ଫଡନାଭିସଙ୍କୁ ହଠାତ୍‌ ଗୁପ୍ତ ଭାବେ ଭେଟିଲେ ସଞ୍ଜୟ ରାଉତ, ଜାଣନ୍ତୁ କାରଣ କ’ଣ

ମୁମ୍ବାଇ: ଆଗକୁ ବିହାର ବିଧାନସଭା ନିର୍ବାଚନ। ଏଥିସହ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ବିଜେପି-ଶିବସେନା ମଧ୍ୟରେ ଛକାପଞ୍ଝା ଚାଲିଥିବା ବେଳେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଶିବସେନା ସାଂସଦ ତଥା ବରିଷ୍ଠ ରାଜନେତା ସଞ୍ଜୟ ରାଉତ ଗୁପ୍ତ ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କୁ ସାକ୍ଷାତ କରିଛନ୍ତି। ଭେଟଘାଟର କାରଣ ଜଣାପଡ଼ି ନଥିଲେ ହେଁ ଏହାକୁ ନେଇ ରାଜନୀତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିଶେଷ କରି ମୁମ୍ବାଇ ଉପକଣ୍ଠରେ ଥିବା ଏକ […]

g

g

Hemant Lenka
  • Published: Saturday, 26 September 2020
  • Updated: 26 September 2020, 09:59 PM IST

Sports

Latest News

ମୁମ୍ବାଇ: ଆଗକୁ ବିହାର ବିଧାନସଭା ନିର୍ବାଚନ। ଏଥିସହ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ବିଜେପି-ଶିବସେନା ମଧ୍ୟରେ ଛକାପଞ୍ଝା ଚାଲିଥିବା ବେଳେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଶିବସେନା ସାଂସଦ ତଥା ବରିଷ୍ଠ ରାଜନେତା ସଞ୍ଜୟ ରାଉତ ଗୁପ୍ତ ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କୁ ସାକ୍ଷାତ କରିଛନ୍ତି।

ଭେଟଘାଟର କାରଣ ଜଣାପଡ଼ି ନଥିଲେ ହେଁ ଏହାକୁ ନେଇ ରାଜନୀତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିଶେଷ କରି ମୁମ୍ବାଇ ଉପକଣ୍ଠରେ ଥିବା ଏକ ହୋଟେଲରେ ସଞ୍ଜୟ ରାଉତ ଓ ଫଡନାଭିସଙ୍କ ମଧ୍ୟରେ ଭେଟଘାଟ ହୋଇଥିବାରୁ ଏହାର ପଛର କାରଣ ଜାଣିବା ପାଇଁ ସମସ୍ତେ ଚାତକ ଭଳି ଚାହିଁ ବସିଛନ୍ତି।

ତେବେ ମହାରାଷ୍ଟ୍ର ବିଜେପି ମୁଖପାତ୍ର କେଶବ ଉପାଧ୍ୟାୟ କହିଛନ୍ତି, ଏହି ଭେଟଘାଟ ପଛରେ କୌଣସି ରାଜନୀତିକ ଉଦ୍ଦେଶ୍ୟ ନାହିଁ। ସଞ୍ଜୟ ରାଉତ ଶିବସେନାର ମୁଖପତ୍ର ସାମ୍‌ନା ପାଇଁ ଫଡନାଭିସଙ୍କ ସାକ୍ଷାତକାର ନେବାକୁ ଚାହୁଁଥିଲେ। ଏଥିପାଇଁ ସେ ତାଙ୍କୁ ଭେଟିଛନ୍ତି।

ଏହି ବୈଠକରେ ଏହା ଉପରେ ହିଁ ଆଲୋଚନା ହୋଇଥିଲା। ବିହାର ବିଧାନସଭା ନିର୍ବାଚନର ତଦାରଖ କାର୍ଯ୍ୟରେ ଫଡନାଭିସ ନିୟୋଜିତ ଅଛନ୍ତି। ତେଣୁ ସେ ନିର୍ବାଚନ ପରେ ହିଁ ସାମ୍‌ନାକୁ ସାକ୍ଷାତକାର ଦେବେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story