍ଗୋପସାଗରର ଦକ୍ଷିଣ ପଶ୍ଚିମ ଭାଗରେ ଡିପ ଡିପ୍ରେସନ ସୃଷ୍ଟି ହେବାରୁ ' ନିଭାର' ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story