ଆଜି ଘୋଷଣା ହେବ ନିର୍ବାଚନ ତାରିଖ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ଘୋଷଣା ହେବ ତାରିଖ। ତା’ସହିତ ଓଡ଼ିଶା ସମେତ ଚାରୋଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଆଜି ତାରିଖ ଘୋଷଣା କରାଯିବ। ମିଳିଥିବା ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ୫ଟାରେ ନିର୍ବାଚନ କମିଶନ ଏକ ସାମ୍ବାଦିକ ସମ୍ମିଳନୀ କରିବେ। ଏଥିରେ ନିର୍ବାଚନ ତାରିଖ ଘୋଷଣା କରାଯିବ। ଆସନ୍ତା ଜୁନ୍‌ ୩ ତାରିଖରେ ଚଳିତ ଲୋକସଭାର କାର୍ଯ୍ୟକାଳ ଶେଷ ହେଉଛି। ତେଣୁ ମେ’ ସୁଦ୍ଧା ନିର୍ବାଚନ ଅନୁଷ୍ଠିତ […]

news

news

Jitendra Garnayak
  • Published: Sunday, 10 March 2019
  • Updated: 10 March 2019, 12:19 PM IST

Sports

Latest News

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ଘୋଷଣା ହେବ ତାରିଖ। ତା’ସହିତ ଓଡ଼ିଶା ସମେତ ଚାରୋଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଆଜି ତାରିଖ ଘୋଷଣା କରାଯିବ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ୫ଟାରେ ନିର୍ବାଚନ କମିଶନ ଏକ ସାମ୍ବାଦିକ ସମ୍ମିଳନୀ କରିବେ। ଏଥିରେ ନିର୍ବାଚନ ତାରିଖ ଘୋଷଣା କରାଯିବ।

ଆସନ୍ତା ଜୁନ୍‌ ୩ ତାରିଖରେ ଚଳିତ ଲୋକସଭାର କାର୍ଯ୍ୟକାଳ ଶେଷ ହେଉଛି। ତେଣୁ ମେ’ ସୁଦ୍ଧା ନିର୍ବାଚନ ଅନୁଷ୍ଠିତ ହେବ।

ଓଡ଼ିଶା ସହିତ ଅରୁଣାଚଳ ପ୍ରଦେଶ, ଆନ୍ଧ୍ର ପ୍ରଦେଶ ଓ ସିକିମ୍‌ରେ ଲୋକସଭା ସହିତ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ।

ଏହି ଚାରୋଟି ରାଜ୍ୟ ସହ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବି ନିର୍ବାଚନ ତାରିଖ ଘୋଷଣା କରାଯାଇପାରେ। କାରଣ ଜମ୍ମୁ-କଶ୍ମୀରରେ ବିଧାନସଭା ଭାଙ୍ଗି ଦିଆଯାଇଛି। ଏବେ ସେଠାରେ ରାଜ୍ୟପାଳ ସବୁକଥା ବୁଝୁଛନ୍ତି। ତେବେ ବିଧାନସଭା ଭଙ୍ଗ ହୋଇସାରିଥିବାରୁ ଏଠାରେ ୬ ମାସ ଭିତରେ ଆଉ ଥରେ ନିର୍ବାଚନ ହେବା କଥା। ଆସନ୍ତା ମେ’ ମାସରେ ଏହି ଅବଧି ସରିଯାଉଛି। ତେବେ ଭାରତ-ପାକିସ୍ତାନ ସୀମାରେ ସ୍ଥିତିକୁ ଅନୁଧ୍ୟାନ କରି ଏଠାରେ ନିର୍ବାଚନ କମିଶନ ନିର୍ବାଚନ କରାଇବା ନେଇ ନିଷ୍ପତ୍ତି ନେବେ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ଆଜି ୩୯ଟି ଦଳର ଚିହ୍ନକୁ ସ୍ୱୀକୃତି ମିଳିଛି। ଭାରତୀୟ ନିର୍ବାଚନ କମିଶନ୍‌ଙ୍କ ପକ୍ଷରୁ ପଞ୍ଜୀକୃତ ଓ ଅଣ ସ୍ୱୀକୃତ ରାଜନୈତିକ ଦଳର ଚିହ୍ନକୁ ସ୍ୱୀକୃତି ଦିଆଯାଇଛି। ଏହି ସମସ୍ତ ଦଳ ଆସନ୍ତା ସାଧାରଣ ନିର୍ବାଚନରେ ନିର୍ବାଚନ ଲଢ଼ିବେ। ଏହି ସମସ୍ତ ଦଳ ପକ୍ଷରୁ ନିର୍ବାଚନ କମିଶନ୍‌ଙ୍କୁ ନିର୍ବାଚନୀ ଚିହ୍ନ ପାଇଁ ଆବେଦନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story