ପୁଲଓ୍ୱାମା ପ୍ରସଙ୍ଗରେ ମତ ରଖି ଅପଦସ୍ଥ ହେବା ପରେ ୟୁଟର୍ଣ୍ଣ ନେଲା ପାକିସ୍ତାନ୍

ଇସଲାମାବାଦ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ନେଇ ସତ ଓଗାଳିବା ପରେ ସାରା ଦୁନିଆରେ ପାକିସ୍ତାନର କାରନାମା ପଦାରେ ପଡ଼ିଛି। ନିଜେ ପାକିସ୍ତାନର ମନ୍ତ୍ରୀ ଏହି ସତ ଓଗାଳିଥିଲେ। ଏବେ ମନ୍ତ୍ରୀ ଫୱାଦ ହୁସେନ୍ ଚୌଧୁରୀ ନିଜ ମନ୍ତବ୍ୟରେ ୟୁ-ଟର୍ଣ୍ଣ ନେଇଛନ୍ତି। ଫୱାଦ ଚୌଧୁରୀ କହିଛନ୍ତି ଯେ ଆମେ ଭାରତ ସହ ସମ୍ପର୍କକୁ ମଜବୁତ କରିବାକୁ ଚାହୁଁଛୁ। ଇମ୍ରାନ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଫୱାଦ ଆହୁରି କହିଥିଲେ ଯେ ଆମେ ଭାରତରେ ପ୍ରବେଶ କରି ହତ୍ୟା […]

Fawad_Hussein_ChaudharY

Fawad_Hussein_ChaudharY

Subhransu Sekhar
  • Published: Friday, 30 October 2020
  • Updated: 30 October 2020, 03:55 PM IST

Sports

Latest News

ଇସଲାମାବାଦ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ନେଇ ସତ ଓଗାଳିବା ପରେ ସାରା ଦୁନିଆରେ ପାକିସ୍ତାନର କାରନାମା ପଦାରେ ପଡ଼ିଛି। ନିଜେ ପାକିସ୍ତାନର ମନ୍ତ୍ରୀ ଏହି ସତ ଓଗାଳିଥିଲେ। ଏବେ ମନ୍ତ୍ରୀ ଫୱାଦ ହୁସେନ୍ ଚୌଧୁରୀ ନିଜ ମନ୍ତବ୍ୟରେ ୟୁ-ଟର୍ଣ୍ଣ ନେଇଛନ୍ତି। ଫୱାଦ ଚୌଧୁରୀ କହିଛନ୍ତି ଯେ ଆମେ ଭାରତ ସହ ସମ୍ପର୍କକୁ ମଜବୁତ କରିବାକୁ ଚାହୁଁଛୁ।

ଇମ୍ରାନ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଫୱାଦ ଆହୁରି କହିଥିଲେ ଯେ ଆମେ ଭାରତରେ ପ୍ରବେଶ କରି ହତ୍ୟା କରିଛୁ। ପୁଲୱାମାରେ ଆମର ସଫଳତା ହେଉଛି ଇମ୍ରାନ ଖାନଙ୍କ ନେତୃତ୍ୱରେ ଏହି ଦେଶର ସଫଳତା। ଇମ୍ରାନ୍ ଖାନଙ୍କ ଦଳ ଏହି ଆତଙ୍କବାଦୀ ଆକ୍ରମଣର ପଛର ମୁଖ୍ୟ କାର୍ପେଟଦାର ବୋଲି ଫାଓ୍ୱେଦ କହିଥିଲେ।

ଏବେ ଏହାକୁ ନେଇ ଭାରତ ଅନ୍ତର୍ଜାତୀୟ ମଞ୍ଚରେ ରଖିବାକୁ ଯୋଜନା କରୁଥିବା ବେଳେ ଫାଓ୍ୱେଦ ୨୪ ଘଣ୍ଟା ମଧ୍ୟରେ ନିଜ ମନ୍ତବ୍ୟକୁ ଅନ୍ୟ ଅର୍ଥରେ ବୁଝାଇବାକୁ ଚେଷ୍ଟା କରିଛନ୍ତି। ଏନଡିଭି ଏବଂ ଇଣ୍ଡିଆ ଟିଭିକୁ ପ୍ରତିକ୍ରିୟା ଦେବା ବେଳେ ଫୱାଦ କହିଛନ୍ତି ଯେ ଏହା ଏକ ଗଣତାନ୍ତ୍ରିକ ଦେଶ। ବିରୋଧୀ ସରକାରଙ୍କୁ ସମାଲୋଚନା କରିବାର ଅଧିକାର ରହିଛି। ଆମେ ଭାରତ ସହିତ ଭଲ ସମ୍ପର୍କ ଚାହୁଁଛୁ। ଭାରତକୁ ଘୃଣା କରୁନାହୁଁ। ପାକିସ୍ତାନକୁ ବିରୋଧ କରି ବିଜେପି ହିଁ ଭୋଟ୍ ପାଇଥାଏ। ମୋର ମନ୍ତବ୍ୟକୁ ଭୁଲ୍ ଅର୍ଥରେ ନିଆଯାଉଛି ବୋଲି ଫାଓ୍ୱାଦ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story