କଙ୍ଗନାଙ୍କ ବିରୋଧରେ ଏତଲା

ମୁମ୍ୱାଇ: ମହାରାଷ୍ଟ୍ର ସରକାର, ମୁମ୍ୱାଇ ପୁଲିସ, ବଲିଉଡ ଏବଂ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ବିଭିନ୍ନ ମନ୍ତବ୍ୟ ଦେଇ ଏବେ ଚର୍ଚ୍ଚାରେ ବଲିଉଡ କୁଉନ୍ କଙ୍ଗନା ରଣାଓ୍ୱତ। ଏହାରି ଭିତରେ ମୁମ୍ୱାଇ ପୁଲିସ ନିକଟରେ ତାଙ୍କ ବିରୋଧରେ ଜଣେ ସାମାଜିକ କର୍ମୀ ଏତଲା ଦେଇଛନ୍ତି। ଏତଲା ଦେବା ପଛର କାରଣ ଦର୍ଶାଇ ସେ କହିଛନ୍ତି, କଙ୍ଗନା ମହାରାଷ୍ଟ୍ରର ଆତ୍ମସମ୍ମାନ ଏବଂ ଗୌରବକୁ କ୍ଷତି ପହଞ୍ଚାଇଛନ୍ତି। ଅଭିଯୋଗ କରିଥିବା ବ୍ୟକ୍ତି ହେଉଛନ୍ତି ସନ୍ତୋଷ ଦେଶପାଣ୍ଡେ। ସେ କହିଛନ୍ତି, […]

kangna

kangna

Subhransu Sekhar
  • Published: Saturday, 05 September 2020
  • Updated: 05 September 2020, 07:33 PM IST

Sports

Latest News

ମୁମ୍ୱାଇ: ମହାରାଷ୍ଟ୍ର ସରକାର, ମୁମ୍ୱାଇ ପୁଲିସ, ବଲିଉଡ ଏବଂ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ବିଭିନ୍ନ ମନ୍ତବ୍ୟ ଦେଇ ଏବେ ଚର୍ଚ୍ଚାରେ ବଲିଉଡ କୁଉନ୍ କଙ୍ଗନା ରଣାଓ୍ୱତ। ଏହାରି ଭିତରେ ମୁମ୍ୱାଇ ପୁଲିସ ନିକଟରେ ତାଙ୍କ ବିରୋଧରେ ଜଣେ ସାମାଜିକ କର୍ମୀ ଏତଲା ଦେଇଛନ୍ତି। ଏତଲା ଦେବା ପଛର କାରଣ ଦର୍ଶାଇ ସେ କହିଛନ୍ତି, କଙ୍ଗନା ମହାରାଷ୍ଟ୍ରର ଆତ୍ମସମ୍ମାନ ଏବଂ ଗୌରବକୁ କ୍ଷତି ପହଞ୍ଚାଇଛନ୍ତି। ଅଭିଯୋଗ କରିଥିବା ବ୍ୟକ୍ତି ହେଉଛନ୍ତି ସନ୍ତୋଷ ଦେଶପାଣ୍ଡେ।

ସେ କହିଛନ୍ତି, ମୁଁ ଅଭିନେତ୍ରୀଙ୍କ ବିରୋଧରେ ଅନଲାଇନ୍ ଅଭିଯୋଗ କରିଛି। କାରଣ ତାଙ୍କ ବିବୃତ୍ତି ମହାରାଷ୍ଟ୍ରର ଗର୍ବ ଏବଂ ଆତ୍ମ ସମ୍ମାନ କ୍ଷତି ପହଞ୍ଚାଇଛି। କଙ୍ଗନା କରିଥବା ଟୁଇଟ୍ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିଛି।

ସନ୍ତୋଷ ଆହୁରି କହିଛନ୍ତି ଯେ ଯଦି ମୁମ୍ବାଇ ପୁଲିସ ତାଙ୍କ ଅଭିଯୋଗକୁ ଗ୍ରହଣ କରିବାରେ ବିଫଳ ହୁଏ, ତା’ହେଲେ ତାଙ୍କ ଓକିଲ ଶିବରାଜ ପାୱାର କୋର୍ଟକୁ ଯିବେ।

ଦେଶପାଣ୍ଡେ କହିଛନ୍ତି, ଅଭିନେତ୍ରୀଙ୍କ ଦ୍ୱାରା କରାଯାଇଥିବା ଟୁଇଟର ସତ୍ୟତା ନାହିଁ। ଏଭଳି ବିବୃତ୍ତି ଲୋକଙ୍କୁ ଉତ୍ତେଜିତ କରୁଛି। ସେ ନିଜର ବକ୍ତବ୍ୟ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତାର ଅପବ୍ୟବହାର କରିଛନ୍ତି। ସେ ସୋଶାଲ ମିଡିଆର ଅପବ୍ୟବହାର କରି ସର୍ବସାଧାରଣରେ ବିଷ ବିସ୍ତାର କରୁଛନ୍ତି।

ସୂଚନାଯୋଗ୍ୟ., କଙ୍ଗନା ନିକଟରେ ଟ୍ୱିଟ୍ କରି ଏକ ବିବୃତ୍ତି ଦେଇଥିଲେ, ସେ ସିନେମାର ମାଫିଆ ଅପେକ୍ଷା ମୁମ୍ବାଇ ପୁଲିସକୁ ଅଧିକ ଭୟ କରୁଛନ୍ତି। ଏହାପରେ ଶିବସେନା ନେତା ସଞ୍ଜୟ ରାଉତ କହିଥିଲେ ଯଦି ସେ ଭୟଭୀତ, ତେବେ ସେ ମୁମ୍ବାଇକୁ ଆସିବା ଦରକାର ନାହିଁ।

ଏହା ପରେ କଙ୍ଗନା ସଞ୍ଜୟଙ୍କୁ ଜବାବ ଦେବାକୁ ଯାଇ ମୁମ୍ବାଇ ପିଓକେ ଭଳି ଲାଗୁଛି ବୋଲି କହିଥିଲେ। ଏହାପରେ କଙ୍ଗନାଙ୍କ ବିରୋଧରେ ଅନେକ ବିରୋଧ ପ୍ରଦର୍ଶନ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story