କରୋନା: କନିକା କପୁରଙ୍କ ନାମରେ ମାମଲା

ନୂଆଦିଲ୍ଲୀ: ବିବାଦରେ ଫଶିବାରେ ଲାଗିଛନ୍ତି ‘ବେବି ଡଲ୍‌’ ଗୀତ ଗାଇ ପ୍ରସିଦ୍ଧି ଅର୍ଜନ କରିଥିବା କଣ୍ଠଶିଳ୍ପୀ କନିକା କପୁର। ବିଦେଶରୁ ଫେରିବା ପରେ ମଧ୍ୟ ନିଜ ଟ୍ରାଭେଲ୍‌ ଇତିହାସ ଲୁଚାଇ ୧୦୦ ଜଣରୁ ଊର୍ଦ୍ଧ୍ୱ ଲୋକଙ୍କ ସହ ପାର୍ଟି କରିଥିବାରୁ ଏହି କଣ୍ଠଶିଳ୍ପୀଙ୍କ ନାମରେ ଏଫ୍‌ଆଇଆର ହୋଇଛି। ଏହା ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଏଫ୍‌ଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ସୁରକ୍ଷା ପ୍ରଟୋକଲ୍‌ ଅନୁସରଣ କରିନଥିବାରୁ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଥିଲା। […]

kanika

kanika

Subrat Kumar Nayak
  • Published: Friday, 20 March 2020
  • Updated: 20 March 2020, 10:59 PM IST

Sports

Latest News

ନୂଆଦିଲ୍ଲୀ: ବିବାଦରେ ଫଶିବାରେ ଲାଗିଛନ୍ତି ‘ବେବି ଡଲ୍‌’ ଗୀତ ଗାଇ ପ୍ରସିଦ୍ଧି ଅର୍ଜନ କରିଥିବା କଣ୍ଠଶିଳ୍ପୀ କନିକା କପୁର। ବିଦେଶରୁ ଫେରିବା ପରେ ମଧ୍ୟ ନିଜ ଟ୍ରାଭେଲ୍‌ ଇତିହାସ ଲୁଚାଇ ୧୦୦ ଜଣରୁ ଊର୍ଦ୍ଧ୍ୱ ଲୋକଙ୍କ ସହ ପାର୍ଟି କରିଥିବାରୁ ଏହି କଣ୍ଠଶିଳ୍ପୀଙ୍କ ନାମରେ ଏଫ୍‌ଆଇଆର ହୋଇଛି।

ଏହା ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଏଫ୍‌ଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ସୁରକ୍ଷା ପ୍ରଟୋକଲ୍‌ ଅନୁସରଣ କରିନଥିବାରୁ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଥିଲା। ଭାରତୀୟ ପିଙ୍ଗଳ କୋଡ୍‌ର ୨୬୯ ଧାରା ଅନୁଯାୟୀ ଏହି ମାମଲା କରାଯିବ ବୋଲି କୁହାଯାଇଥିଲା।

ଲଣ୍ଡନ୍‌ରୁ ଫେରିବା ପରେ ତାଙ୍କଠାରେ ଫ୍ଲୁ ପରି ଲକ୍ଷଣ ଦେଖାଯାଇଥିଲେ ମଧ୍ୟ ସେ ଲକ୍ଷ୍ନୌଠାରେ ପାର୍ଟି ଆଟେଣ୍ଡ କରିଥିଲେ। ସେ ୩ଟି ପାର୍ଟିରେ ଯୋଗ ଦେଇଥିବା ତାଙ୍କ ବାପା କହୁଛନ୍ତି। କିନ୍ତୁ କନିକା କହୁଛନ୍ତି ସେ ଗୋଟିଏ ଛୋଟ ପାର୍ଟିରେ ଯୋଗ ଦେଇଥିଲେ। ଏହି ପାର୍ଟିରେ ରାଜସ୍ଥାନ ସାଂସଦ ଦୁଷ୍ୟନ୍ତ ସିଂହ, ପୂର୍ବତନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏବଂ ଉତ୍ତରପ୍ରଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ଜୟ ପ୍ରତାପ ସିଂହ ଆଦି ଯୋଗ ଦେଇଥିଲେ। କରୋନା ବ୍ୟାପିବା ଭଳି ସମ୍ବେଦନଶୀଳ ସମୟରେ ଏଭଳି ବେଖାତିର କାରଣରୁ କନିକାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story