ଖୁବ୍‌ ଶୀଘ୍ର ଛାଡ଼ିଦେବି ଟ୍ୱିଟର ସିଇଓ ପଦ, ଜଣେ ବୋକାକୁ ଦାୟିତ୍ୱ ଦେବି: ଏଲନ ମସ୍କ

ସାନ ଫ୍ରାନ୍ସିକୋ: ଖୁବ୍‌ ଶୀଘ୍ର ଟ୍ୱିଟର ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ(ସିଇଓ) ପଦ ଛାଡ଼ି ଦେବେ ଏହାର ନୂଆ ମାଲିକ ଏଲନ ମସ୍କ। ଏନେଇ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏହି ସ୍ଥାନରେ ଅନ୍ୟଜଣଙ୍କୁ ବସାଇବେ। ଏଥିପାଇଁ ସେ ଯେତେ ଶୀଘ୍ର ସମ୍ଭବ ଜଣେ ବୋକା ଲୋକଙ୍କୁ ଖୋଜି ଏହି ଦାୟିତ୍ୱ ଦେବେ ବୋଲି ଟ୍ୱିଟ୍‌ରେ ଲେଖିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏଥିସହ ଟ୍ୱିଟ୍‌ରେ ସେ ଆହୁରି ଲେଖିଛନ୍ତି, ସିଇଓ ପଦ ଛାଡ଼ିବା […]

twitter

twitter

Niranjan Mishra
  • Published: Wednesday, 21 December 2022
  • Updated: 21 December 2022, 08:53 AM IST

Sports

Latest News

ସାନ ଫ୍ରାନ୍ସିକୋ: ଖୁବ୍‌ ଶୀଘ୍ର ଟ୍ୱିଟର ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ(ସିଇଓ) ପଦ ଛାଡ଼ି ଦେବେ ଏହାର ନୂଆ ମାଲିକ ଏଲନ ମସ୍କ। ଏନେଇ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏହି ସ୍ଥାନରେ ଅନ୍ୟଜଣଙ୍କୁ ବସାଇବେ। ଏଥିପାଇଁ ସେ ଯେତେ ଶୀଘ୍ର ସମ୍ଭବ ଜଣେ ବୋକା ଲୋକଙ୍କୁ ଖୋଜି ଏହି ଦାୟିତ୍ୱ ଦେବେ ବୋଲି ଟ୍ୱିଟ୍‌ରେ ଲେଖିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଏଥିସହ ଟ୍ୱିଟ୍‌ରେ ସେ ଆହୁରି ଲେଖିଛନ୍ତି, ସିଇଓ ପଦ ଛାଡ଼ିବା ପରେ ସେ ସଫ୍ଟୱେର ଓ ସରବର ଟିମ୍‌ର କାମ ଦେଖିବେ।

ଟ୍ୱିଟର ମୁଖିଆ ପଦରୁ ସେ ହଟିଯିବା ଉଚିତ୍ କି ? ଏଭଳି ଏକ ପ୍ରଶ୍ନ ସେ ଚଳିତ ମାସ ୧୯ ତାରିଖରେ ଟ୍ୱିଟ୍‌ରେ ଲୋକଙ୍କୁ ପଚାରି ନିଜ ଗୋଡ଼ରେ କୁରାଢ଼ି ମାରିଥିଲେ। ଲୋକଙ୍କ ମତାମତ ମିଳିବା ପରେ ଆବଶ୍ୟକ ହେଲେ ସେ ମୁଖ୍ୟ ପଦରୁ ହଟିଯିବେ ବୋଲି ଲେଖିଥିଲେ। ମିଳିଥିବା ୧ କୋଟି ୭୫ ଲକ୍ଷରୁ ଅଧିକ ମରାମତ ମଧ୍ୟରୁ ୫୭.୫ ଲୋକ ହଁ ଓ ୪୨.୫ ନାଁରେ ଉତ୍ତର ଦେଇଥିଲେ। ଶେଷରେ ଆଜି ସକାଳେ ପ୍ରାୟ ୭ଟା ବେଳେ ସେ ଖୁବ୍‌ ଶୀଘ୍ର ଟ୍ୱିଟର ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ(ସିଇଓ) ପଦ ଛାଡ଼ି ଦେବେ ବୋଲି ଟ୍ୱିଟ କରି ଲେଖିଛନ୍ତି।

https://twitter.com/elonmusk/status/1605372724800393216?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1605372724800393216%7Ctwgr%5Ed5330dbe4bda3aa6c1ca49bd649faa71a6572a6d%7Ctwcon%5Es1_c10&ref_url=https%3A%2F%2Fwww.ndtv.com%2Fworld-news%2Felon-musk-twitter-elon-musk-to-step-down-as-twitter-ceo-after-finding-replacement-3624797

ଏବେ ଦେଖିବାର କଥା ଟ୍ୱିଟର ସିଇଓ ହେବା ପାଇଁ କେଉଁ ବୋକା ଲୋକକୁ ଏଲନ ନିଯୁକ୍ତ କରୁଛନ୍ତି।

ସେପଟେ ଜଣାପଡ଼ିଛି ଯେ ସୋସିଆଲ ମିଡ଼ିଆରେ ଏଲନ ଜଡ଼ିତ ହେବା ପରେ ତାଙ୍କର ଅନ୍ୟ କାରବାର ବୁଝିବାରେ କମ୍ ମନଯୋଗ ଦେଉଛନ୍ତି। ଯାହାକୁ ନେଇ ବିଭିନ୍ନ ଫୋରମ୍‌ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story