କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ପୋଲ୍ ଖୋଲିଲେ ୟୁରୋପୀୟ ସାଂସଦ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଦେଖାଦେଇଥିବା ସ୍ଥିତିକୁ ନେଇ ପାକିସ୍ତାନ ମିଛର କଡ଼ା ଜବାବ ଦେଇଛନ୍ତି ୟୁରୋପୀୟ ସାଂସଦ। ନିଜ ଆଖିରେ ଜମ୍ମୁ କଶ୍ମୀରର ବିଭିନ୍ନ ଅଞ୍ଚଳ ବୁଲି ଦେଖିବା ପରେ ସାମ୍ୱାଦିକ ସମ୍ମିଳନୀ କରି ୟୁରୋପୀୟ ସାଂସଦ ଜମ୍ମୁ କଶ୍ମୀରର ସ୍ଥିତି ବାବଦରେ ବଖାଣିଛନ୍ତି। ଏମିତିକି ଘାଟିରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ପାଇଁ ପାକିସ୍ତାନ ଉପରେ ଜୋରଦାର ବର୍ଷିଛନ୍ତି। ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ପାକିସ୍ତାନରୁ ଟଙ୍କା ଆସୁଛି ବୋଲି ମଧ୍ୟ ବିଦେଶୀ ସାଂସଦ […]

EU MP

EU MP

Subhransu Sekhar
  • Published: Wednesday, 30 October 2019
  • Updated: 30 October 2019, 01:15 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଦେଖାଦେଇଥିବା ସ୍ଥିତିକୁ ନେଇ ପାକିସ୍ତାନ ମିଛର କଡ଼ା ଜବାବ ଦେଇଛନ୍ତି ୟୁରୋପୀୟ ସାଂସଦ। ନିଜ ଆଖିରେ ଜମ୍ମୁ କଶ୍ମୀରର ବିଭିନ୍ନ ଅଞ୍ଚଳ ବୁଲି ଦେଖିବା ପରେ ସାମ୍ୱାଦିକ ସମ୍ମିଳନୀ କରି ୟୁରୋପୀୟ ସାଂସଦ ଜମ୍ମୁ କଶ୍ମୀରର ସ୍ଥିତି ବାବଦରେ ବଖାଣିଛନ୍ତି। ଏମିତିକି ଘାଟିରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ପାଇଁ ପାକିସ୍ତାନ ଉପରେ ଜୋରଦାର ବର୍ଷିଛନ୍ତି। ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ପାକିସ୍ତାନରୁ ଟଙ୍କା ଆସୁଛି ବୋଲି ମଧ୍ୟ ବିଦେଶୀ ସାଂସଦ କହିଛନ୍ତି। ଆତଙ୍କବାଦ ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ବୋଲି ଜାତିସଂଘରେ ଭାରତ ଯେଉଁ ପ୍ରତିକ୍ରିୟା ରଖିଥିଲା ସେଥିରେ ଏହି ବିଦେଶୀ ସାଂସଦମାନେ ମଧ୍ୟ ସହମତି ପ୍ରକାଶ କରିଛନ୍ତି। ଜମ୍ମୁ କଶ୍ମୀରରେ ଆତଙ୍କବାଦ ଏକ ବଡ଼ ସମସ୍ୟା। ଏହାକୁ ନିପାତ କରିବା ପାଇଁ ଭାରତ ଯେଉଁ ସବୁ ପଦକ୍ଷେପ ନେଉଛି ତାହାକୁ ସେମାନେ ସମର୍ଥନ କରୁଛନ୍ତି ବୋଲି ୨୩ ଜଣିଆ ବିଦେଶୀ ସାଂସଦ କହିଛନ୍ତି।

ୟୁରୋପୀୟ ସାଂସଦ ଥିୟରୀ ମରିୟାନୀ କହିଛନ୍ତି, “ମୁଁ ୨୦ରୁ ଅଧିକ ଥର ଭାରତ ଆସିଛି। ଦିଲ୍ଲୀ, ମୁମ୍ୱାଇ ଭଳି ଅନେକ ସ୍ଥାନ ବୁଲିଛି। ଏଥର କିନ୍ତୁ ଜମ୍ମୁ କଶ୍ମୀରର ସ୍ଥିତି ବାବଦରେ ଜାଣିବାର ଥିଲା। କଶ୍ନୀରରେ ଏବେ ସ୍ୱାଭାବିକ ସ୍ଥିତି ରହିଛି। ସ୍ଥିତି ବୁଲି ଦେଖିବା ବେଳେ ଅନେକ ସାମାଜିକ ନେତାଙ୍କ ସହ ଆଲୋଚନା ହୋଇଛି। ସମସ୍ତେ ଶାନ୍ତି ପାଇଁ ନିଜର ମତ ପ୍ରକାଶ କରିଛନ୍ତି”।

