ଆପଣଙ୍କ ଭୋଟର ପରିଚୟ ପତ୍ର ହେବ ଡିଜିଟାଲ !

ନୂଆଦିଲ୍ଲୀ: ଖୁବଶୀଘ୍ର ଭୋଟର ଆଇକାର୍ଡ ବା ପରିଚୟ ପତ୍ର ଡିଜିଟାଲ କାର୍ଡରେ ଉପଲବ୍ଧ ହୋଇପାରେ। ଏ ନେଇ ନିର୍ବାଚନ କମିଶନ ପ୍ରସ୍ତୁତି ଚଳାଇଛନ୍ତି। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନି। ବିଭିନ୍ନ ରାଜ୍ୟର ନିର୍ବାଚନ କମିଶନ ଏବଂ ଅନ୍ୟାନ୍ୟ ଆଡ଼ୁ ଏ ନେଇ ପ୍ରସ୍ତାବ ମଗାଯାଇଥିଲା। ଏବେ ଏହି ପ୍ରସ୍ତାବ ବାବଦରେ ନିର୍ବାଚନ କମିଶନ ବିଚାର କରୁଛନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି। ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାନ୍ କାର୍ଡ, ଆଧାର କାର୍ଡ ଡିଜିଟାଲ କାର୍ଡ ଭାବରେ […]

voter-id-card

voter-id-card

Subhransu Sekhar
  • Published: Sunday, 13 December 2020
  • Updated: 13 December 2020, 01:55 PM IST

Sports

Latest News

ନୂଆଦିଲ୍ଲୀ: ଖୁବଶୀଘ୍ର ଭୋଟର ଆଇକାର୍ଡ ବା ପରିଚୟ ପତ୍ର ଡିଜିଟାଲ କାର୍ଡରେ ଉପଲବ୍ଧ ହୋଇପାରେ। ଏ ନେଇ ନିର୍ବାଚନ କମିଶନ ପ୍ରସ୍ତୁତି ଚଳାଇଛନ୍ତି। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନି। ବିଭିନ୍ନ ରାଜ୍ୟର ନିର୍ବାଚନ କମିଶନ ଏବଂ ଅନ୍ୟାନ୍ୟ ଆଡ଼ୁ ଏ ନେଇ ପ୍ରସ୍ତାବ ମଗାଯାଇଥିଲା। ଏବେ ଏହି ପ୍ରସ୍ତାବ ବାବଦରେ ନିର୍ବାଚନ କମିଶନ ବିଚାର କରୁଛନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି।

ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାନ୍ କାର୍ଡ, ଆଧାର କାର୍ଡ ଡିଜିଟାଲ କାର୍ଡ ଭାବରେ ବ୍ୟବହାର ହେଉଛି। ତେଣୁ ଭୋଟର ଆଇକାର୍ଡକୁ ଡିଜିଟାଲ ଜରିଆରେ କରିବା ପାଇଁ ସକାରାତ୍ମକ ଭାବରେ ବିଚାର କରାଯାଉଛି। ଏମିତି ହେଲେ ଭୋଟର ନିଜ ପରିଚୟ ପତ୍ରକୁ ମୋବାଇ, ଇ-ମେଲ୍ ଆଦିରେ ରଖିପାରିବେ।

ସାଧାରଣତଃ ଏବେର ଭୋଟର ଆଇକାର୍ଡ଼ରେ ଫଟୋ ଠିକ୍ ସେ ଦେଖାଯାଏ ନାହିଁ। ତେଣୁ ଡିଜିଟାଲ ଫଟୋ ହେଲେ ଠିକ୍ ଭାବରେ ଦେଖାଯିବ। ଅନ୍ୟପଟେ ଭୋଟର ଆଇ କାର୍ଡ ଚିରି ଗଲେ କିମ୍ୱା ହଜିଗଲେ ପନଃ ଆବେଦନ କରି ପାଇବା ସମୟ ସାପେକ୍ଷ। ତେଣୁ ଡିଜିଟାଲ ଭୋଟର ଆଇକାର୍ଡ ଥିଲେ ଏସବୁ ଝିଞ୍ଜଟ ଆଉ ନଥିବ।

ସୂଚନାଯୋଗ୍ୟ, ୧୯୯୩ ମସିହାରେ ପ୍ରଥମେ ଭୋଟର ଫଟୋ ଯୁକ୍ତ ପରିଚୟ ପତ୍ର ତିଆରି ହୋଇଥିଲା। ସେତେବେଳେ ଘରର ଠିକଣା ଏବଂ ବାପା, ମାଙ୍କ ନାମ ହିଁ ପରିଚୟ ପତ୍ର ତିଆରିର ମାପଦଣ୍ଡ ଥିଲା। ସେତେବେଳେ ମୁଖ୍ୟ ନିର୍ବାଚନ କମିଶନର ଟିଏନ ଶେଷନ ଥିଲେ। ଯିଏକି ଲାଗୁ କରାଇଥିଲେ ଏପରି ଭୋଟର ପରିଚୟ ପତ୍ର। ଏହା ପୂର୍ବରୁ ବିନା ଫଟୋରେ ପରିଚୟ ପତ୍ର ଥିଲା। ହେଲେ ନିର୍ବାଚନ ସମୟରେ ଅନିୟମିତତା ହେଉଥିବା ଦେଖି ଫଟୋ ଯୁକ୍ତ ପରିଚୟ ପତ୍ର ପାଇଁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story