ସିକିମକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେଲା ଦିଲ୍ଲୀ ସରକାର!

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ସିକିମକୁ ଏକ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେଇଛନ୍ତି। ଭୁଟାନ, ନେପାଳ ଭଳି ସିକିମ୍ ମଧ୍ୟ ଏକ ସ୍ୱାଧୀନ ଦେଶ ବୋଲି ବିଜ୍ଞାପନ ଜରିଆରେ କହିଥିଲା ଦିଲ୍ଲୀ ସରକାର। ହେଲେ ଏହାକୁ ନେଇ ସିକିମ ସରକାର ଆପତ୍ତି ଉଠାଇବା ପରେ ବିବାଦ ଘେରକୁ ଆସିଛନ୍ତି କେଜ୍ରିଓ୍ୱାଲ ସରକାର। ଆଜି ସିକିମର ମୁଖ୍ୟ ଶାସନ ସଚିବ ଦିଲ୍ଲୀ ସରକାରଙ୍କ ଏହି ବିଜ୍ଞାପନକୁ ଉଦ୍ଧୃତ କରି ଏକ ଚିଠି ଲେଖିଥିଲେ। ଯେଉଁଥିରେ ଏଭଳି ବିଜ୍ଞାପନ ସିକିମ୍ ବାସୀଙ୍କୁ […]

KEJRIWAL

KEJRIWAL

Subhransu Sekhar
  • Published: Saturday, 23 May 2020
  • Updated: 23 May 2020, 10:08 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ସିକିମକୁ ଏକ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେଇଛନ୍ତି। ଭୁଟାନ, ନେପାଳ ଭଳି ସିକିମ୍ ମଧ୍ୟ ଏକ ସ୍ୱାଧୀନ ଦେଶ ବୋଲି ବିଜ୍ଞାପନ ଜରିଆରେ କହିଥିଲା ଦିଲ୍ଲୀ ସରକାର। ହେଲେ ଏହାକୁ ନେଇ ସିକିମ ସରକାର ଆପତ୍ତି ଉଠାଇବା ପରେ ବିବାଦ ଘେରକୁ ଆସିଛନ୍ତି କେଜ୍ରିଓ୍ୱାଲ ସରକାର।

ଆଜି ସିକିମର ମୁଖ୍ୟ ଶାସନ ସଚିବ ଦିଲ୍ଲୀ ସରକାରଙ୍କ ଏହି ବିଜ୍ଞାପନକୁ ଉଦ୍ଧୃତ କରି ଏକ ଚିଠି ଲେଖିଥିଲେ। ଯେଉଁଥିରେ ଏଭଳି ବିଜ୍ଞାପନ ସିକିମ୍ ବାସୀଙ୍କୁ ଆଘାତ ଦେଇଛି ବୋଲି ଶାସନ ସଚିବ କହିଥିଲେ। ଦିଲ୍ଲୀରେ ଆତ୍ମରକ୍ଷା ବାହିନୀରେ ନିଯୁକ୍ତ ପାଇଁ ନାମ ପଞ୍ଜିକରଣ କରିବାକୁ ବିଜ୍ଞାପନରେ କହୁଯାଇଥିଲା। ଏହି ବିଜ୍ଞାପନ ଦିଲ୍ଲୀର ଅନେକ ଜାତୀୟ ଖବରକାଗଜରେ ପ୍ରକାଶ ପାଇଥିଲା।

ଏଭଳି ବିଜ୍ଞାପନକୁ ହଟାଇବା ପାଇଁ ଶାସନ ସଚିବ ଚିଠି ଜରିଆରେ କହିଥିଲେ। ଏହାପରେ ସିକିମ୍ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ମୁଧ୍ୟ ଟୁଇଟ୍ କରି ଦିଲ୍ଲୀ ସରକାର ଉପରେ ବର୍ଷିଥିଲେ। ସିକିମ୍ ୧୯୭୫ରେ ଭାରତ ସହିତ ମିଶିଥିଲା। ଆଉ କିଛି ସପ୍ତାହ ପରେ ସିକିମ୍ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଥିବାବେଳେ ଏଭଲି ବିଜ୍ଞାପନ ଆଘାତ ଦେଇଛି ବୋଲି ପ୍ରେମ ସିଂହ କହିଛନ୍ତି।

ବିଜେପି ମଧ୍ୟ ଏହାକୁ ନେଇ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲଙ୍କ କ୍ଷମାପ୍ରାର୍ଥନା ଦାବି କରିଛି। ଜବାବରେ ଶାସକ ଦଳ ଆମ୍ ଆଦମୀ ପାର୍ଟି କହିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଗାଇଡ୍ ଲାଇନ୍ ଅନୁଯାୟୀ ବିଜ୍ଞାପନ ଦିଆଯାଇଛି। ବିରୋଧୀ ବିପତ୍ତି ସମୟରେ ରାଜନୀତି କରିବା ବନ୍ଦ କରନ୍ତୁ ବୋଲି ଆପ୍ କହିଛି।

ତେବେ ଦିଲ୍ଲୀର ଏଲଜି ଅନୀଲ ବାଇଜଲ ଟୁଇଟ୍ କରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କହିଛନ୍ତି। ଯେଉଁ ବରିଷ୍ଠ ଅଧିକାରୀଙ୍କ ପାଇଁ ଏଭଳି ଭୁଲ୍ ବିଜ୍ଞାପନ ପ୍ରକାଶ ପାଇଛି ତାଙ୍କୁ ନିଲମ୍ୱିତ କରପାଯାଇଛି ବୋଲି ଏଲଜି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story