୨୪ ଘଣ୍ଟା ମଧ୍ୟରେ ସାଧ୍ୱୀ ପ୍ରଜ୍ଞାଙ୍କୁ ଦ୍ୱିତୀୟ ନୋଟିସ୍‌

ଭୋପାଲ: ମଧ୍ୟପ୍ରଦେଶର ଭୋପାଲ ଲୋକସଭା ଆସନର ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ନିର୍ବାଚନ ଅଧିକାରୀ ନୋଟିସ୍ ପଠାଇଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସେ ବାବ୍ରି ମସ୍‌ଜିଦ୍ ଭଙ୍ଗା ଘଟଣାକୁ ନେଇ ଯେଉଁ ପ୍ରତିକ୍ରିୟା ରଖିଥିଲେ, ତାକୁ ଆଧାର କରି ଭୋପାଲ ଜିଲ୍ଲା ନିର୍ବାଚନ ଅଧିକାରୀ ତାଙ୍କୁ ଏହି ନୋଟିସ୍‌ ପଠାଇଛନ୍ତି। ଦିନକ ଭିତରେ ଜବାବ ଦେବାକୁ ତାଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। Bhopal District […]

election commision notice to sadhwi

election commision notice to sadhwi

Subhransu Sekhar
  • Published: Sunday, 21 April 2019
  • Updated: 21 April 2019, 12:15 PM IST

Sports

Latest News

ଭୋପାଲ: ମଧ୍ୟପ୍ରଦେଶର ଭୋପାଲ ଲୋକସଭା ଆସନର ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ନିର୍ବାଚନ ଅଧିକାରୀ ନୋଟିସ୍ ପଠାଇଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସେ ବାବ୍ରି ମସ୍‌ଜିଦ୍ ଭଙ୍ଗା ଘଟଣାକୁ ନେଇ ଯେଉଁ ପ୍ରତିକ୍ରିୟା ରଖିଥିଲେ, ତାକୁ ଆଧାର କରି ଭୋପାଲ ଜିଲ୍ଲା ନିର୍ବାଚନ ଅଧିକାରୀ ତାଙ୍କୁ ଏହି ନୋଟିସ୍‌ ପଠାଇଛନ୍ତି। ଦିନକ ଭିତରେ ଜବାବ ଦେବାକୁ ତାଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି।

କ’ଣ କହିଥିଲେ ସାଧ୍ୱୀ ପ୍ରଜ୍ଞା ଠାକୁର

'ବାବ୍ରି ମସଜିଦ୍ ଭଙ୍ଗା ଘଟଣାରେ ମୁଁ ସମ୍ପୃକ୍ତ ଥିଲି। ମୁଁ ନିଜେ ଅଯୋଧ୍ୟା ଯିବି ଏବଂ ରାମ ମନ୍ଦିର ନିର୍ମାଣ କରିବାରେ ସହଯୋଗର ହାତ ବଢ଼ାଇବି। କେହି ମୋତେ ଅଟକାଇ ପାରିବେ ନାହିଁ।'

ନିର୍ବାଚନ ବେଳେ ସାଧ୍ୱୀ ପ୍ରଜ୍ଞା ଏପରି ବୟାନ ଦେଇଥିବାରୁ ଏହା ଆଚରଣ ବିଧି ଉଲ୍ଲଂଘନ କରୁଥିବା ଦର୍ଶାଇ ନିର୍ବାଚନ ଅଧିକାରୀ ନୋଟିସ୍‌ ପଠାଇଛନ୍ତି।

ଏହା ପୂର୍ବରୁ ସେ ସହିଦ ହେମନ୍ତ କରକରେଙ୍କୁ ନେଇ ବିବାଦୀୟ ବୟାନ ଦେଇଥିବାରୁ ନିର୍ବାଚନ କମିଶନ୍‌ ଗତକାଲି ନୋଟିସ୍‌ ପଠାଇଥିଲେ। ଭୋପାଲରେ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବା ବେଳେ ସାଧ୍ୱୀ ପ୍ରଜ୍ଞା କହିଥିଲେ,“ସହିଦ କରକରେ ମୋତେ ମାଲେଗାଁଓ ବିସ୍ଫୋରଣ ଘଟଣାରେ ନିର୍ଯାତନା ଦେଇଥିଲେ। ଏଥିପାଇଁ ମୁଁ ତାଙ୍କୁ ଅଭିଶାପ ଦେଇଥିଲି। ଏହାପରେ ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା।”

ସାଧ୍ୱୀ ଆଜି ଏହି ନୋଟିସ୍‌ର ଜବାବ ରଖିବେ।

ତେବେ ଏହି ବୟାନକୁ ନେଇ ବିଭିନ୍ନ ବର୍ଗର ଲୋକେ ଅସନ୍ତୋଷ ଜାହିର କରିବା ପରେ ସେ କ୍ଷମା ପ୍ରାର୍ଥନା କରିଥିଲେ। ସେ କହିଥିଲେ, “ଯଦି ମୋ ମନ୍ତବ୍ୟ ଶତ୍ରୁମାନଙ୍କୁ ଖୁସି କରୁଛି, ମୁଁ ମୋ ମନ୍ତବ୍ୟ ଫେରାଇ ନେଉଛି। ମୁଁ କ୍ଷମା ମଧ୍ୟ ମାଗୁଛି। ଆମ ମନ୍ତବ୍ୟ ଶତ୍ରୁଙ୍କୁ ଖୁସି କରାଇବା ଭଳି ହେବା ଅନୁଚିତ। ମୁଁ ଯେଉଁ ଯନ୍ତ୍ରଣା ଦେଇ ଗତି କରିଛି ତାହା ଫେରିପାଇବା ସମ୍ଭବ ନୁହେଁ। କିନ୍ତୁ ହେମନ୍ତ ଜଣେ ସହିଦ।”

ତେବେ ସାଧ୍ୱୀଙ୍କ ଏହି ମନ୍ତବ୍ୟକୁ ନେଇ ଶୁକ୍ରବାର ତାଙ୍କ ଦଳ ବିଜେପି ସ୍ପଷ୍ଟୀକରଣ ରଖିଥିଲା, ସାଧ୍ୱୀ ଦେଇଥିବା ମନ୍ତବ୍ୟ ତାଙ୍କ ନିଜସ୍ୱ, ଏହା ଦଳର ମତ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story