କେଉଁ ସବୁ ସ୍ଥାନରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି, ପିଓକେରେ ଜରୁରୀ ପରିସ୍ଥିତି

ଇସଲାମାବାଦ: ଭୂକମ୍ପ ଝଟକାରେ ମୋଡ଼ି ହୋଇ ପଡ଼ିଥିବା ପିଓକେରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପିଓକର ମୀରପୁର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ କ୍ଷୟକ୍ଷତି ଘଟିଥିବା ଆଶଙ୍କା କରାଯାଉଛି। ଭାରତୀୟ ପାଣିପାଗ ବିଭାଗ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ରହିଛି ବୋଲି କୁହାଯାଇଛି। ଆମେରିକା ପାଣିପାଗ ସଂସ୍ଥା ଭୂକମ୍ପର ତୀବ୍ର ୬.୫ କହୁଥିବା ବେଳେ ପାକିସ୍ତାନ କିନ୍ତୁ ଏହାକୁ ମାନିନାହିଁ। ପାକିସ୍ତାନ ଗଣମାଧ୍ୟମ ଅନୁଯାୟୀ, ଭୂକମ୍ପର ତୀବ୍ର ରିକ୍ଟର ସ୍କେଲରେ […]

edf

edf

Hemant Lenka
  • Published: Tuesday, 24 September 2019
  • Updated: 24 September 2019, 06:50 PM IST

Sports

Latest News

ଇସଲାମାବାଦ: ଭୂକମ୍ପ ଝଟକାରେ ମୋଡ଼ି ହୋଇ ପଡ଼ିଥିବା ପିଓକେରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପିଓକର ମୀରପୁର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ କ୍ଷୟକ୍ଷତି ଘଟିଥିବା ଆଶଙ୍କା କରାଯାଉଛି। ଭାରତୀୟ ପାଣିପାଗ ବିଭାଗ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ରହିଛି ବୋଲି କୁହାଯାଇଛି। ଆମେରିକା ପାଣିପାଗ ସଂସ୍ଥା ଭୂକମ୍ପର ତୀବ୍ର ୬.୫ କହୁଥିବା ବେଳେ ପାକିସ୍ତାନ କିନ୍ତୁ ଏହାକୁ ମାନିନାହିଁ। ପାକିସ୍ତାନ ଗଣମାଧ୍ୟମ ଅନୁଯାୟୀ, ଭୂକମ୍ପର ତୀବ୍ର ରିକ୍ଟର ସ୍କେଲରେ ୫.୮ ରହିଥିବା ଦାବି କରାଯାଉଛି।

ତେବେ ମୀରପୁରର ଜାତୀୟ ରାଜପଥ ଫାଟିକି ଆଁ କରିଥିବାରୁ ଭୂକମ୍ପ କେତେ ଭୟଙ୍କର ଥିଲା, ତାହା ସ୍ପଷ୍ଟ ହୋଇଛି। ଜାତୀୟ ରାଜପଥ ଫାଟି ଯାଇଥିବାରୁ ଯାତାୟାତ ବନ୍ଦ ହୋଇ ଯାଇଛି। ରାସ୍ତାଘାଟ ବନ୍ଦ ହୋଇଯାଇଥିବାରୁ ଉଦ୍ଧାରକାରୀ ଦଳ ଲୋକଙ୍କ ପାଖରେ ପହଞ୍ଚି ପାରୁ ନାହାନ୍ତି।

ଏଥିପାଇଁ ପିଓକେରେ ପାକିସ୍ତାନ ସରକାର ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ସମସ୍ତ ସରକାରୀ ହସ୍ପିଟାଲକୁ ଆଲର୍ଟ ରହିବାକୁ କୁହାଯାଇଛି। ସେନା ପକ୍ଷରୁ ଯବାନ ଓ ମେଡିକାଲ ଟିମ୍‌କୁ କ୍ଷତିଗ୍ରସ୍ତ ଅଞ୍ଚଳକୁ ପଠା ଯାଇଛି। ହେଲେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ସେମାନେ ଘଟଣା ସ୍ଥଳରେ ପହଞ୍ଚି ପାରିନାହାନ୍ତି।

ଭୂକମ୍ପର ଝଟକା ସିଆଲକୋଟ୍‌, ସରଗୋଧା, ମନଶେହରା, ଗୁଜରାଟ, ଚିତ୍ରାଲ, ମଲକାନ୍ଦା, ସଂଘଲା, ବାଜାଉର, ସ୍ୱତ, ସାହିୱଲ, ରହିମ ୱାର ଖାନ ଓ ମୀରପୁରରେ ଅନୁଭୂତ ହୋଇଛି। ଏହାବାଦ୍‌ ପାକିସ୍ତାନର ଲାହୋର, ଇସ୍‌ଲାମାବାଦ, ରାୱଲପିଣ୍ଡି ଓ ପେଶୱାର ଭଳି ବଡ଼ବଡ଼ ସହରରେ ମଧ୍ୟ ଲୋକମାନେ ଭୂକମ୍ପ ପରେ ଦୀର୍ଘ ସମୟ ଧରି ଘର ବାହାରେ ଆଶ୍ରୟ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story