ଅକ୍ଟୋବର ୧ରୁ ବନ୍ଦ ହେବ ମଦ ଦୋକାନ, କେବେ ଖୋଲିବ ଜାଣନ୍ତୁ   

ନୂଆଦିଲ୍ଲୀ: ବନ୍ଦ ହେବ ମଦ ଦୋକାନ। ଆସନ୍ତା ଅକ୍ଟୋବର ୧ ତାରିଖରୁ ନଭେମ୍ବର ପର୍ଯ୍ୟନ୍ତ ରାଜଧାନୀ ଦିଲ୍ଲୀରେ ସମସ୍ତ ଘରୋଇ ମଦ ଦୋକାନ ବନ୍ଦ ରହିବ। କେବଳ ସରକାରୀ ମଦ ଦୋକାନ ଖୋଲା ରହିବ। ନୂତନ ଏକ୍ସାଇଜ୍ ପଲିସିକୁ ନେଇ ଦିଲ୍ଲୀ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଦିଲ୍ଲୀରେ ୭୨୦ରୁ ଅଧିକ ମଦ ଦୋକାନ ଅଛି। ସେଥିମଧ୍ୟରୁ ୨୬୦ଟି ଘରୋଇ ଦୋକାନ ରହିଛି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ କହିବା ଅନୁଯାୟୀ, ନୂତନ ଏକ୍ସାଇଜ୍ ପଲିସି […]

Liquor

Liquor

Tapas Behera
  • Published: Thursday, 30 September 2021
  • Updated: 30 September 2021, 01:25 PM IST

Sports

Latest News

ନୂଆଦିଲ୍ଲୀ: ବନ୍ଦ ହେବ ମଦ ଦୋକାନ। ଆସନ୍ତା ଅକ୍ଟୋବର ୧ ତାରିଖରୁ ନଭେମ୍ବର ପର୍ଯ୍ୟନ୍ତ ରାଜଧାନୀ ଦିଲ୍ଲୀରେ ସମସ୍ତ ଘରୋଇ ମଦ ଦୋକାନ ବନ୍ଦ ରହିବ। କେବଳ ସରକାରୀ ମଦ ଦୋକାନ ଖୋଲା ରହିବ। ନୂତନ ଏକ୍ସାଇଜ୍ ପଲିସିକୁ ନେଇ ଦିଲ୍ଲୀ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଦିଲ୍ଲୀରେ ୭୨୦ରୁ ଅଧିକ ମଦ ଦୋକାନ ଅଛି। ସେଥିମଧ୍ୟରୁ ୨୬୦ଟି ଘରୋଇ ଦୋକାନ ରହିଛି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ କହିବା ଅନୁଯାୟୀ, ନୂତନ ଏକ୍ସାଇଜ୍ ପଲିସି ଅନୁଯାୟୀ ଦିଲ୍ଲୀକୁ ୩୨ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ସେଥିମଧ୍ୟରୁ ୨୦ ଟି ଜୋନ୍‌ରେ ଲାଇସେନ୍ସ ବଣ୍ଟନ ପ୍ରକ୍ରିୟା ସରିଛି।  ଅବଶିଷ୍ଟ ୧୨ଟି ଜୋନରେ କମର୍ସିଆଲ ବିଡ୍ ସରିଛି । ଏନେଇ ଖୁବ୍‌ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଇଛି।  ବନ୍ଦ ଥିବା ଦୋକାନ ଗୁଡ଼ିକ ନଭେମ୍ବର ୧୭ରୁ ନୂଆ ଏକ୍ସାଇଜ୍ ପଲିସି ଅନୁଯାୟୀ ଖୋଲିବ।

ଉକ୍ତ ପଲିସି ଅନୁଯାୟୀ, ସମସ୍ତ ୩୨ ଟି ଜୋନ୍‌ରେ ଲାଇସେନ୍ସ ବଣ୍ଟନ ପରେ ବେସରକାରୀ ମଦ ଦୋକାନର ଲାଇସେନ୍ସକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଏହାକୁ ଆଉ ବଢ଼ାଯିବ ନାହିଁ ବୋଲି କୁହାଯାଇଛି।

ଏହି କାରଣରୁ ଅକ୍ଟୋବର ୧ରୁ ସମସ୍ତ ୨୬୦ଟି ଘରୋଇ ଦୋକାନ ବନ୍ଦ ରହିବ। ନୂତନ ପଲିସି ଅନୁଯାୟୀ ବ୍ୟବସ୍ଥାରେ  ଅନେକ ପରିବର୍ତ୍ତନ କରାଯିବ। ଏହା ସହିତ ମଦ ଦୋକାନଗୁଡିକରେ ଅତି କମରେ ୫୦୦ ବର୍ଗଫୁଟ ସ୍ଥାନ ରହିବା ଆବଶ୍ୟକ।

ବର୍ତ୍ତମାନ ପର୍ଯ୍ୟନ୍ତ ମଦ ଦୋକାନର ଲାଇସେନ୍ସ ଶୁଳ୍କ ୮-୧୦ ଲକ୍ଷ ଟଙ୍କା ଏବଂ ଏକ୍ସାଇଜ୍ ଡ୍ୟୁଟି ୩୦୦ ପ୍ରତିଶତ ଥିଲା। ନୂତନ ଏକ୍ସାଇଜ୍ ପଲିସି ସହିତ ଦିଲ୍ଲୀ ସରକାର ନଭେମ୍ବର ୨୦୨୧ ରୁ ପ୍ରତିବର୍ଷ ପ୍ରାୟ ୩୫୦୦ କୋଟି ଟଙ୍କା ରାଜସ୍ୱ ପାଇବେ  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story