୫୦ ଜଣଙ୍କ ସହ ପାପ କାମ କରି ଶେଷରେ ଗିରଫ ହେଲେ ଇଞ୍ଜିନିୟର

ଲକ୍ଷ୍ନୌ: ଦୀର୍ଘ ୧୦ ବର୍ଷ ଧରି ୫୦ରୁ ଅଧିକ ନାବାଳକ ଓ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଏବଂ ଏହି କଳାକାରନାମର ଭିଡିଓ ରେକର୍ଡିଂ କରି ଡାର୍କ ୱେବ୍‌ରେ ପୋଷ୍ଟ କରୁଥିବା ଜଣେ ଇଞ୍ଜନିୟରଙ୍କ ପାପ କାମ ଉପରୁ ସିବିଆଇ ପରଦାର ଉଠାଇଛି। ଏହି ଜଘନ୍ୟ ପାପ କାମ କରୁଥିବା ଇଞ୍ଜିନିୟରକୁ ସିବିଆଇ ଗିରଫ କରିଛି। ଏହି ପାପୀ ଇଞ୍ଜିନିୟର ଜଣଙ୍କ ଉତ୍ତର ପ୍ରଦେଶର ଜଳସେଚନ ବିଭାଗରେ କାମ କରୁଥିଲା। ତା’ ଘର ଚିତ୍ରକୋଟରେ ବୋଲି ସିବିଆଇ […]

dfg

dfg

Hemant Lenka
  • Published: Tuesday, 17 November 2020
  • Updated: 17 November 2020, 09:34 PM IST

Sports

Latest News

ଲକ୍ଷ୍ନୌ: ଦୀର୍ଘ ୧୦ ବର୍ଷ ଧରି ୫୦ରୁ ଅଧିକ ନାବାଳକ ଓ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଏବଂ ଏହି କଳାକାରନାମର ଭିଡିଓ ରେକର୍ଡିଂ କରି ଡାର୍କ ୱେବ୍‌ରେ ପୋଷ୍ଟ କରୁଥିବା ଜଣେ ଇଞ୍ଜନିୟରଙ୍କ ପାପ କାମ ଉପରୁ ସିବିଆଇ ପରଦାର ଉଠାଇଛି। ଏହି ଜଘନ୍ୟ ପାପ କାମ କରୁଥିବା ଇଞ୍ଜିନିୟରକୁ ସିବିଆଇ ଗିରଫ କରିଛି। ଏହି ପାପୀ ଇଞ୍ଜିନିୟର ଜଣଙ୍କ ଉତ୍ତର ପ୍ରଦେଶର ଜଳସେଚନ ବିଭାଗରେ କାମ କରୁଥିଲା। ତା’ ଘର ଚିତ୍ରକୋଟରେ ବୋଲି ସିବିଆଇ କହିଛି।

ଚଳିତ ବର୍ଷ ହିଁ ସିବିଆଇ ହାତକୁ ଏହି ମାମଲା ଆସିଥିଲା। ଏହାପରେ ସଂସ୍ଥା ପକ୍ଷରୁ ମାମଲା ରୁଜୁ କରାଯାଇ ଖୋଳତାଡ଼ ଆରମ୍ଭ କରାଯାଇଥିଲା। ଉତ୍ତର ପ୍ରଦେଶର ବଣ୍ଡା, ଚିତ୍ରକୋଟ ଓ ହମିରପୁରରେ ଏକାଧିକ ନାବାଳକ ଓ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଘଟଣାରେ ସିବିଆଇ ଅଚିହ୍ନା ବ୍ୟକ୍ତିଙ୍କ ବିରୋଧରେ ମାମଲା କରିଥିଲା। କେବଳ ନାବାଳିକା ଓ ନାବାଳକମାନଙ୍କୁ ଯୌନ ନିର୍ଯାତନା ଦିଆଯାଉ ନଥିଲା, ବରଂ ଏହି ଅପରାଧର ଭିଡିଓ ଶୁଟିଂ ମୋବାଇଲ, ଲ୍ୟାପଟପ ଓ ଅନ୍ୟ ବୈଦ୍ୟୁତିକ ଉପକରଣରେ ଏହାର ଶୁଟିଂ କରିଥିଲେ।

ସିବିଆଇ ପକ୍ଷରୁ ଜାରି ପ୍ରେସ ବିବୃତିରେ କୁହାଯାଇଛି ଯେ ଛୋଟ ପିଲାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓକୁ ଅଭିଯୁକ୍ତମାନେ ସ୍ୱତନ୍ତ୍ର ସଫ୍ଟୱେରରେ ଚାଲୁଥିବା ଡାର୍କ ୱେବରେ ଅପଲୋଡ କରୁଥିଲେ। ଅନ୍ୟମାନଙ୍କୁ ଏହି ଯୌନ ନିର୍ଯାତନର ଭିଡିଓ ଓ ଫଟୋ ବିକ୍ରି କରାଯାଉଥିଲା।

ମଙ୍ଗଳବାର ସିବିଆଇ ପକ୍ଷରୁ ଅଭିଯୁକ୍ତ ଘରେ ଚଢ଼ଉ କରାଯାଇଥିଲା। ଏହି ସମୟରେ ୮ ଲକ୍ଷ ଟଙ୍କା ସହ ମୋବାଇଲ ଫୋନ, ଲ୍ୟାପଟପ, ୱେବ କ୍ୟାମେରା ଓ ଅନ୍ୟ ବୈଦ୍ୟୁତିକ ଷ୍ଟୋରେଜ ସିଷ୍ଟମ ଜବତ କରାଯାଇଛି। ଏହାବାଦ ପେନ ଡ୍ରାଇଭ୍ସ, ମେମୋରି କାର୍ଡ ଓ ଏକାଧିକ ସେକ୍ସ କଣ୍ଢେଇ ମଧ୍ୟ ଅଭିଯୁକ୍ତର ଘରକୁ ମିଳିଛି।

ଅଭିଯୁକ୍ତ ଜଣଙ୍କ ୫ରୁ ୧୬ ବର୍ଷ ବୟସ୍କ ପିଲାଙ୍କୁ ଲୋଭ ଦେଖାଇ ନିଜ ପାଖକୁ ଆଣି ଏଭଳି କାଣ୍ଡ ଭିଆଉ ଥିଲା। ୧୦ ବର୍ଷ ମଧ୍ୟରେ ୫୦ ପିଲାଙ୍କ ସହ ସେ ଏଭଳି କରିଥିବା ସିବିଆଇ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story