ଦେଶର ୩୦୦ ଶାଖା ବ୍ୟାଙ୍କକୁ ନୋଟିସ୍‌ ପଠାଇଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ନୂଆଦିଲ୍ଲୀ: ଦେଶର ୩୦୦ ଶାଖା ବ୍ୟାଙ୍କକୁ ବିମୁଦ୍ରାକରଣ ପରେ ଶାଖା ବ୍ୟାଙ୍କର କର୍ମଚାରୀଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଟଙ୍କା ନେଣ ଦେଣ ହିସାବ ଦେବା ପାଇଁ ନୋଟିସ୍‌ ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏହି ହିସାବ ଆସନ୍ତା ଦୁଇ ଦିନ ମଧ୍ୟରେ ଦେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ କୁହାଯାଇଛି। ନୋଟିସ୍‌ ପଠାଯାଇଥିବା ଏହି ବ୍ୟାଙ୍କ ଗୁଡ଼ିକରେ ବହୁ ମାତ୍ରାରେ କଳା ଧନ ଜମା ହୋଇଥିବା ସୂଚନା ରହିଛି। ଅଧିକାଂଶ ଶାଖା ବ୍ୟାଙ୍କରେ ଅନ୍‌ଲାଇନ୍‌ ଡାଟା ମ୍ୟାନେଜମେଣ୍ଟର […]

old-notes

old-notes

Rakesh Mallick
  • Published: Tuesday, 20 December 2016
  • Updated: 20 December 2016, 05:44 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ୩୦୦ ଶାଖା ବ୍ୟାଙ୍କକୁ ବିମୁଦ୍ରାକରଣ ପରେ ଶାଖା ବ୍ୟାଙ୍କର କର୍ମଚାରୀଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଟଙ୍କା ନେଣ ଦେଣ ହିସାବ ଦେବା ପାଇଁ ନୋଟିସ୍‌ ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏହି ହିସାବ ଆସନ୍ତା ଦୁଇ ଦିନ ମଧ୍ୟରେ ଦେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ କୁହାଯାଇଛି।

ନୋଟିସ୍‌ ପଠାଯାଇଥିବା ଏହି ବ୍ୟାଙ୍କ ଗୁଡ଼ିକରେ ବହୁ ମାତ୍ରାରେ କଳା ଧନ ଜମା ହୋଇଥିବା ସୂଚନା ରହିଛି। ଅଧିକାଂଶ ଶାଖା ବ୍ୟାଙ୍କରେ ଅନ୍‌ଲାଇନ୍‌ ଡାଟା ମ୍ୟାନେଜମେଣ୍ଟର ସୁବିଧା ନଥିବାରୁ ଏଠାରେ ଟଙ୍କା ନେଣ ଦେଣ ପୁରୁଣା ମାନୁଆଲ ସିଷ୍ଟମରେ କରାଯାଇଛି।

କିଛି ଶାଖା ବ୍ୟାଙ୍କରେ ଟଙ୍କାର ଘୋଟାଲାକୁ ନେଇ ଖବର ଆସିବା ପରେ ଏହି ବ୍ୟାଙ୍କ ଗୁଡ଼ିକରେ ପୁରୁଣା ୧୦୦୦ ଓ ୫୦୦ ଟଙ୍କିଆ ନୋଟ୍‌ ବଦଳକୁ ଆରବିଆଇ ବନ୍ଦ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story