ଆଣ୍ଡାମାନରେ ଭୂକମ୍ପ

ନୂଆଦିଲ୍ଲୀ: ଆଣ୍ଡାମାନ ଦ୍ୱୀପପୁଞ୍ଜରେ ଆଜି ସକାଳେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର୍ ସ୍କେଲ୍ରେ ଏହାର ତୀବ୍ରତା ୪. ୮ ରହିଥିଲା। ସକାଳ ୬ଟା ୪୪ ମିନିଟ୍‌ରେ ଏହି ଭୂକମ୍ପ ହୋଇଥିଲା। କମ୍ ତୀବ୍ରତା ଯୋଗୁ ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଫେବୃଆରୀ ୧୩ ତାରିଖରେ ମଧ୍ୟ ଆଣ୍ଡାମାନ ଦ୍ୱୀପପୁଞ୍ଜରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର୍ ସ୍କେଲ୍ରେ ଏହାର ତୀବ୍ରତା ୪. ୫ ଥିଲା।

andaman

andaman

Jitendra Garnayak
  • Published: Monday, 11 March 2019
  • Updated: 11 March 2019, 12:09 PM IST

Sports

Latest News

ନୂଆଦିଲ୍ଲୀ: ଆଣ୍ଡାମାନ ଦ୍ୱୀପପୁଞ୍ଜରେ ଆଜି ସକାଳେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର୍ ସ୍କେଲ୍ରେ ଏହାର ତୀବ୍ରତା ୪. ୮ ରହିଥିଲା। ସକାଳ ୬ଟା ୪୪ ମିନିଟ୍‌ରେ ଏହି ଭୂକମ୍ପ ହୋଇଥିଲା।

କମ୍ ତୀବ୍ରତା ଯୋଗୁ ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଫେବୃଆରୀ ୧୩ ତାରିଖରେ ମଧ୍ୟ ଆଣ୍ଡାମାନ ଦ୍ୱୀପପୁଞ୍ଜରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର୍ ସ୍କେଲ୍ରେ ଏହାର ତୀବ୍ରତା ୪. ୫ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story