ସେହିପରି ଗତକାଲି ଜମ୍ମୁ କଶ୍ମୀରରେ ୫ ଶ୍ରମିକଙ୍କୁ ଆତଙ୍କବାଦୀ ହତ୍ୟା କରିବା ଘଟଣାର ପ୍ରତିକ୍ରିୟା ରଖିଛନ୍ତି ୟୁରୋପୀୟ ସାଂସଦ ବିଲ୍‌ ନ୍ୟୁଟନ। ଆତଙ୍କବାଦୀଙ୍କ ଏଭଳି କାର୍ଯ୍ୟକଳାପ ନିନ୍ଦନୀୟ। ଭାରତ ସବୁବେଳେ ଶାନ୍ତିକୁ ଅଗ୍ରାଧିକାର ଦିଏ ବୋଲି ଇତିହାସ ରହିଛି। ଜମ୍ମୁ କଶ୍ମୀରର କିଛି ନେତାଙ୍କୁ ଭେଟିବା ବେଳେ ସେମାନେ ତାଙ୍କୁ କହିଛନ୍ତି, କେନ୍ଦ୍ରରୁ ଆସୁଥିବା ଟଙ୍କାକୁ ସ୍ଥାନୀୟ ପ୍ରଭାବଶାଳୀ ଲୋକମାନେ ନିଜ ପକେଟକୁ ନେଇ ଦୁର୍ନୀତି କରୁଛନ୍ତି। ଅନ୍ୟଜଣେ ସାଂସଦ କହିଛନ୍ତି, ଭାରତକୁ ଆମେମାନେ ସମର୍ଥନ କରିବା ଜରୁରୀ।

ଅନ୍ୟପଟେ, ଦେଶର ବିରୋଧୀ ନେତାଙ୍କ କଶ୍ନୀର ଗସ୍ତ ବାବଦରେ ୟୁରୋପୀୟ ସାଂସଦ ନିକୋଲସ ଫେଷ୍ଟ କହିଛନ୍ତି, ଯଦି ୟୁରୋପୀୟ ସାଂସଦଙ୍କୁ କାଶ୍ମୀର ଭିତରକୁ ଯିବାକୁ ଅନମତି ମିଳୁଛି ତେବେ ଭାରତୀୟ ବିପକ୍ଷ ନେତାଙ୍କୁ ମଧ୍ୟ ଆସିବାକୁ ସୁଯୋଗ ଦିଆଯାଇ।

ୟୁରୋପର ୨୩ ବିଦେଶୀ ସାଂସଦ ମଙ୍ଗଳବାରଠୁ ଦୁଇ ଦିନିଆ ଜମ୍ମୁ କଶ୍ମୀର ଗସ୍ତରେ ଆସିଥିଲେ। ଶ୍ରୀନଗର ବିମାନ ବନ୍ଦରରେ ବିଦେଶୀ ସାଂସଦମାନେ ପହଞ୍ଚିବା ପରେ ତାଙ୍କୁ ବୁଲେଟ ପ୍ରୁଫ ଜ୍ୟାକେଟ ସହିତ କଡ଼ା ସୁରକ୍ଷା ଯୋଗାଇ ଦିଆଯାଇଥିଲା। ଅପରପକ୍ଷରେ ବିରୋଧୀ ଦଳଗୁଡ଼ିକ ବିଦେଶୀ ସାଂସଦଙ୍କ ଏହି ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ବିରୋଧୀ ଦଳର ନେତା କଶ୍ମୀର ଯିବା ବେଳେ ତାଙ୍କୁ ବିମାନ ବନ୍ଦରରୁ ଫେରାଇ ଦିଆଯାଉଛି, ହେଲେ ଏହି ବିଦେଶୀ ସାଂସଦଙ୍କୁ କେମିତି ସ୍ଥିତି ସମୀକ୍ଷା କରିବାକୁ ଅନୁମତି ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି।

ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ। ଭାରତର ଏଭଳି ପଦକ୍ଷେପକୁ ବେଆଇନ ବୋଲି କହିବା ସହ କଶ୍ମୀରରେ ମାନବାଧିକାର କ୍ଷୁର୍ଣ୍ଣ ହେଉଛି ବୋଲି ପାକିସ୍ତାନ ଜାତିସଂଘରେ କହିଥିଲା। ପାକିସ୍ତାନର ଏହି ଅଭିଯୋଗକୁ ମଧ୍ୟ ସେତେବେଳେ ଜାତିସଂଘରେ ଅନେକ ଦେଶ ସମର୍ଥନ କରିନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story