ଢାକାରେ ଜଣେ ସନ୍ଦିଗ୍ଧ ଆଇଏସ୍ ଆତଙ୍କୀ ଗିରଫ

ଢାକା: ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ (ଆଇଏସ୍)ର ଜଣେ ସନ୍ଦିଗ୍ଧ ଆତଙ୍କବାଦୀକୁ ବାଂଲାଦେଶ ପୋଲିସ୍ ରାଜଧାନୀ ଢାକାରୁ  ଗିରଫ କରିଛି। ଶନିବାର ରାତିରେ ଏହି ସନ୍ଦିଗ୍ଧ ଆତଙ୍କୀକୁ ଗିରଫ କରାଯାଇଥିବା ବେଳେ ଆଜି ଏହା ଲୋକଲୋଚନକୁ ଆସିଛି। ତେବେ ବାଂଲାଦେଶ ପୋଲିସ ଗିରଫ ବ୍ୟକ୍ତିଙ୍କ ପରିଚୟ ସଂପର୍କରେ କିଛି କହି ନାହିଁ। ପୂର୍ବରୁ ମେ’୨୫ ତାରିଖରେ ମଧ୍ୟ ବାଂଲାଦେଶ ପୋଲିସ୍ ୨ଜଣ ସନ୍ଦିଗ୍ଧ ଆଇଏସ ଆତଙ୍କୀଙ୍କୁ ଗିରଫ କରିଥିଲା। ଢାକାର ଉତ୍ତାରା ଓ ଲାଲମାଟିଆ ଅଞ୍ଚଳରୁ ଏହି […]

isis

isis

Rakesh Mallick
  • Published: Sunday, 31 May 2015
  • Updated: 04 May 2017, 03:45 PM IST

Sports

Latest News

ଢାକା: ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ (ଆଇଏସ୍)ର ଜଣେ ସନ୍ଦିଗ୍ଧ ଆତଙ୍କବାଦୀକୁ ବାଂଲାଦେଶ ପୋଲିସ୍ ରାଜଧାନୀ ଢାକାରୁ  ଗିରଫ କରିଛି। ଶନିବାର ରାତିରେ ଏହି ସନ୍ଦିଗ୍ଧ ଆତଙ୍କୀକୁ ଗିରଫ କରାଯାଇଥିବା ବେଳେ ଆଜି ଏହା ଲୋକଲୋଚନକୁ ଆସିଛି। ତେବେ ବାଂଲାଦେଶ ପୋଲିସ ଗିରଫ ବ୍ୟକ୍ତିଙ୍କ ପରିଚୟ ସଂପର୍କରେ କିଛି କହି ନାହିଁ।

ପୂର୍ବରୁ ମେ’୨୫ ତାରିଖରେ ମଧ୍ୟ ବାଂଲାଦେଶ ପୋଲିସ୍ ୨ଜଣ ସନ୍ଦିଗ୍ଧ ଆଇଏସ ଆତଙ୍କୀଙ୍କୁ ଗିରଫ କରିଥିଲା। ଢାକାର ଉତ୍ତାରା ଓ ଲାଲମାଟିଆ ଅଞ୍ଚଳରୁ ଏହି ଦୁଇ ସନ୍ଦିଗ୍ଧ ଆତଙ୍କୀଙ୍କୁ ଗିରଫ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story