ଚାଷ ପାଇଁ ଖୋଳାଯିବ ୫ ଲକ୍ଷ ପୋଖରୀ: ମୋଦି

ନୂଆଦିଲ୍ଲୀ: ଚାଷ ପାଇଁ ଦେଶରେ ୫ ଲକ୍ଷ୍ୟ ପୋଖରୀ ଖୋଳିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ କହିଛନ୍ତି। ଏହା ସହିତ ଜଳ ସଂରକ୍ଷଣ ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍ତି। ଛୋଟ ଛୋଟ ଜଳ ସଂରକ୍ଷଣ ପ୍ରକଳ୍ପ କରିବାକୁ ସେ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି। ଚାଷ କାମରେ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରିବା ସହିତ କମ୍ ରସାୟନିକ ସାର ପ୍ରୟୋଗ କରିବାକୁ ମୋଦି ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ। […]

modi-man-ki-baat

modi-man-ki-baat

Rakesh Mallick
  • Published: Sunday, 27 March 2016
  • Updated: 27 March 2016, 08:28 AM IST

Sports

Latest News

modi-man-ki-baatନୂଆଦିଲ୍ଲୀ: ଚାଷ ପାଇଁ ଦେଶରେ ୫ ଲକ୍ଷ୍ୟ ପୋଖରୀ ଖୋଳିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ କହିଛନ୍ତି। ଏହା ସହିତ ଜଳ ସଂରକ୍ଷଣ ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍ତି। ଛୋଟ ଛୋଟ ଜଳ ସଂରକ୍ଷଣ ପ୍ରକଳ୍ପ କରିବାକୁ ସେ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି।

ଚାଷ କାମରେ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରିବା ସହିତ କମ୍ ରସାୟନିକ ସାର ପ୍ରୟୋଗ କରିବାକୁ ମୋଦି ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ। ଫାରମରର୍ସ ଆପ୍ ବ୍ୟବହାର କଲେ ଚାଷୀ ଫାଇଦାରେ ରହିବେ ବୋଲି ସେ କହିଥିଲେ।

ସେହିପରି ଆସନ୍ତାବର୍ଷ ଭାରତରେ ଆୟୋଜିତ ହେବାକୁ ଯାଉଥିବା ୧୭ର ବର୍ଷରୁ କମ୍ ଫୁଟ୍‌ବଲ୍‌ ବିଶ୍ୱକପ୍‌ ସଂପର୍କରେ ବି ଆଲୋକପାତ କରିଥିଲେ ପ୍ରଧାନମନ୍ତ୍ରୀ। ସେ କହିଥିଲେ ଏହି ବିଶ୍ୱକପ୍ ଆୟୋଜନ କରିବା ଦ୍ୱାରା ଭାରତ ବିଶ୍ୱସ୍ତରରେ ନିଜର ଏକ ବ୍ରାଣ୍ଡ ତିଆରି କରିପାରିବ। ସେହିପରି କେବଳ ଫୁଟ୍‌ବଲ୍ ଦେଖିଲେ ହେବ ନାହିଁ, ଏହାକୁ ଗାଁ ଗାଁକୁ ପହଞ୍ଚାଇବାକୁ ହେବ ବୋଲି ସେ କହିଥିଲେ।

୩୦ ମିନିଟ୍‌ର ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବାବା ସାହେବ ଆମ୍ବେଦକରଙ୍କ ୧୨୫ତମ ଜନ୍ମବାର୍ଷିକୀ ଅବସରରେ ସେ ଜଡ଼ିତ ରହିଥିବା ସମସ୍ତ ୫ଟି ସ୍ଥାନର ବିକାଶ କରାଯିବ।

ସୂଚନାଯୋଗ୍ୟ, ଆସନ୍ତା ଏପ୍ରିଲ୍ ୧୪ ତାରିଖରେ ଆମ୍ବେଦକରଙ୍କ ୧୨୫ତମ ଜନ୍ମବାର୍ଷିକୀ ପଡୁଛି।

ଇଷ୍ଟର ଅବସରରେ ସେ ଦେଶବାସୀଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story