ଚାଷୀ ଆନ୍ଦୋଳନ ବିରୋଧରେ ଦାୟର ମାମଲାର ଆଜି ଶୁଣାଣି

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ୨୧ ଦିନରେ ପହଞ୍ଚିଛି। କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରି ଚାଷୀ ମାନେ ଆନ୍ଦୋଳନରେ ବସିଛନ୍ତି। ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଚାଷୀ ସଂଗଠନ ଚେତାବନୀ ଦେଇଛି। ତେଣେ ସୀମା ସିଲ୍ କରିବା ପାଇଁ ମଧ୍ୟ ଚାଷୀ ଚେତାବନୀ ଦେଇଛନ୍ତି। ୟୁନାଇଟେଡ୍ ଫାର୍ମର୍ସ ଫ୍ରଣ୍ଟ ଆଜି ସକାଳ ୧୧ଟାରେ ନୋଏଡା-ଚିଲା ବୋର୍ଡର ବନ୍ଦ ଘୋଷଣା କରିବ ବୋଲି କହିଛି। ଯେଉଁଥିପାଇଁ ପୁଲିସ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା […]

supreme-court

supreme-court

Subhransu Sekhar
  • Published: Wednesday, 16 December 2020
  • Updated: 16 December 2020, 08:09 AM IST

Sports

Latest News

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ୨୧ ଦିନରେ ପହଞ୍ଚିଛି। କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରି ଚାଷୀ ମାନେ ଆନ୍ଦୋଳନରେ ବସିଛନ୍ତି। ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଚାଷୀ ସଂଗଠନ ଚେତାବନୀ ଦେଇଛି। ତେଣେ ସୀମା ସିଲ୍ କରିବା ପାଇଁ ମଧ୍ୟ ଚାଷୀ ଚେତାବନୀ ଦେଇଛନ୍ତି।

ୟୁନାଇଟେଡ୍ ଫାର୍ମର୍ସ ଫ୍ରଣ୍ଟ ଆଜି ସକାଳ ୧୧ଟାରେ ନୋଏଡା-ଚିଲା ବୋର୍ଡର ବନ୍ଦ ଘୋଷଣା କରିବ ବୋଲି କହିଛି। ଯେଉଁଥିପାଇଁ ପୁଲିସ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା କରି ଦିଲ୍ଲୀ ସୀମାରେ ବ୍ୟାରିକେଡ୍ ଲଗାଇଛି।

ତେଣେ ଚାଷୀ ଆନ୍ଦୋଳନ ବିରୋଧରେ ଦାୟର ମାମଲାର ଆଜି ସୁପ୍ରିମକୋର୍ଟ ଶୁଣାଣି କରିବେ। ଏହି ଆନ୍ଦୋଳନ ବିରୋଧରେ ମୋଟ୍ ତିନୋଟି ପିଟିସନ ଦାଖଲ ହୋଇଛି। ଏହି ପିଟିସନରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଆନ୍ଦୋଳନକୁ ନେଇ ପୂର୍ବରୁ ଦିଆଯାଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯିବାକୁ ଦାବି ହୋଇଛି। ଶାହୀନ୍ ବାଗ ମାମଲାରେ ସୁପ୍ରିମକୋର୍ଟ କହିଥିଲେ ଯେ ସର୍ବସାଧାରଣ ସ୍ଥାନଗୁଡିକ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହୋଇପାରିବ ନାହିଁ, ଏହା ଅନ୍ୟ ଲୋକଙ୍କ ଅଧିକାର ଉପରେ ପ୍ରଭାବ ପକାଇଥାଏ। ଏବେ ଏହି ଆବେଦନରେ କୁହାଯାଇଛି ଯେ କୃଷକ ସଂଗଠନ ଦିଲ୍ଲୀର ସର୍ବସାଧାରଣ ସ୍ଥାନକୁ ଘେରି ରହିଛନ୍ତି, ଯେଉଁଥିପାଇଁ ସାଧାରଣ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସିଙ୍ଗୁ ସୀମାରେ ଆନ୍ଦୋଳନରେ ବସିଥିଲା ଚାଷୀ ନେତା ଜଗଜିତ୍ ସିଂ କହିଛନ୍ତି ଯେ ଦୁଃଖର କଥା ସରକାର ଆମ କଥା ଶୁଣୁ ନାହାନ୍ତି। ଦିଲ୍ଲୀରେ କିନ୍ତୁ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନରେ ସାମିଲ୍ ହୋଇଥିବା ଚାଷୀଙ୍କ ମଧ୍ୟରୁ ପ୍ରତିଦିନ ହାରାହାରି ଜଣଙ୍କର ମୃତ୍ୟୁ ଘଟୁଛି। ଏଯାବତ  ୧୩-୧୪ ଚାଷୀଙ୍କର ମୃତ୍ୟୁ ଘଟିଛି। ୨୦ରେ ଏହି ସମସ୍ତ ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ।

ଅନ୍ୟପଟେ ଆନ୍ଦୋଳନ ଯୋଗୁଁ ଗାଜିଆବାଦରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଟ୍ରାଫିକ ପାଇଁ ଗାଜିପୁର ସୀମା ଏବେ ବନ୍ଦ ରହିଛି। ଦିଲ୍ଲୀ ଆସିବାକୁ ଥିବା ବ୍ୟକ୍ତିଙ୍କୁ ଅନ୍ୟ ରାସ୍ତା ଦେଇ ଆସିବାକୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story