'ଜମାଟୋ' ନାଁରେ ସାଂଘାତିକ ଅଭିଯୋଗ, ଧାରଣାରେ କର୍ମଚାରୀ

ନୂଆଦିଲ୍ଲୀ: ଖାଦ୍ୟ ଡେଲିଭରୀ କରୁଥିବା ସଂସ୍ଥା ‘ଜମାଟୋ’ ବିରୋଧରେ କମ୍ପାନୀର ଡେଲିଭରୀ ବୟ ଆଣିଛନ୍ତି ସାଂଘାତିକ ଅଭିଯୋଗ। କମ୍ପାନୀ ଜୋର ଜବରଦସ୍ତି ଘୁଷୁରୀ ଏବଂ ଗାଈ ମାଂସ ଡେଲିଭରୀ କରାଉଥିବା କର୍ମଚାରୀ ଅଭିଯୋଗ ଆଣି କୋଲକାତାରେ ସପ୍ତାହେ ହେଲା ଧାରଣାରେ ବସିଛନ୍ତି। ପଶ୍ଚିମବଙ୍ଗର ମନ୍ତ୍ରୀ ରାଜୀବ ବାନାର୍ଜୀ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି କୌଣସି ବ୍ୟକ୍ତିକୁ କେହି ବି ତାର ଧର୍ମ ବିରୋଧରେ କାମ କରିବା ପାଇଁ ବାଧ୍ୟ କରିପାରିବେ ନାହିଁ। ସେ ଏହି ଘଟଣାରେ […]

ZOMATTO EMPLOYEE STRIKE

ZOMATTO EMPLOYEE STRIKE

Subhransu Sekhar
  • Published: Sunday, 11 August 2019
  • Updated: 11 August 2019, 06:50 PM IST

Sports

Latest News

ନୂଆଦିଲ୍ଲୀ: ଖାଦ୍ୟ ଡେଲିଭରୀ କରୁଥିବା ସଂସ୍ଥା 'ଜମାଟୋ' ବିରୋଧରେ କମ୍ପାନୀର ଡେଲିଭରୀ ବୟ ଆଣିଛନ୍ତି ସାଂଘାତିକ ଅଭିଯୋଗ। କମ୍ପାନୀ ଜୋର ଜବରଦସ୍ତି ଘୁଷୁରୀ ଏବଂ ଗାଈ ମାଂସ ଡେଲିଭରୀ କରାଉଥିବା କର୍ମଚାରୀ ଅଭିଯୋଗ ଆଣି କୋଲକାତାରେ ସପ୍ତାହେ ହେଲା ଧାରଣାରେ ବସିଛନ୍ତି।

ପଶ୍ଚିମବଙ୍ଗର ମନ୍ତ୍ରୀ ରାଜୀବ ବାନାର୍ଜୀ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି କୌଣସି ବ୍ୟକ୍ତିକୁ କେହି ବି ତାର ଧର୍ମ ବିରୋଧରେ କାମ କରିବା ପାଇଁ ବାଧ୍ୟ କରିପାରିବେ ନାହିଁ। ସେ ଏହି ଘଟଣାରେ ହସ୍ତକ୍ଷେପ କରି କର୍ମଚାରୀଙ୍କ ବିବାଦର ସମାଧାନ କରିବେ ବୋଲି ପ୍ରତିଶ୍ରୁତି  ଦେଇଛନ୍ତି।

ସୂଚନାଯୋଗ୍ୟ, ନିକଟରେ ମଧ୍ୟପ୍ରଦେଶ ଜବଲପୁରରେ ଜଣେ ଗ୍ରାହକ 'ଜମାଟୋ' ଜରିଆରେ ଖାଇବା ଅର୍ଡର କରିଥିଲେ। ହେଲେ ଡେଲିଭରୀ ବୟ ଜଣଙ୍କ ଅଣ ହିନ୍ଦୁ ଥିଲା ବୋଲି ସେ ଡେଲିଭରୀ ବୟକୁ ବଦଳି କରିବା ପାଇଁ ଗ୍ରାହକ କହିଥିଲେ। ଏହାପରେ ସେ ଅର୍ଡର ବାତିଲ୍ କରିଦେଇଥିଲେ। ଏହାପରେ 'ଜମାଟୋ' ସ୍ପଷ୍ଟୀକରଣ ରଖି କହିଥିଲା ଖାଦ୍ୟରେ କୌଣସି ଧର୍ମ ନଥାଏ। ଏହାପରେ ସୋଶାଲ ମିଡିଆରେ 'ଜମାଟୋ' ସପକ୍ଷରେ ଅନେକ ଲୋକ ମତ ରଖିଥିଲେ। ହେଲେ ଏବେ ଜୋରଜବରଦସ୍ତି କର୍ମଚାରୀଙ୍କୁ ସେମାନଙ୍କ ଧର୍ମୀୟ ଭାବନା ଓ ବିଶ୍ୱାସ ବିରୋଧରେ କାମ କରିବାକୁ କହି 'ଜମାଟୋ' ଏକ ବଡ଼ ବିବାଦ ଭିତରକୁ ଟାଣି ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story