ଟିକେଟ୍ ପଇସା ବଦଳରେ ଥାପଡ଼ ମାରିଲେ ରେବତୀ

ଅମରାବତୀ: ଆନ୍ଧ୍ରପ୍ରଦେଶର ଶାସକ ଦଳ ଓ୍ୱାଇଏସଆରସିପିର ଜଣେ ନେତାଙ୍କ ଦବଙ୍ଗଗିରି ସାମ୍ନାକୁ ଆସିଛି। ଯାହାର ଭିଡିଓ ମଧ୍ୟ ସୋଶାଲ ମିଡ଼ିଆରେ ଭାଇରାଲ ହୋଇଛି। ଟୋଲ କର୍ମଚାରୀ ଟୋଲ ଫି ମାଗିବାରୁ ଶାସକ ଦଳର ନେତା ପ୍ରତିବଦଳରେ ଥାପଡ଼ ମାରିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଗଣ୍ଡଗୋଳ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି। #WATCH| YSRCP leader D Revathi slaps a toll plaza staff at Kaja Toll in Guntur district after […]

REBATI

REBATI

Subhransu Sekhar
  • Published: Thursday, 10 December 2020
  • Updated: 10 December 2020, 01:42 PM IST

Sports

Latest News

ଅମରାବତୀ: ଆନ୍ଧ୍ରପ୍ରଦେଶର ଶାସକ ଦଳ ଓ୍ୱାଇଏସଆରସିପିର ଜଣେ ନେତାଙ୍କ ଦବଙ୍ଗଗିରି ସାମ୍ନାକୁ ଆସିଛି। ଯାହାର ଭିଡିଓ ମଧ୍ୟ ସୋଶାଲ ମିଡ଼ିଆରେ ଭାଇରାଲ ହୋଇଛି। ଟୋଲ କର୍ମଚାରୀ ଟୋଲ ଫି ମାଗିବାରୁ ଶାସକ ଦଳର ନେତା ପ୍ରତିବଦଳରେ ଥାପଡ଼ ମାରିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଗଣ୍ଡଗୋଳ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି।

https://twitter.com/ANI/status/1336911107940700160?s=20

ଆନ୍ଧ୍ରପ୍ରଦେଶ ସ୍ଥିତ ଗୁଣ୍ଟୁର ସ୍ଥିତ ଟୋଲ ପ୍ଲାଜାରେ ଏହି ଘଟଣା ଦେଖିବାକୁ ମିଳିଛି। ଶାସକ ଦଳର ନେତ୍ରୀ ଦେଓ୍ୱଲ୍ଲା ରେବତୀଙ୍କୁ ଟୋଲ୍ ପଇସା ଟୋଲ କର୍ମଚାରୀ ମାଗିଥିଲେ। ହେଲେ ଜବାବରେ ଏହି ନେତ୍ରୀ ଜଣଙ୍କ ଥାପଡ଼ ମାରିଛନ୍ତି। ଏହାବାଦ ଅନ୍ୟ କର୍ମଚାରୀଙ୍କୁ ଉପରେ ମଧ୍ୟ ରେବତୀ ଗାଳି ଗୁଲଜ କରିଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos