ରାଜଧାନୀ ରାଜପଥରେ ଏମିତି ଲଢୁଆ ଶୋ’ ଦେଖାଇବେ ବିଏସଏଫ୍‌ ମହିଳା, ଟିମ୍‌ରେ ଅଛନ୍ତି ୬ ଓଡ଼ିଆ

<p>ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ଆସନ୍ତା ସାଧାରଣତନ୍ତ୍ର ଦିବସ ପରେଡ ଉତ୍ସବରେ ଦିଲ୍ଲୀ ରାଜପଥରେ ପ୍ରଥମ ଥର ଲାଗି ଡେୟାର ଡେଭିଲ ସୋ ପ୍ରଦର୍ଶନ କରିବେ। ବିଏସଏଫ୍&zwnj;&nbsp; ମହିଳା ବାଇକର ସ୍କ୍ୱାର୍ଡ଼ ବିଏସଏଫର ଏହି ୨୭ ଜଣିଆ ସ୍କ୍ୱାର୍ଡ଼ରେ ଅଛନ୍ତି ୬ ଓଡ଼ିଆ। ସେମାନେ ହେଲେ ମିତା ହାଁସଦା, ବନୀତା ଦାସ, ରଶ୍ମିତା ଦାସ, କ୍ରିଷ୍ଣା ଗର୍ତ୍ତିଆ, ଅନୁସୂୟା ସାମଲ ଓ ସୁବନ୍ତି । ଏଥିପାଇଁ ସମସ୍ତେ ଚଳାଇଛନ୍ତି ଜୋରଦାର ଅଭ୍ୟାସ । ଭୋର ୪ଟାରୁ ଅଭ୍ୟାସ ପାଇଁ ପହଞ୍ଚି ଯାଉଛନ୍ତି ବାଇକର। &nbsp;ସ୍କ୍ୱାର୍ଡ଼ ପ୍ରଥମ ଥର ପାଇଁ ଏପରି ଶୋ&rsquo;ରେ ଭାଗ ନେଇଥିବାରୁ ସମସ୍ତେ ଗର୍ବିତ ବୋଲି କହିଛନ୍ତି । ସେପଟେ ଏହି ଓଡିଆ ମହିଳା ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ &nbsp;ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।</p>

Ordigital Desk
  • Published: Wednesday, 17 January 2018
  • Updated: 17 January 2018, 09:44 PM IST

Sports

Latest News

<p>ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ଆସନ୍ତା ସାଧାରଣତନ୍ତ୍ର ଦିବସ ପରେଡ ଉତ୍ସବରେ ଦିଲ୍ଲୀ ରାଜପଥରେ ପ୍ରଥମ ଥର ଲାଗି ଡେୟାର ଡେଭିଲ ସୋ ପ୍ରଦର୍ଶନ କରିବେ। ବିଏସଏଫ୍&zwnj;&nbsp; ମହିଳା ବାଇକର ସ୍କ୍ୱାର୍ଡ଼ ବିଏସଏଫର ଏହି ୨୭ ଜଣିଆ ସ୍କ୍ୱାର୍ଡ଼ରେ ଅଛନ୍ତି ୬ ଓଡ଼ିଆ। ସେମାନେ ହେଲେ ମିତା ହାଁସଦା, ବନୀତା ଦାସ, ରଶ୍ମିତା ଦାସ, କ୍ରିଷ୍ଣା ଗର୍ତ୍ତିଆ, ଅନୁସୂୟା ସାମଲ ଓ ସୁବନ୍ତି । ଏଥିପାଇଁ ସମସ୍ତେ ଚଳାଇଛନ୍ତି ଜୋରଦାର ଅଭ୍ୟାସ । ଭୋର ୪ଟାରୁ ଅଭ୍ୟାସ ପାଇଁ ପହଞ୍ଚି ଯାଉଛନ୍ତି ବାଇକର। &nbsp;ସ୍କ୍ୱାର୍ଡ଼ ପ୍ରଥମ ଥର ପାଇଁ ଏପରି ଶୋ&rsquo;ରେ ଭାଗ ନେଇଥିବାରୁ ସମସ୍ତେ ଗର୍ବିତ ବୋଲି କହିଛନ୍ତି । ସେପଟେ ଏହି ଓଡିଆ ମହିଳା ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ &nbsp;ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos