ଦକ୍ଷିଣ କୋରିଆରେ ମର୍ସ ଜୀବାଣୁ ଆତଙ୍କ: ବନ୍ଦ ହେଲା ୭୦୦ ସ୍କୁଲ

ସୋଲ୍: ଦକ୍ଷିଣ କୋରିଆରେ ବ୍ୟାପୁଥିବା ମର୍ସ ଜୀବାଣୁକୁ ଦୃଷ୍ଟିରେ ରଖି ୭୦୦ରୁ ଅଧିକ ସ୍କୁଲକୁ ବନ୍ଦ କରିଦିଆଯାଇଛି । କୋରିଆର ପର୍ଯ୍ୟଟନ ସଙ୍ଗଠନ କହିଛନ୍ତି ଯେ, ୭୦୦୦ ପର୍ଯ୍ୟଟକ ଦକ୍ଷିଣ କୋରିଆ ଯାତ୍ରା ସାମୁହିକ ଭାବେ ସ୍ଥଗିତ କରିଦେଇଛନ୍ତି। ସେଥିମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ ଚୀନ ଓ ତାଇବାନର ଥିଲେ। ମର୍ସ ଜୀବାଣୁରେ ବର୍ତ୍ତମାନ ସୁଦ୍ଧା ୩୫ ଲୋକ ସଂକ୍ରମିତ ହୋଇଥିବାବେଳେ ୨ଜଣଙ୍କର ଏଥିରେ ମୃତ୍ୟୁ ହୋଇଛି। ମର୍ସ ଜୀବାଣୁ ଦିନକୁ ଦିନ ମାରାତ୍ମକ ରୂପ ନେଉଥିବାରୁ ଅନେକ […]

sauidi

sauidi

Rakesh Mallick
  • Published: Thursday, 04 June 2015
  • Updated: 04 May 2017, 03:45 PM IST

Sports

Latest News

ସୋଲ୍: ଦକ୍ଷିଣ କୋରିଆରେ ବ୍ୟାପୁଥିବା ମର୍ସ ଜୀବାଣୁକୁ ଦୃଷ୍ଟିରେ ରଖି ୭୦୦ରୁ ଅଧିକ ସ୍କୁଲକୁ ବନ୍ଦ କରିଦିଆଯାଇଛି । କୋରିଆର ପର୍ଯ୍ୟଟନ ସଙ୍ଗଠନ କହିଛନ୍ତି ଯେ, ୭୦୦୦ ପର୍ଯ୍ୟଟକ ଦକ୍ଷିଣ କୋରିଆ ଯାତ୍ରା ସାମୁହିକ ଭାବେ ସ୍ଥଗିତ କରିଦେଇଛନ୍ତି। ସେଥିମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ ଚୀନ ଓ ତାଇବାନର ଥିଲେ। ମର୍ସ ଜୀବାଣୁରେ ବର୍ତ୍ତମାନ ସୁଦ୍ଧା ୩୫ ଲୋକ ସଂକ୍ରମିତ ହୋଇଥିବାବେଳେ ୨ଜଣଙ୍କର ଏଥିରେ ମୃତ୍ୟୁ ହୋଇଛି। ମର୍ସ ଜୀବାଣୁ ଦିନକୁ ଦିନ ମାରାତ୍ମକ ରୂପ ନେଉଥିବାରୁ ଅନେକ ଲୋକ ନିଜର ଯାତ୍ରା ସ୍ଥଗିତ କରିଦେଇଛନ୍ତି ।

ଦକ୍ଷିଣ କୋରିଆର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଅନୁସାରେ, ମର୍ସ ଜୀବଣୁକୁ ନେଇ ସାଧାରଣରେ ଆତଙ୍କ ଖେଳିଯାଇଛି। ତେଣୁ ୭୦୦ରୁ ଅଧିକ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବାକୁ ପଡିଛି । ମର୍ସ ଭାଇରସରେ ଆଉ ୫ଜଣ ଲୋକ ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ଏହି ସଂଖ୍ୟ ବୃଦ୍ଧି ପାଇ ୩୫ରେ ପହଞ୍ଚିଛି।
ଦେଶରେ ଗତ ମେ ୨୦ରେ ଏହି ଘଟଣା ପ୍ରଥମେ ସାମ୍ନାକୁ ଆସିଥିଲା ।୬୮ ବର୍ଷୀୟ ଜଣେ ବୃଦ୍ଧ ସାଉଦୀ ଆରବ ଯାତ୍ରା ପରେ ସଂକ୍ରମତି ହୋଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story