କୃଷି ଆଇନ୍ ଲାଗୁ ପାଇଁ ବିଜ୍ଞପ୍ତି ଜାରି କଲା ଶାସକ ଆପ୍ , ବର୍ଷିଲେ ବିରୋଧୀ

ନୂଆଦିଲ୍ଲୀ: ସେପ୍ଟେମ୍ୱରରେ କେନ୍ଦ୍ର ସରକାର ଆଣିଥିବା ତିନୋଟି କୃଷି ଆଇନକୁ ବିରୋଧ କରି ଚାଷୀ ମାନେ ଧାରଣାରେ ବସିଛନ୍ତି। ଏହାରି ଭିତରେ ଗୋଟିଏ ଆଇନକୁ ଦିଲ୍ଲୀ ସରକାର ଲାଗୁ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଆଉ ଦୁଇଟି ଆଇନ ବାବଦରେ ବିଚାର ବିମର୍ଶ କରୁଛନ୍ତି ଦିଲ୍ଲୀର କେଜ୍ରିଓ୍ୱାଲ ସରକାର। ଏହାକୁ ନେଇ ବିରୋଧୀ ଏବେ ଆମ୍ ଆଦମୀ ପାର୍ଟିକୁ ଘେରିଛନ୍ତି। ବିଜେପି ସାଂସଦ ମନୋଜ ତିଓ୍ୱାରୀ କହିଛନ୍ତି, ଦିଲ୍ଲୀ ସରକାରର ଦୋମୁହାଁ ନୀତି ସାମ୍ନାକୁ ଆସିଛି। […]

DELHI-CM

DELHI-CM

Subhransu Sekhar
  • Published: Wednesday, 02 December 2020
  • Updated: 02 December 2020, 08:30 AM IST

ନୂଆଦିଲ୍ଲୀ: ସେପ୍ଟେମ୍ୱରରେ କେନ୍ଦ୍ର ସରକାର ଆଣିଥିବା ତିନୋଟି କୃଷି ଆଇନକୁ ବିରୋଧ କରି ଚାଷୀ ମାନେ ଧାରଣାରେ ବସିଛନ୍ତି। ଏହାରି ଭିତରେ ଗୋଟିଏ ଆଇନକୁ ଦିଲ୍ଲୀ ସରକାର ଲାଗୁ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଆଉ ଦୁଇଟି ଆଇନ ବାବଦରେ ବିଚାର ବିମର୍ଶ କରୁଛନ୍ତି ଦିଲ୍ଲୀର କେଜ୍ରିଓ୍ୱାଲ ସରକାର। ଏହାକୁ ନେଇ ବିରୋଧୀ ଏବେ ଆମ୍ ଆଦମୀ ପାର୍ଟିକୁ ଘେରିଛନ୍ତି।

ବିଜେପି ସାଂସଦ ମନୋଜ ତିଓ୍ୱାରୀ କହିଛନ୍ତି, ଦିଲ୍ଲୀ ସରକାରର ଦୋମୁହାଁ ନୀତି ସାମ୍ନାକୁ ଆସିଛି। ଗୋଟିଏ ପଟେ ଆଇନକୁ ଲାଗୁ କରୁଛନ୍ତି ଅନ୍ୟପଟେ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ସାରା ଦେଶକୁ ଭ୍ରମିତ କରୁଛି ଆମ୍ ଆଦମୀ ପାର୍ଟି।

ସେହିପରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି, ଚାଷୀ ଧାରଣାରେ ବସିଛନ୍ତି। ଏହି ସମୟରେ କୃଷି ଆଇନକୁ ଲାଗୁ କରିଛନ୍ତି ଦିଲ୍ଲୀ ସରକାର। ଅନ୍ୟପଟେ ଚାଷୀଙ୍କ ଧାରଣାକୁ ଆମ୍ ଆଦମୀ ପାର୍ଟି ସମର୍ଥନ କରୁଛି। ଏହା ଲୋକଦେଖାଣିଆ ଛଡ଼ା କିଛି ନୁହେଁ।

ଜବାବରେ ଆମ୍ ଆଦମୀ ପାର୍ଟି କହିଛି, କେନ୍ଦ୍ରର ଏହି ତିନି ଆଇନ୍ ଲୋକସଭା ଏବଂ ରାଜ୍ୟସଭାରେ ପାରିତ ହେବା ପରେ ରାଷ୍ଟ୍ରପତି ମୋହର ମାରିଛନ୍ତି। ଏହି ବିଲକୁ ଖାରଜ କରିବା ପାଇଁ କୌଣସି ରାଜ୍ୟ ପାଖରେ କ୍ଷମତା ନାହିଁ। କେନ୍ଦ୍ର ସରକାର ହିଁ ଏହି ଆଇନକୁ କେବଳ ପ୍ରତ୍ୟାହାର କରିପାରିବେ। ଏମଏସପିକୁ ନେଇ ଚାଷୀ ମାନେ ଆନ୍ଦୋଳନ କରୁଛନ୍ତି। ଦଳ ଏହାକୁ ସମର୍ଥନ କରୁଛି।

ଦିଲ୍ଲୀ ସରକାର କୃଷକ ଉତ୍ପାଦନ ବାଣିଜ୍ୟ ଏବଂ ବାଣିଜ୍ୟ (ପଦୋନ୍ନତି ଏବଂ ସୁବିଧା)କୁ ଲାଗୁ କରିଥିବା ବେଳେ କୃଷକ (ସଶକ୍ତିକରଣ ଏବଂ ସୁରକ୍ଷା) ଚୁକ୍ତିନାମା, ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ବାବଦରେ ବିଚାର ବିମର୍ଶ କରୁଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story