ଚାଷୀ ଯିବେନି ଦିଲ୍ଲୀ, ସିଂଘୁ ସୀମାରେ ଜାରି ରଖିବେ ଆନ୍ଦୋଳନ

ନୂଆଦିଲ୍ଲୀ: ସିଂଘୁ ସୀମାରେ ଚାଷୀ ଆନ୍ଦୋଳନ ଜାରି ରଖିବେ। ଅନ୍ୟ କେଉଁଠି ଚାଷୀ ଆନ୍ଦୋଳନ କରିବେ ନାହିଁ କି ଦିଲ୍ଲୀ ଯିବେନି। ଶନିବାର ଆନ୍ଦୋଳନରତ ଚାଷୀ ଏଭଳି ନିଷ୍ପତ୍ତି ନେଇଛନ୍ତି। ଶନିବାର ରାସ୍ତା ଉପରେ ଚାଷୀ ମାନେ ଏକାଠି ହୋଇ ଏହି ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଚାଷୀ ମାନେ ଏହି ଆନ୍ଦୋଳନ କରୁଛନ୍ତି। ଭାରତୀୟ ଚାଷୀ ସଂଘର ମହାସଚିବ ହରିନ୍ଦର ସିଂହ କହିଛନ୍ତି, ଆମେ ସମସ୍ତେ ଚାଷୀ ଏକାଠି ହୋଇ […]

farmer-strike

farmer-strike

Subhransu Sekhar
  • Published: Saturday, 28 November 2020
  • Updated: 28 November 2020, 06:16 PM IST

Sports

Latest News

ନୂଆଦିଲ୍ଲୀ: ସିଂଘୁ ସୀମାରେ ଚାଷୀ ଆନ୍ଦୋଳନ ଜାରି ରଖିବେ। ଅନ୍ୟ କେଉଁଠି ଚାଷୀ ଆନ୍ଦୋଳନ କରିବେ ନାହିଁ କି ଦିଲ୍ଲୀ ଯିବେନି। ଶନିବାର ଆନ୍ଦୋଳନରତ ଚାଷୀ ଏଭଳି ନିଷ୍ପତ୍ତି ନେଇଛନ୍ତି। ଶନିବାର ରାସ୍ତା ଉପରେ ଚାଷୀ ମାନେ ଏକାଠି ହୋଇ ଏହି ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଚାଷୀ ମାନେ ଏହି ଆନ୍ଦୋଳନ କରୁଛନ୍ତି।

ଭାରତୀୟ ଚାଷୀ ସଂଘର ମହାସଚିବ ହରିନ୍ଦର ସିଂହ କହିଛନ୍ତି, ଆମେ ସମସ୍ତେ ଚାଷୀ ଏକାଠି ହୋଇ ଏବେ ନିଷ୍ପତ୍ତି ନେଇଛୁ ଯେ ଆମେ ଅନ୍ୟ କେଉଁ ସ୍ଥାନକୁ ଯିବୁ ନାହିଁ। ସିଂଘୁ ସୀମାରେ ହିଁ ଆନ୍ଦୋଳନ ପାଇଁ ବସିବୁ। ପ୍ରତିଦିନ ସକାଳ ୧୧ଟାରେ ଆସନ୍ତାକାଲିର ରଣନୀତି ବାବଦରେ ବୈଠକ ହେବ ବୋଲି ସେ କହିଛନ୍ତି।

https://twitter.com/ANI/status/1332629813010468866?s=20

ସୂଚନାଯୋଗ୍ୟ, ଶୁକ୍ରବାର ଚାଷୀଙ୍କୁ ଆନ୍ଦୋଳନ ପାଇଁ ଦିଲ୍ଲୀ ପୁଲିସ ଅନୁମତି ଦେଇଥିଲା। ସେମାନଙ୍କୁ ଉତ୍ତର ଦିଲ୍ଲୀର ବୁରାଡି ଅଞ୍ଚଳରେ ଥିବା ନିରଂକରୀ ସମାବେଶ ସ୍ଥଳରେ ଆନ୍ଦୋଳନ ପାଇଁ ଅନୁମତି ଦେଇଥିଲେ। ଏହାପରେ ମଧ୍ୟ ବହୁ ସଂଖ୍ୟକ କୃଷକ ସିଂଘୁ ସୀମାରେ ଛାଉଣୀ କରିଥିଲେ।

ତେବେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ ଚାଷୀ ସମସ୍ୟାର ସମାଧାନ ପାଇଁ କୃଷକ ସଂଘ ସହ ଆଲୋଚନା କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ। ୩ ଡିସେମ୍ବରରେ ଆଲୋଚନା ପାଇଁ ସରକାର ଚାଷୀଙ୍କୁ ପ୍ରସ୍ତାବ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story