ଆମେରିକାରେ ହିଂସା, ବଙ୍କର ଭିତରେ ଡୋନାଲ୍ଡ ଟ୍ରମ୍ପ

ଓ୍ୱାଶିଂଟନ: ଆମେରିକାରେ କୃଷ୍ନକାୟ ବ୍ୟକ୍ତି ଜର୍ଜ ପୋଲାଡ଼ଙ୍କ ମୃତ୍ୟୁ ପରେ ୩୦ଟି ସହରକୁ ବ୍ୟାପିଛି ହିଂସା। ରବିବାର ହ୍ୱାଇଟ୍ ହାଉସରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ରାଜଧାନୀ ଓ୍ୱାଶିଂଟନରେ ସ୍ଥିତି ଏମିତି ହୋଇଛି ଯେ, ମେୟର ରାତି ୧୧ଟାରୁ ସକାଳ ୬ଟା ଯାଏ କର୍ଫ୍ୟୁ ଲାଗୁ କରିଛନ୍ତି। ଅନ୍ୟପଟେ ହ୍ୱାଇଟ୍ ହାଉସ ପାଖରେ ଲଗାତର ତିନି ଦିନ ଧରି କୃଷ୍ନକାୟ ମାନେ ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ମାମଲା ଗମ୍ଭୀର ହେଉଥିବା ଦେଖି ଆମେରିକା ରାଷ୍ଟ୍ରପତି […]

white house bunker

white house bunker

Subhransu Sekhar
  • Published: Monday, 01 June 2020
  • Updated: 01 June 2020, 07:57 PM IST

Sports

Latest News

ଓ୍ୱାଶିଂଟନ: ଆମେରିକାରେ କୃଷ୍ନକାୟ ବ୍ୟକ୍ତି ଜର୍ଜ ପୋଲାଡ଼ଙ୍କ ମୃତ୍ୟୁ ପରେ ୩୦ଟି ସହରକୁ ବ୍ୟାପିଛି ହିଂସା। ରବିବାର ହ୍ୱାଇଟ୍ ହାଉସରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ରାଜଧାନୀ ଓ୍ୱାଶିଂଟନରେ ସ୍ଥିତି ଏମିତି ହୋଇଛି ଯେ, ମେୟର ରାତି ୧୧ଟାରୁ ସକାଳ ୬ଟା ଯାଏ କର୍ଫ୍ୟୁ ଲାଗୁ କରିଛନ୍ତି। ଅନ୍ୟପଟେ ହ୍ୱାଇଟ୍ ହାଉସ ପାଖରେ ଲଗାତର ତିନି ଦିନ ଧରି କୃଷ୍ନକାୟ ମାନେ ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ମାମଲା ଗମ୍ଭୀର ହେଉଥିବା ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ହ୍ୱାଇଟ୍ ହାଉସ ଭିତରେ ଥିବା ସୁରକ୍ଷା ବଙ୍କର ମଧ୍ୟରେ ଲୁଚିଥିବା ଜଣାପଡ଼ିଛି। ତେବେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଘଉଡାଇ ଦେଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ ସୋମବାର ମିନେପୋଲିସରେ ଏକ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲଏଡଙ୍କ ଥାର୍ଡ ଡିଗ୍ରୀରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଏହାପରେ ସରକାର ବିରୋଧରେ ବିଦ୍ରୋହ ତେଜିଛି। କୃଷ୍ନକାୟ ପ୍ରସଙ୍ଗରେ ବିବାଦ ଘେରରେ ରହୁଥିବା ଟ୍ରମ୍ପ ସରକାର ନିର୍ବାଚନ ବେଳେ ପୁଣି ଥରେ ଅଡ଼ୁଆରେ ପଡ଼ିଛନ୍ତି। ଲୋକଙ୍କ ଭିତରେ ଥିବା ବିଦ୍ରୋହର ନିଆଁ ଏବେ ସହରକୁ ସହର ଡେଇଁଛି। ହଜାର ହଜାର ଆମେରିକୀୟ ରାସ୍ତାକୁ ଆସି ନାରାବାଜି କରିଛନ୍ତି। ତେବେ ସ୍ଥିତି ଅଣାୟତ ହେଉଥିବା ଦେଖି ଆମେରିକାର ଅନେକ ସହରରେ ଜାରି ହୋଇଛି କର୍ଫ୍ୟୁ। ଲୋକମାନଙ୍କ ବାହାରକୁ ଯିବା ଉପରେ କଟକଣା ଜାରି କରିଛି ଟ୍ରମ୍ପ ସରକାର। ଏହାବାଦ ବିକ୍ଷୋଭକାରୀଙ୍କୁ ରୋକିବାକୁ ଯାଇ ଲୁହବୁହା ଗ୍ୟାସ ସହ ଲାଠିଚାଳନା କରିଛି ପୁଲିସ୍। ମିନେପୋଲିସରେ ପ୍ରଥମେ ଏହି ହିଂସା ଦେଖାଦେଇଥିଲା।

ପୁଲିସ ଏବେ ୧୪୦୦ରୁ ଅଧିକ ଲୋକଙ୍କୁ ଗିରଫ କରିଥିବା ସୂଚନା ରହିଛି। କାଲିଫର୍ଣ୍ଣିଆ, କଲୋରଡୋ, ଫ୍ଲୋରିଡା, ଜର୍ଜିଆ, ଇଲିନୋଇସ୍, କେଣ୍ଟୁକି, ମିନେସୋଟା, ନ୍ୟୁୟର୍କ, ଓହିଓ, ଓରେଗନ୍, ପେନସିଲଭାନିଆ, ଦକ୍ଷିଣ କ୍ୟାରୋଲିନା, ଟେନେସୀ, ଉଟାହ, ୱାଶିଂଟନ୍, ୱିସ୍କୋସିନ୍ ଆଦି ସ୍ଥାନରେ ଏହି ବିଦ୍ରୋହ ପହଞ୍ଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story